Daily Archives

July 1, 2021

ଡାକ୍ତର ଦିବସରେ ସାରା ଦେଶର ଡାକ୍ତରଙ୍କୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଡାକ୍ତର ଭଗବାନଙ୍କ ଦ୍ୱିତୀୟ ଅବତାର…

କନକ ବ୍ୟୁରୋ : ଜାତୀୟ ଡାକ୍ତର ଦିବସ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଡାକ୍ତରଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି କି କରୋନା କାଳରେ ଡାକ୍ତରମାନେ ଯେଭଳି ଭାବେ ସେବା କରିଛନ୍ତି ସେଥିପାଇଁ ଦେଶର ୧୩୦ କୋଟି ଲୋକଙ୍କ ତରଫରୁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ ଓ କନ୍ଧମାଳ ଆଦି ରହିଛି । ଉକ୍ତ ଜିଲ୍ଲାକୁ ପାଣିପାଗ…

ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ପ୍ରାୟ ୧୦ ଲକ୍ଷ ଟିକା ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ଆହୁରି ୧୦ ଲକ୍ଷ ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିପାରେ ୮ ଲକ୍ଷ କୋଭିସିଲ୍ଡ ଟିକା ବୋଲି ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଟିକା ନଥିବାରୁ…

ବଳଦ ସ୍ଥାନରେ ମଣିଷ କାନ୍ଧରେ ପଡ଼ିଲା ଜୁଆଳି । ବଳଦ ନାହିଁ କି ଟ୍ରକ୍ଟରରେ ହଳ କରିବାକୁ ପାଖରେ ନାହିଁ ପଇସା । କାନ୍ଧରେ…

କନକ ବ୍ୟୁରୋ: ବଳଦ ସ୍ଥାନରେ ମଣିଷ କାନ୍ଧରେ ପଡ଼ିଲା ଜୁଆଳି । ପାଖରେ ବଳଦ ନାହିଁ କି ଟ୍ରାକ୍ଟରରେ ହଳ କରିବାକୁ ପାଖରେ ଅର୍ଥ ନାହିଁ । ଯାହା ପାଇଁ ବାଧ୍ୟ ହୋଇ ବଳଦ ଜାଗାରେ ମଣିଷ ଟାଣୁଛନ୍ତି ଲଙ୍ଗଳ । ଏପରି ଅଭାବନୀୟ ଦୃଶ୍ୟ ଆସିଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ ସୀତାପୁର ଗାଁରୁ । କାନ୍ଧରେ…

ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଜାଣନ୍ତୁ କେମିତି…

କନକ ବ୍ୟୁରୋ : ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଦିନକୁ ଦିନ ଗ୍ୟାସ…

ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଲ, ଯାତ୍ରାକୁ କାହିଁକି ନୁହେଁ ? ସରକାରଙ୍କୁ ପ୍ରଶ୍ନ ପଚାରିଲେ ଯାତ୍ରା କଳାକାର

କନକ ବ୍ୟୁରୋ : ଜୁଲାଇ ଗାଇଡଲାଇନରେ ସରକାର କରୋନା କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କାଟାଗୋରୀ- ଏ ରେ ୨୦ଟି ଓ କାଟାଗୋରୀ- ବି ରେ ୧୦ଟି ଜିଲ୍ଲାକୁ ରଖି ସେହି ଅନୁଯାୟୀ ଅନଲକ କରାଯାଇଛି । ତେବେ ଦୁଇଟିଯାକ କାଟାଗୋରୀରେ ଫିଲ୍ମ ସୁଟିଂକୁ ଅନୁମତି…