Daily Archives

July 12, 2021

ଅଶ୍ରୁଳ ନୟନରେ ଭଗବାନଙ୍କୁ ଭକ୍ତର ପ୍ରଶ୍ନ…କି ପାପ ହେଲା ପ୍ରଭୁ? ଟାଣି ମୁଁ ପାରୁନି ତୁମ ନନ୍ଦିଘୋଷ, ଯାଇପାରୁନି…

କନକ ବ୍ୟୁରୋ: କି ପାପ ହେଲା ପ୍ରଭୁ, କେଉଁ ଭୁଲର ଦଣ୍ଡ ଦେଉଛ । ଅଶ୍ରୁଳ ନୟନରେ ବ୍ୟାକୁଳ ହୋଇ ଶ୍ରଦ୍ଧାଳୁ, ଭଗବାନଙ୍କୁ ଏଭଳି କିଛି ପ୍ରଶ୍ନ କରୁଛି । ଚକା ନୟନକୁ ଦେଖିବା ପାଇଁ ଭକ୍ତ ଆଖିରୁ ଝରୁଥିବା ଲୁହ ପଛରେ ରହିଛି, ଠାକୁରଙ୍କୁ ଦେଖିବାର ଆତୁରତା, ରଥ ଟାଣିବାର ବ୍ୟାକୁଳତା । ହେଲେ…

ବିନା ଭକ୍ତରେ ହେଲା ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧା ବାଲିରେ…

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦୁଲର୍ଭ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । କରୋନା ଯୋଗୁଁ ସ୍ୱଚକ୍ଷୁରେ ଦେଖି ନପାରିଲେ ମଧ୍ୟ ଟିଭି ମାଧ୍ୟମରେ ହେଉ କି ଡିଜିଟାଲ ମିଡିଆରେ ଅଗଣିତ ଶ୍ରଦ୍ଧାଳୁ ଅପେକ୍ଷା କରିଥିଲେ ସେହି ମୁହୂର୍ତ୍ତକୁ । ତେବେ ଭକ୍ତର ମନକଥା ବୁଝି ନିର୍ଘଣ୍ଟ…

ଜୁଲାଇ ୧୫ ରେ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ । ୧୫ ହଜାର କୋଟି ଟଙ୍କା ଯୋଜନାର କରିବେ ଶିଳାନ୍ୟାସ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୫ ତାରିଖରେ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ କାଶୀରେ ୧୫ ହଜାର କୋଟି ଟଙ୍କାର ଯୋଜନାକୁ ଶିଳାନ୍ୟାସ କରିବେ । ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଜାପାନୀ…

ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏକ ଟ୍ବିଟ କରି ସେ ଲେଖିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧୨ରେ ହେବ…

ରାଜନୀତିରେ ବଢୁଛି ଛାତ୍ର ଛାତ୍ରୀଙ୍କ ଭାଗିଦାରୀ । ୟୁପିରେ ୨୧ ବର୍ଷିୟ ଛାତ୍ରୀ ହେଲେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ।…

କନକ ବ୍ୟୁରୋ : ଛାତ୍ର ଜୀବନରୁ ରାଜନୀତିରେ ଭାଗନେଇ ସଫଳ ହୋଇଛନ୍ତି ୟୁପିର ଛାତ୍ରୀ ଆରତୀ ତିୱାରୀ । ୨୧ ବର୍ଷ ବୟସରେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ଶପଥ ନେଇଛନ୍ତି ଆରତୀ । ୟୁପି ବଳରାମପୁର ଜିଲ୍ଲାର ଜିଲ୍ଲାପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହିତ ୟୁପିରେ…

ଆସନ୍ତା କାଲି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । କରୋନା ସ୍ଥତି ନେଇ ହେବ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି କରୋନା ସ୍ଥିତି ନେଇ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ । ଆସାମ, ନାଗାଲାଣ୍ଡ, ତ୍ରିପୁରା,ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରମର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆସନ୍ତାକାଲି…