Daily Archives

July 22, 2021

କୁଆଖାଇ ନଈବାଲିରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା କରି ବାଲି ଭିତରେ ପୋତି ଦେଇଥିବା ସନ୍ଦେହ । ଏଯାଏ ସ୍ପଷ୍ଟ ହୋଇନି…

କନକ ବ୍ୟୁରୋ: ନଦୀବାଲିରେ ମୃତଦେହ । ବୁଧବାର ଭୁବନେଶ୍ୱର କୁଆଖାଇ ନଦୀପଠାରେ ମୃତଦେହ ପୋତିହୋଇଥିବା ଖବର ମିଳିବା ପରେ ଚାଂଚଲ୍ୟ ଖେଳିଯାଇଥିଲା । ରାତିସାରା ସଂପୃକ୍ତ ସ୍ଥାନକୁ ଜଗିରହିବା ପରେ ସକାଳେ ମୃତଦେହକୁ ଖୋଳାଯାଇ ଉଦ୍ଧାର କରାଯାଇଥିଲା । ଆଉ ଏହି ମୃତଦେହ ଜଣେ ଯୁବକର ଥିଲା । ଦେହରେ…

ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ କ୍ରାଇମସିନ ଦେଖିଲା ପୋଲିସ୍ । ସେପଟେ ଦକ୍ଷିଣାଞ୍ଚଳ ଡିଆଇଜି କହିଲେ ମିଳିଛି ବଡ ସୁରାକ୍,…

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ହିଁ ହୋଇଛି ରହସ୍ୟମୟ ମୃତ୍ୟୁ । ଯାହାକୁ ଏବେ ବି ଅନେକ ବୁଝି ପାରୁ ନାହାଁନ୍ତି, ଯେ କେମିତି ଏହି ଘର ଭିତରେ ଜଣେ ବ୍ୟକ୍ତି ପୋଡି ହୋଇଯିବ ଏବଂ କେହି ତାଙ୍କୁ ବଂଚାଇ ପାରିବେ ନାହିଁ । ପୋଲିସ ତନ୍ନ ତନ୍ନ କରି ଯାଂଚ କରିଛି । କଳାଦାଗଠାରୁ ଟେବୁଲ…

ସ୍କୁଲ ଯିବେ କି ଛୋଟ ପିଲା? ଟିକା ନେଇ ନାହାନ୍ତି ଶିକ୍ଷକ । ଗଣଶିକ୍ଷାମନ୍ତ୍ରୀ କହିଲେ, ସ୍ୱାସ୍ଥ୍ୟବିଭାଗକୁ ଟିକାକରଣ…

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରେ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଏପଟେ ଛୋଟ ଛୋଟ ପିଲାଙ୍କ ଠାରେ ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଅଧିକ କ୍ଷମତା ଥିବାରୁ ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର । ତେବେ କିପରି ସ୍କୁଲ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ , ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ । କିଛିମାସ ମଧ୍ୟରେ ଆଣିପାରେ…

କନକ ବ୍ୟୁରୋ : ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନାର ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଆସନ୍ତା କିଛିମାସ ମଧ୍ୟରେ କରୋନାର ଏହି ରୂପ ସାରା ବିଶ୍ୱରେ ମହାମାରୀ ଭଳି ସ୍ଥତି ଉପୁଜାଇ ପାରେ । କହିରଖୁ କି ଡେଲଟା ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଭାରତରୁ…

ପଞ୍ଜାବ : କଂଗ୍ରେସ କନ୍ଦଳରେ ଲାଗିଲା ବ୍ରେକ୍, ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦରସିଂ ମଧ୍ୟରେ ଲାଗିଥିବା କଳହର ବ୍ରେକ୍ ଲାଗିବ । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ଯୋଗଦେବେ ବୋଲି ଜଣାପଡିଛି…

ସମୁଦ୍ର ମଝିରେ ଖରାପ ହେଇଗଲା ଏମ ଭି କଞ୍ଚନ ଜାହାଜ । ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଉଦ୍ଧାର ପାଇଁ ଆଗେଇ ଆସିଲା…

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଉମରଗାମଠାରେ ଫଶି ରହିଥିବା ପଣ୍ୟବାହୀ ଜାହାଜ ଏମ ଭି କଞ୍ଚନରୁ ୧୨ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତଟ ରକ୍ଷୀଙ୍କ ସୂଚନା ମୁତାବକ, ଜାହାଜର ଇନ୍ଧନରେ ଅପମିଶ୍ରଣ ସମସ୍ୟା ଯୋଗୁଁ ଏହାର ଇଞ୍ଜିନ କାମ କରିନଥିଲା । ଏହାର ବିଦ୍ୟୁତ ଶକ୍ତି…