Daily Archives

July 30, 2021

ବିବାଦ ପରେ କମ୍ପାନୀର ନିଷ୍ପତ୍ତି , ସରକାରୀ କ୍ଲାଏଣ୍ଟକୁ ପେଗାସସ୍ ବିକ୍ରି କରିବ ନାହିଁ କମ୍ପାନୀ

କନକ ବ୍ୟୁରୋ : ଏବେ ଅନେକ ଦେଶର ସରକାର ପେଗାସସ୍ ମାଧ୍ୟମରେ ଗୁପ୍ତଚର କାମ କରୁଥିବା ଅଭିଯୋଗ ଆସିବା ପରେ ଇଜ୍ରାଇଲ ସାଇବର ସିକ୍ୟୁରିଟି ଫାର୍ମ (ଏନଏସଓ) ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ମୁତାବକ କମ୍ପାନୀ ଆଉ କୌଣସି ସରକାରୀ କ୍ଲାଏଣ୍ଟକୁ ପେଗାସସ୍ ବିକ୍ରି କରିବ ନାହିଁ । ଭାରତ ସହିତ…

ପୁଣି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ରୋକ, ଅଗଷ୍ଟ ୩୧ ଯାଏଁ ପ୍ରତିବନ୍ଧକ ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହରକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପୁଣି ପ୍ରତିବନ୍ଧକ ଲଗାଯାଇଛି  । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ର ସୂଚନା ମୁତାବକ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ । ହେଲେ ଏହି…

ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳିଙ୍କୁ ହରାଇ ସେମିଫାଇନାଲରେ ପିଭି ସିନ୍ଧୁ ।

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳି ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ଆଜି ମହିଳା ସିଙ୍ଗଲ୍ସରେ ସେ ଦମଦାର ପ୍ରଦର୍ଶନ କରିବା ସହିତ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏଥିସହିତ…

ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ୬ ଚିଙ୍ଗୁଡି ଫ୍ୟାକ୍ଟ୍ରି ଶ୍ରମିକ

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲା ରେପଲ୍ଲେ ଗ୍ରାମରେ ୬ ଜଣ ଶ୍ରମିକ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁର କାରଣ ବିଦ୍ୟୁତ୍ ସର୍ଟସର୍କିଟ କାରଣରୁ ହୋଇଛି ବୋଲି କୁହାଯାଉଛି । ସୂଚନା ମୁତାବକ ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯିବାରୁ ଶ୍ରମିକମାନେ…

ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ : ଦ୍ୱାଦଶରେ ପାସ୍ ହାର ୯୯.୩୭%; ୯୯.୧୩% ଛାତ୍ର, ୯୯.୬୭% ଛାତ୍ରୀ ପାସ୍

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ପାସ୍ ହାର ରହିଛି ୯୯ ଦଶମିକ ୩୭ ପ୍ରତିଶତ । ଛାତ୍ରୀ ପାସ ହାର ୯୯.୬୭ ପ୍ରତିଶତ ରହିଥିବାବେଳେ ଛାତ୍ର ପାସ ହାର ୯୯.୧୩ ପ୍ରତିଶତ ରହିଛନ୍ତି । ଅର୍ଥାତ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୦.୫୪ ରହିଛି ।…

ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଘରୁ ୧୦ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ…

କନକ ବ୍ୟୁରୋ : ଚଢାଉ ବେଳେ ଟଙ୍କା ଗଣି ଗଣି ହାଲିଆ ହୋଇଗଲେ ଅଧିକାରୀ । ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଏପର୍ଯ୍ୟନ୍ତ ବିପୁଳ ପରିମାଣର ଟଙ୍କା ସହ ସୁନା ଅଳଙ୍କାର ଜବତ ହୋଇଛି । ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରୁ…