Daily Archives

June 8, 2021

‌କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି

କନକ ବ୍ୟୁରୋ: ଦିନକୁ ଦୁଇଥର ମାଗଣାରେ ୩୦୦ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରୁଥିବା ୫୬ ବର୍ଷର ଏନ କଲ୍ୟାଣସୁନ୍ଦରମ୍ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମାଗଣାରେ ଖାଦ୍ୟ ବାଣ୍ଟୁଥିବା ଷ୍ଟଲକୁ ଦମ୍ପତ୍ତି ଶ୍ରୀ ସାବରୀ ବାଜୀ ଷ୍ଟଲ୍ ଏବଂ…

ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର…

କନକ ବ୍ୟୁରୋ: ଧାର୍ଯ୍ୟ ହେଲା ଟୀକା ଦର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକା ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର । କୋଭାକ୍ସିନ ଟୀକା ଦର ୧୪୧୦ ଟଙ୍କା ଧାର୍ଯ୍ୟ । କୋଭିସିଲ୍ଡ ଟୀକା ଦର ୭୮୦ ଟଙ୍କା ଧାର୍ଯ୍ୟ । ସ୍ପୁଟନିକ ଟୀକା ଦର ୧୧୪୫…

ଟିକାକରଣକୁ ନେଇ ଆକ୍ସନମୋଡରେ କେନ୍ଦ୍ର ସରକାର । ୩ ଦିନରେ ୩ ନିଷ୍ପତ୍ତି । ଆଜି ୭୪ କୋଟି ଖୋରାକ ଟିକା ପାଇଁ କେନ୍ଦ୍ର…

କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣର ଲହର , ଭୂତାଣୁର ଲକ୍ଷଣ ପରିବର୍ତ୍ତନ କୁ ନଜର କଲେ ଆମେ ଅନୁମାନ କରିପାରିବା ଯେ କରୋନାର ତୃତୀୟ ସଂକ୍ରମଣ ବି ଆସିପାରେ । ଏଥିରୁ ଦେସବାସୀଙ୍କୁ କେବଳ ଟିକାକରଣରୁ ରକ୍ଷା କରିହେବ. ଯାହାକି ବୈଜ୍ଞାନିକଙ୍କ ମତ । ଟିକାକରଣ ଜରୁରୀ ଏକଥା ବିରୋଧି ଓ…

ଟଙ୍କା ନଥିଲେ ସାଧାରଣ ପରିବାର ସହ କଣ ଘଟେ, ସାମ୍ନାକୁ ଆସିଲା ଚିତ୍ର । ଡାକ୍ତର କହୁଛନ୍ତି- ଶୀଘ୍ର ନେଇଯାଅ, ହେଲେ…

କନକ ବ୍ୟୁରୋ : ଏକ ସାଧାରଣ ପରିବାର ନିଜ ପୁଅର  ଚିକିତ୍ସା ପାଇଁ ଯେତେବେଳେ ଅସମର୍ଥ ହୋଇପଡେ ସେତେବେଳେ ପରିସ୍ଥିତି କଣ ହୁଏ, ସେମିତି ଏକ ପରିସ୍ଥିତି ଆଜି ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାର ଜଣେ ୨୮ ବର୍ଷିୟ ଯୁବକ ଅଭିଷେକ ମହାପାତ୍ରଙ୍କୁ ତୁରନ୍ତ ଇସିଏମଓ ଚିକିତ୍ସା ଦରକାର । ଏଥିପାଇଁ…

କରୋନାକୁ ନେଇ ଆସୁଛି ଭଲ ଖବର । ୮.୫ ପ୍ରତିଶତକୁ ଖସିଲା ଓଡ଼ିଶାର ସଂକ୍ରମଣ ହାର, ହେଲେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୪୫ ।

କନକ ବ୍ୟୁରୋ : ଆଜି ପୁଣି ଓଡିଶାର ସଂକ୍ରମଣ ହାର ଖସିଛି । ୮ ଦଶମିକ ୫ରେ ପହଂଚିଛି ସଂକ୍ରମଣହାର । ଏହି ତଥ୍ୟ ଦର୍ଶାଉଛି, ସଂକ୍ରମଣ ଲଗାତାର ଭାବେ କମି ଚାଲିଛି । ଗତ ୨୪ ଘଂଟାରେ ୫ ହଜାର ୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ୬୩ ଦିନ ପରେ ଲକ୍ଷେ ତଳେ ରହିଛି ଦୈନିକ…

ଅଟୋ ଚାଳକଙ୍କୁ ସଲାମ । ୭ ଲକ୍ଷ ଟଙ୍କା ପାଇଥିଲେ, ଖୋଜି ଖୋଜି ମହିଳାଙ୍କୁ ପର୍ସ ଫେରାଇଲେ । ସୁନ୍ଦରଗଡର ଅଟୋ ଚାଳକଙ୍କୁ…

କନକ ବ୍ୟୁରୋ : ଏବେ ବି ସମାଜରେ ଅଛନ୍ତି ଏମିତି ଲୋକ । ଯିଏ ୭ ଲକ୍ଷ ଟଙ୍କାର ସୁନା ଗହଣା ପାଇବା ପରେ ବି ଖୋଜି ଖୋଜି ଫେରାଇ ଦିଅନ୍ତି । ଚର୍ଚ୍ଚାରେ ସମ୍ବଲପୁରରର ଏମିତି ଜଣେ ଅଟୋ ଚାଳକ । ଲକ୍ଷ ଲକ୍ଷ ଟଙ୍କା ଗହଣା ଥିବା ଜଣେ ମହିଳାଙ୍କ ପର୍ସ ଫେରାଇ ଦେଇଛନ୍ତି ସମ୍ବଲପୁର କ୍ଷେତରାଜପୁୁରରେ…