Daily Archives

July 11, 2021

୨୨ ବର୍ଷ ପୂର୍ବର କାହାଣୀ, ଯେତେବେଳେ ମହାବାତ୍ୟାରେ ସାହାଭରସା ସାଜିଥିଲେ ଅଶ୍ୱିନୀ । ବାଲେଶ୍ୱରରେ ବସି ଆମେରିକା…

କନକ ବ୍ୟୁରୋ : ଅଶ୍ୱିନୀ ବୈଷ୍ଣବ । ମୋଦୀଙ୍କ ନୂଆ କ୍ୟାବିନେଟରେ ସ୍ଥାନ ପାଇବା ପରେ ଏବେ ଜାତୀୟ ରାଜନୀତିର ସବୁଠୁ ବଡ ଚର୍ଚ୍ଚିତ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି । କୁହାଯାଉଛି ମୋଦିଙ୍କ ଗୁଡବୁକରେ ଥିବା ସାଂସଦଙ୍କ ମଧ୍ୟରେ ଅଶ୍ୱିନୀ ଏବେ ସବୁଠୁ ଆଗରେ । ନଚେତ ପ୍ରଥମ ଥର ସାଂସଦ ହୋଇ…

ଦିଲ୍ଲୀ ଅନଲକ୍-୭ : ଦିଲ୍ଲୀରେ କଟକଣା କୋହଳର ନୂଆ ସପ୍ତାହ, କାଲିଠୁ ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ୍

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାରି ମଧ୍ୟରେ ରବିବାର ଦିନ ଦିଲ୍ଲୀ ସରକାର ଅନଲାକ୍-୭ ର ଗାଇଡ ଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଅର୍ଥାତ ଜୁଲାଇ ୧୨ ତାରିଖରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ…

କାନ୍ଦାହାର ବାଣିଜ୍ୟ ଦୂତାବାସରୁ ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି : ବୈଦେଶୀକ…

କନକ ବ୍ୟୁରୋ : କାନ୍ଦାହାରରେ ଅଶାନ୍ତି ଦେଖାଦେଇଛି, ତାଲିବାନ ପକ୍ଷରୁ ଆଫଗାନିସ୍ଥାନର ଦକ୍ଷୀଣ ସହର ଆଖ ପାଖ ଅଞ୍ଚଳକୁ ଦଖଲ କରିନିଆଯାଇଥିବା ଦାବି କରାଯିବା ପରେ ଭାରତ ପକ୍ଷରୁ ଆକ୍ସନ ନିଆଯାଇଛି । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀ ମାନଙ୍କୁ…

କୋଭିଡ କଟକଣାରେ ଚାଲିଛି ଘୋଷଯାତ୍ରା ନୀତିକାନ୍ତି । ରଥ ଖଳାକୁ ଆସିଲା ଶ୍ରୀଜୀଉଙ୍କ ଆଜ୍ଞାମାଳ, ତିନି ରଥର ଦକ୍ଷିଣ ମୋଡ…

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ନୀତିକାନ୍ତି । ପୂର୍ବରୁ ହୋଇଥିବା ନୀତି ନିର୍ଘଂଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ…

ଦେଶରେ ଜାରି ରହିଛି କରୋନା ସଂକଟ । ଗତ ୨୪ ଘଣ୍ଟାରେ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଙ୍କଟ ଜାରି ରହିଛି। ଗତ କିଛି ଦିନ ହେବ ପ୍ରତିଦିନ ୪୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୫୦୬ ଟି ନୂଆ କରୋନା ମାମଲା ଆସିଛି ଏବଂ ୮୯୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ…

ହୀରାକୁଦରୁ ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ । ଦୁଇଟି ଗେଟ ଦେଇ ସେକେଣ୍ଡ ପିଛା ୧୫ହଜାର କ୍ୟୁସେକ ଜଳ ନିଷ୍କାସିତ

ହୀରାକୁଦରେ ୨ଟି ଗେଟ୍ ଖୋଲିଲା ଏବଂ  ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଗଲା। ଆଜି ସକାଳ ୧୦ଟା ୭ମିନିଟ୍ ସମୟରେ ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଖୋଲିଛି। ଏବେ ହୀରାକୁଦ ରେ ୬୦୯. ୩୯ଫୁଟ ଜଳ ଅଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ…