Daily Archives

June 12, 2021

ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ ।

କନକ ବ୍ୟୁରୋ: ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ । କାରଣଡୋମିନିକା ହାଇକୋର୍ଟ ତାକୁ ଜମାନତ ଦେବାକୁ ମନା କରିଦେଇଛନ୍ତି । ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ପଳାତକ ତଥା ହୀରା…

କଂଗ୍ରେସ  ନେତା  ଦିଗବିଜୟ  ସିଂହଙ୍କ ମନ୍ତବ୍ୟକୁ ନେଇ ବିବାଦ । କହିଲେ କ୍ଷମତାକୁ ଆସିଲେ ୩୭୦ ଧାରା ନେଇ ପୁନଃବିଚାର…

କନକ ବ୍ୟୁରୋ: ବରିଷ୍ଠ  କଂଗ୍ରେସ  ନେତା  ତଥା  ମଧ୍ୟପ୍ରଦେଶର  ପୂର୍ବତନ  ମୁଖ୍ୟମନ୍ତ୍ରୀ  ଦିଗବିଜୟ  ସିଂହଙ୍କୁ  ଏକ  ବୟାନକୁ ନେଇ  ଆରମ୍ଭ  ହୋଇ  ଯାଇଛି  ବଡ  ବିବାଦ  ।  କ୍ଲବ୍  ହାଉସ  ଚ୍ୟାଟ୍ରେ  ଜଣେ  ପାକିସ୍ତାନୀ  ସାମ୍ବାଦିକଙ୍କୁ  ଦିଗବିଜୟ  ସିଂହ  କହିଛନ୍ତି  ଯେ,  ଯଦି …

ବନ୍ଦ କୋଠରୀରେ ଅଧିକ ସଂକ୍ରାମକ ଡେଲଟା ଭାରିଏଂଟ । ପବ୍ଲିକ ହେଲଥ୍, ଇଂଲଣ୍ଡ ସଂସ୍ଥାର ଗବେଷଣାରୁ ତଥ୍ୟ । ଗୋଟିଏ…

କନକ ବ୍ୟୁରୋ: ଭାରତରେ ଦ୍ୱିତୀୟ ଲହରରେ ଅଧିକ ସଂକ୍ରମଣ ପଛରେ ଡେଲଟା ଭାରିଏଂଟ ଥିବା କଥା କୁହାଯାଉଥିବା ବେଳେ ଏହାକୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବ୍ରିଟେନର ପବ୍ଲିକ ହେଲଥ୍, ଇଂଲଣ୍ଡ ନାମକ ସଂସ୍ଥାର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବି ୱାନ ସିକ୍ସ ୱାନ ସେଭେନ ଟୁ ବା…

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ପୁଲିଜର ପୁରସ୍କାର । ଚୀନ୍ ବନ୍ଦୀ କେନ୍ଦ୍ର ଗୁଡ଼ିକରେ…

କନକ ବ୍ୟୁରୋ: ଭାରତୀୟ  ବଂଶୋଦ୍ଭବ  ସାମ୍ବାଦିକା ମେଘା  ରାଜଗୋପାଲନଙ୍କୁ ମିଳିଛି ସମ୍ମାନଜନକ ପୁଲିଜର୍  ପୁରସ୍କାର  । ଅନୁସନ୍ଧାନ  ମୂଳକ  ସାମ୍ବାଦିକତା  କରି  ମେଘା  ଏହି  ସମ୍ମାନ  ପାଇଛନ୍ତି  ।   ଚୀନ  ସରକାର  ହଜାର  ହଜାର  ମୁସଲମାନଙ୍କୁ  ନଜରବନ୍ଦୀ  କରି  ରଖିବା  ଉପରେ …

ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ । ବାଦୁଡ଼ି ଦେହରେ ୨୪ଟି ପ୍ରକାର ନୂଆ ଭୂତାଣୁ ଚିହ୍ନଟ, ଏଥିରୁ ୪ଟି କରୋନା…

କନକ ବ୍ୟୁରୋ: ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ବାଦୁଡ଼ି ଦେହରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇଥିବା ଆମେରିକାର ବିଭିନ୍ନ ଗଣମାଧ୍ରମରେ ପ୍ରକାଶ ପାଇଛି । ସେଲ ନାମ ଏକ ଜର୍ଣ୍ଣାଲରେ ଏନେଇ ଏକ ତଥ୍ୟ ପ୍ରକାଶ ପାଇଛି । ଜଣେ ସାନଡଙ୍ଗ ବିଶ୍ୱବିଦ୍ୟାଳୟର…

ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନରେ ୫ କୋଟି ଟଙ୍କା ହେରଫେର । ଆକାଉଂଟ ହ୍ୟାକ୍ କରି ଇ-ଚେକ୍, ନକଲି ସିଲ୍ ଜରିଆରେ ବେଆଇନ…

କନକ ବ୍ୟୁରୋ: ଯେଉଁଠି ଆକାଉଂଟାଂଟ ଥିଲେ, ଯେଉଁ ବ୍ୟାଙ୍କ ଅକାଉଂଟର ହିସାବ କିତାବ ରଖୁଥିଲେ, ସେହି ଆକାଉଂଟରୁ ଗାଏବ କରିଦେଲେ ୫ କୋଟିରୁ ଅଧିକ ଟଙ୍କା । ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ରେ ଏଭରି ବିପୁଳ ପରିମାଣର ଟଙ୍କା ହେରପେର ହୋଇଥିବା ଅଭିଯୋଗ ହୋଇଛି । ମାମଲାର ତଦନ୍ତ କରି ସୋନପୁର…