Daily Archives

June 25, 2021

ଦେବଗଡ ଜିଲ୍ଲାରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ । ଆକ୍ରାନ୍ତଙ୍କ ଟ୍ରାଭେଲ ହଷ୍ଟ୍ରି ଉପରେ ଚାଲିଛି ଅନୁଧ୍ୟାନ ।

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲା ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ଆକ୍ରାନ୍ତ ଜଣକ ହେଉଛନ୍ତି ଦେବଗଡ ଜିଲ୍ଲାର । ଏଯାଏଁ ରାଜ୍ୟରେ ଗୋଟିଏ ହିଁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ଟ୍ରାଭେଲ ହଷ୍ଟ୍ରି ଉପରେ ଏବେ ଅନୁଧ୍ୟାନ ଚାଲିଛି । ଦେଶରେ ଡେଲ୍ଟା…

ଓଡିଶାରେ ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଗଲା ସୂଚନା ।

କନକ ବ୍ୟୁରୋ: ବଡ ଖବର । ରାଜ୍ୟରେ ପସିଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡିଶାରେ ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଗଲା ସୂଚନା । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଟି…

ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ଦେଇ ପାରିବେ ପରୀକ୍ଷା । ଏନେଇ ଜୁଲାଇ ୫ରୁ ହେବ ଫର୍ମ ପୂରଣ

କନକ ବ୍ୟୁରୋ: ଆଜି ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । କଟକ ବୋର୍ଡ ଅଫିସରୁ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ସମୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କେହି ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ଆଉ ଥରେ ମାଟ୍ରିକ ପରୀକ୍ଷା…

ଆମେରିକୀୟ ନିୟମର ଦ୍ୱାହି ଦେଇ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ବନ୍ଦ ରଖିଲା ଟ୍ୱିଟର ।

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଏଥର ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି । ଏଥର ୯୭.୮୯ ପ୍ରତିଶତ ପିଲା ପାସ…

ଦିଲ୍ଲୀ ଅକ୍ସିଜେନ ଯୋଗାଣ ମାମଲା : ବିଜେପିର ଅଭିଯୋଗକୁ ଖଣ୍ଡନ କଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ । କହିଲେ ଦେଖାଅ…

କନକ ବ୍ୟୁରୋ : ଦିଲ୍ଲୀରେ ଅକ୍ସିଜେନ ଯୋଗାଣ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଅକ୍ସିଜେନ ମ୍ୟାନେଜମେଣ୍ଟ କମିଟି ଏକ ରିପୋର୍ଟ ଦେଇଛି । ଏହି ରିପୋର୍ଟକୁ ଆଧାର କରି ବିଜେପି କହିଛି କି ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲା । ହେଲେ ବିଜେପିର ଏଭଳି…