Daily Archives

June 11, 2021

ଦେଶରେ କମୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୯୧,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୩ ହଜାରରୁ ଅଧିକ ଜୀବନ…

କନକ ବ୍ୟୁରୋ : ଦେଶରେ ବଦଳୁଛି କରୋନା ଗ୍ରାଫ । ଧିରେ ଧିରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ମୃତ୍ୟୁ ସଂଖ୍ୟାରେ ଉଥାନ-ପତନ ଲାଗି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୯୧ହଜାର ୨୬୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା କିନ୍ତୁ ୩ହଜାର ଉପରେ ରହିଛି । ଦେଶରେ…

ଜୋର ଧରିଲା ରାସନ ରାଜନୀତି । ଦୁଆର ମୁହଁରେ ରାସନ ପହଂଚାଇବା ନେଇ ବିଜେପି ଆପ୍ ମୁହାଁମୁହିଁ । ସିସୋଦିଆ କହିଲେ ରାଜ୍ୟ…

କନକ ବ୍ୟୁରୋ : ଜୋର ଧରୁଛି ରାସନ ରାଜନୀତି । ଯାହକୁ ନେଇ ଏବେ ପରସ୍ପରକୁ ଆରୋପ-ଦୋଷାରୋପ କରୁଛନ୍ତି ଦିଲ୍ଲୀ ଓ କେନ୍ଦ୍ର ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘରେ ଘରେ ରାସନ ଯୋଜନା ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ବିଜେପି ଓ ଆମ୍ ଆଦମୀ ପାର୍ଟି ଭିତରେ ତୁତୁ ମେମେ ।…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ । ୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଯୋଗୀ ଆଦିତ୍ୟନାଥ,…

କନକ ବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ପ୍ରାୟ ଦେଢ ଘଂଟା ଧରି ରହିଥିଲା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା । ଆଦିତ୍ୟନାଥ ଗୁରୁବାର ଶାହାଙ୍କୁ ମଧ୍ୟ ଭେଟିଥିଲେ । ଶୁକ୍ରବାର…

କେନ୍ଦ୍ର ସରକାର କରିପାରନ୍ତି ମନ୍ତ୍ରୀ ମଣ୍ଡଳ ବିସ୍ତାର । ଜେ.ପି ନଡ୍ଡା,ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ…

କନକ ବ୍ୟୁରୋ : କେନ୍ଦ୍ର ସରକାର କ୍ୟାବିନେଟ୍ କରିବାର ବିସ୍ତାର ସେତେବେଳେ ସୃଷ୍ଟି ହୋଇଛି ଯେତେବେଳେ ବିଗତ ୪୮ ଘଂଟା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ଓ ପ୍ରଧାନମନ୍ତ୍ରୀ ଦୁଇ ଦୁଇଥର ଭେଟ ହୋଇ ସାରିଲେଣି । ଏପଟେ ଗୃହମନ୍ତ୍ରୀ ଅମିତ୍ ଶାହା ୟୁପିରେ କିଛି ଆଞ୍ଚଳିକ ଦଳର…

କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇବାକୁ ଚାଲିଛି କି ଉଦ୍ୟମ ? ଖବର ପ୍ରସାରଣ ପରେ ସତ ଫାଙ୍କିବାକୁ ପ୍ରୟାସ କରୁଛି କି ଜିଲ୍ଲା…

କନକ ବ୍ୟୁରୋ : କୋଭିଡ୍ ମୃତ୍ୟୁକୁ ନେଇ କିଏ ଲୁଚାଉଛି ସତ । ନୟାଗଡରୁ ଆସିଥିବା ତଥ୍ୟକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ କଥା କୁହାଯିବାରୁ ଏଭଳି ସନ୍ଦେହ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି ଅଡିଟ୍ ବାହାନାରେ ସତ ଲୁଚାଇବାକୁ ଉଦ୍ୟମ କରୁଛି କି ନୟାଗଡ ଜିଲ୍ଲା ପ୍ରଶାସନ ।…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା । ଓଡିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ…

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଓଡିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଏମଏସପିକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ । ଏନେଇ ଜବାବ ରଖିଛି ବିଜେପି…