Daily Archives

July 6, 2021

ସୁସ୍ଥ ହେଲେ ମହାପ୍ରଭୁ । ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ବିଜେ ହେଲା ରାଜପ୍ରସାଦ । ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ…

କନକ ବ୍ୟୁରୋ: ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି ।…

ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ଶେଷ ହୋଇଯିବ କୋଭିସିଲ୍ଡ ଟିକା । ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ…

କନକ ବ୍ୟୁୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଟିକାକରଣରୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ଆମ ରାଜ୍ୟରେ ଲଗାତାର ଟିକାର ଅଭାବ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ନପଠାଇବା ହେତୁ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି । ଏନେଇ ଆଜି କେନ୍ଦ୍ର…

୧ ଲକ୍ଷ ୪୦ ହଜାର ଟଙ୍କାର ମୋବାଇଲ୍ କିଣି ଫେରାର ହୋଇଗଲେ ଯୁବତୀ । ସିସିଟିଭି ଫୁଟେଜ ଦେଖି ବାନ୍ଧିଲା ପୁଲିସ ।

କନକ ବ୍ୟୁରୋ: ଦାମୀ ମୋବାଇଲ କଣିଲେ, ହେଲେ ଟଙ୍କା ଦେଲେନି ଯୁବତୀ । ଲକ୍ଷେ ୪୦ ହଜାର ଟଙ୍କାର ଦାମୀ ମୋବାଇଲ୍ କିଣି ଫେରାର ହୋଇଗଲେ ଯୁବତୀ । ତେବେ ସିସିଟିଭି ଫୁଟେଜ ଆଧାରରେ ଯୁବତୀଙ୍କ ପାଖରେ ପହଞ୍ଚିଛି ପୁଲିସ । ସଂପୃକ୍ତ ଯୁବତୀଙ୍କୁ ଏବେ ସହିଦ ନଗର ଥାନାରେ ରଖି ପଚରାଉଚରା କରାଯାଉଛି ।…

ସାମ୍ନାକୁ ଆସିଲା ଅଭିଯୁକ୍ତ ଜଗନ୍ନାଥର ହ୍ୱାଟସଆପ୍ ଚାଟ । ଲେଖିଥିଲେ ଦୁନିଆ ଛାଡ଼ି ଯାଉଛି, ବଞ୍ଚିବାକୁ ଇଚ୍ଛା ନାହିଁ 

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଅଭିଯୁକ୍ତ ଜଗନ୍ନାଥର ହ୍ୱାଟସଆପ୍ ଚାଟ । ନିଜ ସମ୍ପର୍କୀୟଙ୍କ ପାଇଁ ଲେଖିଥିଲା ହ୍ୱାଟ୍ସଆପ ମେସେଜ । ମୁଁ ଦୁନିଆ ଛାଡି ଯାଉଛି, କେବେ ମଜାରେ କି ରାଗରେ କିଛି କହିଥିଲେ କ୍ଷମା କରିବେ । ଭାଗ୍ୟରେ ଥିଲେ ତୁମ ପରି ଭାଉଜ ମିଳନ୍ତି, ହେଲେ ମୁଁ ହତଭାଗା । ଆଉ ନିଜ…

ପ୍ରିୟଙ୍କା ହତ୍ୟା ମାମଲାରେ ପୋଲିସର ତନାଘନା । ଯାଜପୁର ଯାଇ ଅଧିକ ତଦନ୍ତ କରିବ ଟିମ୍ । ସେପଟେ ହତ୍ୟାକାଣ୍ଡ ଘଟିଥିବା…

କନକ ବ୍ୟୁରୋ: ପ୍ରିୟଙ୍କା ହତ୍ୟା ମାମଲାରେ ତନାଘନା ଆରମ୍ଭ କରିଛି ପୋଲିସ୍ । ତଦନ୍ତ ପାଇଁ ଏକ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଯାଜପୁର ଯାଇ ଅଧିକା ତଦନ୍ତ କରିବ । ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହେଲେ ତାଙ୍କୁ ପଚରାଉଚରା କରାଯିବ । କାହିଁକି ହତ୍ୟା କଲେ ଓ…

ପ୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ : ପରିବାର ଲୋକଙ୍କ…

କନକ ବ୍ୟୁରୋ : ପ୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର ଲୋକ । କାହିଁକି ଜଗନ୍ନାଥ ତାଙ୍କୁ ମାରିଲା, ଅଭିଯୁକ୍ତଙ୍କ ସହ ମୃତ ପ୍ରିୟଙ୍କାଙ୍କର କି ପ୍ରକାର ସଂପର୍କ ଥିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହାରି ଭିତରେ ମୃତ ମହିଳାଙ୍କ ପରିବାର ଲୋକ…