Daily Archives

July 6, 2021

ସିବିଏସଇ ପରୀକ୍ଷା ଢ଼ାଞ୍ଚାକୁ ପରିବର୍ତ୍ତନ ପରେ ଓଡିଶାରେ ବି ଉଠିଲା ପରିବର୍ତନ ସ୍ୱର । ଶିକ୍ଷାବିତ କହିଲେ, ମାଟ୍ରିକ ଓ…

କନକ ବ୍ୟୁରୋ: ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସଇ ନୂଆ ପାଠ୍ୟ ଖସଡ଼ା ଘୋଷଣା କରିବା ପରେ ଓଡିଆ ସ୍କୁଲ ପାଇଁ ସରକାର ନୂଆ ନିୟମ ଆଣିବେ କି ? କରୋନା ଯୋଗୁଁ ଦୁଇବର୍ଷ ହେବ ପାଠପଢ଼ାଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ବହୁ ଅସୁବିଧା ଉପୁଜିଛି । ତେଣୁ ଚଳିତ ବର୍ଷ କଣ…

ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । କ୍ୟାବିନେଟରେ ସ୍ଥାନ ପାଇପାରନ୍ତି…

କନକ ବ୍ୟୁରୋ: ମୋଦିଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ମଙ୍ଗଳବାର ରାଜ୍ୟପାଳମାନଙ୍କ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତନ ହୋଇଛି । ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳ ବଦଳ କରାଯାଇଛି ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହି…

କେଉଁ କାରଣରୁ ପ୍ରିୟଙ୍କାଙ୍କ ହତ୍ୟା କଲା ଜଗନ୍ନାଥ? ଏବେ ବି ରହସ୍ୟ ଘେରରେ ପ୍ରିୟଙ୍କାଙ୍କ ମୃତ୍ୟୁ..

କନକ ବ୍ୟୁରୋ: ମୃତ୍ୟୁର ଖବର ଗାଁ ଲୋକଙ୍କୁ ଯେମିତି ମର୍ମାହତ କରିଥିଲା, ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଶବ ପରିବାର ଓ ସମ୍ପର୍କୀୟଙ୍କୁ ତାଠୁ ଅଧିକ ସ୍ତବ୍ଧ କରିଦେଇଥିଲା । କାନ୍ଦବୋଳିରେ ଫାଟି ପଡୁଥିଲା ପୁରା ଗାଁ ଆଉ ଏହି ଶୋକାକୁଳ ପରିବେଶ ଭିତରେ ଜୁଇରେ ଜଳି ଯାଇଛି ଗୋଟିଏ ହସଖୁସି…

ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ପାଞ୍ଚଟି ପ୍ରକଳ୍ପର ସମ୍ପ୍ରସାରଣ ନେଇ ଅନୁମତି ଦେଲେ ସରକାର । ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରେ ପାଖାପାଖି ୨୭ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରଟି ଏହି ୫ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।…

ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି । ରଥଯାତ୍ରା ଓ ବାହୁଡାରେ ଛେରାପହଁରା କରିବା ନେଇ ପୁରୀ ଗଜପତିଙ୍କ…

କନକ ବ୍ୟୁରୋ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ସଂସ୍କୃତ ବିଭାଗ କୋଠାରେ ନିଆଁ ଲାଗି କାଗଜପତ୍ର ନଷ୍ଟ । ନିଆଁକୁ ଆୟତ୍ତ କଲା…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ମୁଖ୍ୟଙ୍କ କାର୍ଯ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରିଛି । କାର୍ଯ୍ୟାଳୟରେ ଥିବା ଆସବାବପତ୍ର ଓ କାଗଜ ପତ୍ର ପୋଡି…