Daily Archives

July 22, 2021

ଆମେରିକାରେ ଜଳିଗଲା ୩ ଲକ୍ଷ ଏକର ଜଙ୍ଗଲ । ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ

କନକ ବ୍ୟୁରୋ: ଆମେରିକା ଆରଗନ୍ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ପାଖାପାଖି ୩ ଲକ୍ଷ ଏକର ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି । ୮୦ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ନିଆଁ ଜୁଲାଇ ୬ ତାରିଖରୁ ଲାଗିରହିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ରୂପେ ଆୟତ କରାଯାଇପାରିନାହିଁ । ନିଆଁ…

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରଣାଳୟର ସୂଚନା । କରୋନା ସଂକ୍ରମଣରେ ବିଦେଶରେ ୩୫୭୦ ଭାରତୀୟଙ୍କ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ କରୋନା ସଂକ୍ରମଣରେ ୩୫୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବିଶ୍ୱର ସବୁଦେଶ ସାମିଲ ଅଛି (ଯେଉଁ ଯେଉଁ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆହତ ହୋଇ ଦଳରୁ ବାଦ୍ ପଡିଲେ ଏହି ଖେଳାଳି ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଆଉ ଏକ ଝଟକା । ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ଅଗଷ୍ଟ ୪ ତାରିଖରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାକୁ ଅଛି । ହେଲେ ଏହା ପୂର୍ବରୁ ସୁନ୍ଦର ଆହତ ହେବା ଦଳ ପାଇଁ ବଡ…

କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ।

କନକ ବ୍ୟୁରୋ : ରାସ୍ତାରେ ଆପଣ ଅନେକ କାର୍ ଦେଖିଥିବେ । ଏପରିକି ଅନେକ ଦାମୀ ଦାମୀ ଗାଡି ମଧ୍ୟ ଦେଖିବାକୁ ମିଳେ । କିନ୍ତୁ କେବେ ଆପଣ ସୁନାର କାର୍ ଦେଖିଛନ୍ତି କି ? ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସୁନାର ଦର ଯେଉଁଭଳି ଭାବେ ବଢି ବଢି ଚାଲିଛି, ସେଥିରେ ସୁନା…

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ , ଲଦାଖରେ ନିର୍ମାଣ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଖର୍ଚ୍ଚର୍ହେବ ୭୫୦ କୋଟି ଟଙ୍କା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ତରଫରୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏକ…

୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା…

କନକ ବ୍ୟୁରୋ : ୫ ପଇସାରେ ପେଟ ପୂରା ବିରିୟାନୀ । ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼ । ଆଜିର ଯୁଗରେ କ’ଣ କାହା ପାଖରେ ୫ ପଇସାର କଏନ୍ ଥିବ ? ହୁଏତ ନଥିବ, କିଛି ଏହିଭଳି ଭାବି ଜଣେ ବିରିୟାନୀ ଷ୍ଟଲ୍ ମାଲିକ ଏକ ବଡ଼ ଘୋଷଣା କରିଦେଲେ । ଘୋଷଣା ଏଇୟା ଥିଲା ଯେ, ଯିଏ ୫ ପଇସା କଏନ୍ ନେଇ ଆସିବ,…