Daily Archives

June 2, 2021

ଟିକାକରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଲେ ଚୁପ ବସିବ ନାହିଁ…

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ଟୀକା ପାଇଁ ବ୍ୟୟବରାଦ ହୋଇଥିବା ୩୫ ହଜାର କୋଟିକୁ କିଭଳି ବ୍ୟବହାର କରାଯାଇଛି? ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟୀକା ଦେବାକୁ କାହିଁକି ଏହି ଅର୍ଥକୁ ଖର୍ଚ୍ଚ କରାଯିବ ନାହିଁ? କିଛି ଏଭଳି ଢଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।…

ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା…

କନକ ବ୍ୟୁରୋ: ବିଦେଶୀ ଟିକା ଫାଇଜର ଓ ମଡର୍ଣ୍ଣା ଭାରତ ଆସିବା ରାସ୍ତା ସଫା ହେଲା । ଦେଶରେ ଦ୍ରୁତ ଟିକାକରଣ ପାଇଁ ଫାଇଜର ଓ ମଡର୍ଣ୍ଣା ଟିକା ପାଇଁ କୋହଳ ନୀତି ଆପଣେଇଛନ୍ତି କେନ୍ଦ୍ର ସରକାର । ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଲେ କଂପାନୀ କୌଣସି ଜରିମାନା ଦେବ ନାହିଁ । ସେହିପରି…

ଆସାମ କୋଭିଡ ହସ୍ପିଟାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମାଡ ମାରିଲେ ଉତ୍ୟକ୍ତ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କଲେ ମୃତକଙ୍କ ସଂପର୍କୀୟ । ଡାକ୍ତକଙ୍କୁ ଘେରିଯାଇ ଉତ୍ୟକ୍ତ ସଂପର୍କୀୟ ଥାଳିରେ, ବାଡିରେ ମାଡ ମାରିବା ସହ ଗୋଇଠା ଚାପୁଡା ବର୍ଷା କରିଥିଲେ । ଆସାମ ହୋଜାଇ ଜିଲ୍ଲା ଉଦାଲିର କୋଭିଡ କେୟାର ସେଂଟର ଏହି ବର୍ବର…

ଡୋମିନିକାରୁ ପଳାତକ ମେହୁଲ ଚୌକସିକୁ ଆଣିବାକୁ ଉଦ୍ୟମ କରିବ ଭାରତ । କୋର୍ଟରେ ଦିଆଯିବ ଭାରତୀୟ ନାଗରିକର ପ୍ରମାଣ, ଠକେଇର…

କନକ ବ୍ୟୁରୋ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏପି ସିଙ୍କ କହିବା ଅନୁସାରେ ପଳାତକ ମେହୁଲ ଚୌକସିଙ୍କୁ ଭାରତ ଫେରାଇ ଆଣିବାରେ ଅସୁବିଧା ନାହିଁ । ଆଂଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ମେହୁଲକୁ ତୁରନ୍ତ ଭାରତକୁ ପ୍ରତ୍ୟର୍ପଣ ପାଇଁ ବୟାନ ଦେଇ ସାରିଛନ୍ତି । ହେଲେ ଡୋମିନିକା କୋର୍ଟଙ୍କ…

ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଦେଶରେ ସର୍ବାଧିକ ଧନଜୀବନ ହାନି କରିଛି । ଲୋକେ ରୋଜଗାର ହରାଉଥିବା ନେଇ ସାଂଘାତିକ ସତ ସାମ୍ନାକୁ ଆଣିଛି ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟ । ଗତ ମେ ମାସରେ ସର୍ବାଧିକ ଜୀବନ ସହ ଜୀବିକା ମଧ୍ୟ ଛଡାଇ ନେଇଛି ମହାମାରୀ ଭୁତାଣୁ…

ଚାକିରି ନେଇଗଲା କରୋନା । ମେ’ ମାସରେ ଚାକିରି ହରାଇଛନ୍ତି ୧ କୋଟି ୫୩ ଲକ୍ଷ ଲୋକ । 

କନକ ବ୍ୟୁରୋ: ଭୁବନେଶ୍ୱରରର ଧୀରେନ୍ଦ୍ର ମିଶ୍ର । ୫ ପ୍ରାଣୀ କୁଟୁମ୍ବର ଜଣେ ମାତ୍ର ରୋଜଗାରିଆ ସଦସ୍ୟ । ଧୀରେନ୍ଦ୍ର ଏବେ ବେକାର । କରୋନା ମାଡ଼ରେ ଚାକିରି ଚାଲିଯାଇଛି । ପ୍ରଥମ ଲହର କରୋନାରେ ଅଧା ଧରମା କଟୁଥିଲା, ଏବେ ଚାକିରି ଚାଲି ଯାଇଛି । ଏଭଳି ସ୍ଥିତିରେ ଭଗବାନଙ୍କ କୃପାକୁ ଚାହିଁ…