Daily Archives

July 11, 2021

ଭିନ୍ନ ଧର୍ମରେ ବିବାହକୁ ନେଇ ଆକ୍ଷେପ କରୁଥିଲେ ବଡ ଭାଇ, ଠେଙ୍ଗାରେ ପିଟି ପିଟି ମାରିଦେଲେ ଦୁଇ ସାନ ଭାଇ । ସୁନ୍ଦରଗଡରୁ…

କନକ ବ୍ୟୁରୋ : ଭିନ୍ନ ଧର୍ମରେ ବିବାହକୁ ନେଇ ଆକ୍ଷେପ କରିବାରୁ ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ମାରି ଦେଲେ ଦୁଇ ସାନ ଭାଇ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁର ମୁଣ୍ଡା ସାହିରେ ଘଟିଛି ଏହି ଅଘଟଣ । ମୃତକ ପାତ୍ରାସ ମୁଣ୍ଡାଙ୍କ ସାନ ଭାଇ ସମା ମୁଣ୍ଡା ଏକ ଖ୍ରୀଷ୍ଟିୟାନ ସଂପ୍ରଦାୟର…

ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କ ନିର୍ବାଚନ ପ୍ରତିଶ୍ରୁତି । ସରକାରକୁ ଆସିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଘୋଷଣା କରିଛନ୍ତି କି ଯଦି ୨୦୨୨ ରେ ଉତ୍ତରାଖଣ୍ଡରେ ଆପ୍ ର ସରକାର ଆସେ ତେବେ ରାଜ୍ୟରେ…

ଅନଲାଇନ ପାଠପଢା ଗାଁ ପିଲାଙ୍କ ପାଇଁ ଅଭିଶାପ । ଗାଁରେ ଆସୁନି ନେଟୱାର୍କ, ପାହାଡ ଉପରେ ସ୍କୁଲ ଖୋଲିଛନ୍ତି ପ୍ରଧାନ…

କନକ ବ୍ୟୁରୋ : ଛତିଶଗଡ ଢାଞ୍ଚାରେ ଓଡିଶାରେ ମୋହଲ୍ଲା ସ୍କୁଲ ନେଇ ଚର୍ଚ୍ଚା ଚାଲିଛି । ନେଟୱାର୍କ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସମ୍ବଲପୁର କୁଚିଣ୍ଡାରୁ ଆସିଛି, ଅନଲାଇନ ପାଠପଢାର କରୁଣ ଦୃଶ୍ୟ ।…

ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ରଥ ପ୍ରଦିକ୍ଷଣ ସହ ଦର୍ଶନ କରିବେ…

କନକ ବ୍ୟୁରୋ : ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ମନ୍ଦିର ପ୍ରଶାସନର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ରଥଯାତ୍ରା ଦିନ ଜଗଦଗୁରୁଙ୍କ…

ଲକ୍ଷନୌ କାକୋରୀରେ ଏଟିଏସର ବଡ ଅପରେଶନ । ଅଲକାଏଦାର ଦୁଇ ଆତଙ୍କବାଦୀଙ୍କୁ ଧରିଥିବା ଦାବି

କନକ ବ୍ୟୁରୋ : ୟୁପି ରାଜଧାନୀ ଲକ୍ଷନୌ କାକୋରୀରେ ଏଟିଏସର ବଡ ଅପରେଶନ । ଅଲକାଏଦାର ଦୁଇ ଆତଙ୍କବାଦୀଙ୍କୁ ଧରିଥିବା ଦାବି । ର କାକୋରୀ ଅଞ୍ଚଳରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ (ଏଟିଏସ) ସନ୍ଦେହ ଆଧାରରେ ଏକ ଘରକୁ ଘେରାବନ୍ଦୀ କରିଛି । ଏହାସହ ନିକଟରେ ଥିବା ଆଉଏକ ଘରକୁ ଖାଲି କରାଯାଇଛି ।…

ୟୁପି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଜନସଂଖ୍ୟା ନୀତି ୨୦୨୧-୩୦ । ପିଲା ସଂଖ୍ୟା ୨ଥିଲେ ମିିଳିବ ଏହିସବୁ ସୁବିଧା ।

କନକ ବ୍ୟୁରୋ : ବିଶ୍ୱ ଜନସଂଖ୍ୟା ଦିବସ ଅବସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି । ଏହି ଅବସରରେ ସେ ବଢୁଥିବା ଜନସଂଖ୍ୟା ଦ୍ୱାରା ବିଶ୍ୱ ସାମ୍ନା କରୁଥିବା ଅସୁବିଧା ସଂପର୍କରେ ବି କହିଛନ୍ତି । ଏହି ସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…