Daily Archives

June 4, 2021

ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ ।

କନକ ବ୍ୟୁରୋ : ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ । ଉହାନ ଲ୍ୟାବରେ କାମ କରୁଥିବା ୩ କର୍ମଚାରୀଙ୍କ ମେଡିକାଲ୍ ରିପୋର୍ଟ ମାଗିଲେ ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫସି । ଏଥିସହ ୨୦୧୯ରେ…

ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡି ଘରବାହୁଡିବାକୁ ପୁଣି ମନବଳେଇଲେଣି ଟିଏମସି ଛାଡିଥିବା ନେତା ।

କନକ ବ୍ୟୁରୋ : ସରଗରମ ପଶ୍ଚିମବଙ୍ଗ ରାଜନୀତି । ଯେଉଁ ନେତା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ, ଏବେ ସେମାନେ ପୁଣି ଘର ବାହୁଡ଼ିବାକୁ ଚିନ୍ତା କରୁଥିବା କଥା ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ମେ’ରେ ଫଳାଫଳ ଆସିବା ପର…

ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା ।

କନକ ବ୍ୟୁରୋ : ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା । ଟିକା ଅଭାବ ଭାରତରେ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଟିକା ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହାସହ ବିଦେଶରୁ ଟିକା ଆମଦାନୀ ନେଇ ମଧ୍ୟ ଚେଷ୍ଟା କରାଯାଉଛି । ଏପରି…

ଝାରସୁଗୁଡ଼ାରୁ ଆସିଲା ତାଲାବନ୍ଦ ସମୟର କରୁଣ ଚିତ୍ର । ତରଭୁଜ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ବୃଦ୍ଧ ଫଳ…

କନକ ବ୍ୟୁରୋ: କରୋନା କାଳରେ ଜଣଙ୍କ ରୋଜଗାର ବନ୍ଦ ହୋଇଗଲେ କେତେ ସମସ୍ୟା ହୋଇଥାଏ, ତାହା ମାସିକ ନିର୍ଦ୍ଧାରିତ ରୋଜଗାର କରୁଥିବା ଲୋକ ହୁଏତ ବୁଝି ପାରିବେ ନାହିଁ । ଏପରି ସମୟରେ ଝାରସୁଗୁଡାରୁ ଆସିଛି ଏପରି ଖବର, ଯାହା ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଛି । ବଜାର ଉପରେ ତରଭୁଜ…

ଜୀବନ ସହ ସଂଘର୍ଷ କରୁଛନ୍ତି ୨୪ ବର୍ଷୀୟ ଅମ୍ରିତ । ଚିକିତ୍ସା ପାଇଁ ବଢ଼ିଆସିଲା ସହାୟତାର ହାତ । ଅନଲାଇନରେ କ୍ରାଉଡ୍…

କନକ ବ୍ୟୁରୋ: ପରିସ୍ଥିତି ଯେତେ ଜଟିଳ ଥାଉ ନା କାହିଁକି, ଧୈର୍ଯ୍ୟର ସହ ମୁକାବିଲା କଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବପର ହୋଇଯାଏ । ଆଉ ଏହା ଦେଖିବାକୁ ମିଳିଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାରେ । ଭୁବନେଶ୍ୱର ଏମ୍ସରେ ଅମ୍ରିତଙ୍କ ସ୍ୱାସ୍ଥ୍ୟ ବିଗିଡିବା ଓ ଏୟାର ଆମ୍ବୁଲାନ୍ସରେ…

୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟରେ ଦ୍ୱିତୀୟ ଡ଼ୋଜ୍ ଟିକା ସଙ୍କଟ । ଅଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି…

କନକ ବ୍ୟୁରୋ: ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଦ୍ୱିତୀୟ ଡ଼ୋଜ୍ ଟିକାକରଣ ପାଇଁ ଟିକାର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଥିବା ଟିକାକୁ ଯୁବବର୍ଗଙ୍କୁ ଦେବା ପାଇଁ ଓଡ଼ିଶା କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ କୌଣସି ଉତ୍ତର ଆସିନାହିଁ । ଆଉ ଏଭଳି…