Daily Archives

June 3, 2021

ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ଚିନ୍ତା ବଢାଉଥିବା ବେଳେ, ଟୀକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହାରି ଭିତରେ ଅଧିକ ଚିନ୍ତା ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ଟୀକାକରଣ…

କରୋନରେ ଏୟାର ଇଣ୍ଡିଆର ୫ ବରିଷ୍ଠ ପାଇଲଟଙ୍କ ମୃତ୍ୟୁ । ଭ୍ୟାକ୍ସିନ୍ ଅଭିଯାନ ଉପରେ ପଡିପାରେ ପ୍ରଭାବ !

କନକ ବ୍ୟୁରୋ : ଦେଶର ବିଭିନ୍ନ ପ୍ରାନ୍ତରକୁ ଦୈନିକ ଦିନ ରାତି ପରିଶ୍ରମ କରି ଉଡାଜାହଜରେ ଭ୍ୟାକ୍ସିନ୍ ଯୋଗାଉଥିବା ଏୟାର ଇଣ୍ଡିଆର ବିରିଷ୍ଠ ପାଇଲଟଙ୍କ ମଧ୍ୟରୁ ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେମାନଙ୍କର ମୃତ୍ୟୁ ଅନ୍ୟମାନଙ୍କ ପାଇଁ ନହେଲେ ବି ଟିକାକରଣ ଅଭିଯାନ ଉପରେ ପଡିବ…

ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଟେକିନେଲେ ଦୁର୍ବୁତ୍ତ ।

କନକ ବ୍ୟୁରୋ : ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକକୁ ଅପହରଣ କରି ନେଇଛନ୍ତି କିଛି ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି ଡେଲଟା ଛକ ନିକଟରେ । ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୫ଟା. ୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା…

ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ । ମିଳୁନି କାମ, ଭୋକ ଉପାସରେ କଟୁଛି ଦିନ ।

କନକ ବ୍ୟୁରୋ : ଜୟପୁର ବ୍ଲକ ପାମ୍ପୁଣୀର ୨୧ବର୍ଷର କାହ୍ନୁ ପ୍ରଧାନଙ୍କ କାନ୍ଧ ଉପରେ ପଡ଼ିଛି ୫ଜଣିଆ ପରିବାରର ବୋଝ। ଯେଉଁ ସମୟରେ ଖେଳକୁଦ, କଲେଜ ଯାଇ ପାଠ ପଢ଼ି ନିଜର ସ୍ବପ୍ନ ଓ ଲକ୍ଷ୍ୟ ହାସଲ କରିବା କଥାସେ ସମୟରେ ଚିତ୍ରକର ଆଙ୍କି ପରିବାର ଚଳାଉଛନ୍ତି କାହ୍ନୁ । ତେବେ କରୋନାର ଦ୍ବିତୀୟ…

କୋଭିଡ୍ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା । ରାସ୍ତା ଅବରୋଧ କଲେ ଲୋକେ ।

କନକ ବ୍ୟୁରୋ : କବରଖାନାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା ଓ ରାସ୍ତାରୋକ । ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୪ରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଶବ ସଂସ୍କାର ପାଇଁ ରହିଛି କବରଖାନା । କିନ୍ତୁ ଗତ କିଛି ମାସ ଧରି ଏହି କବରଖାନାରେ କରୋନାରେ…

ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା…

କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ନିରାଡମ୍ୱର ଭାବରେ ଶ୍ରୀକ୍ଷେତ୍ରରେ ସରିଲା ଭଉଁରୀ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ୨୧ ଦିନର ଚନ୍ଦନଯାତ୍ରାର ଶେଷ ଦିନରେ ୨୧ ଥର ଚାପ ଖେଳିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ରାମକୃଷ୍ଣ,…