Daily Archives

June 20, 2021

କରୋନାର ପ୍ରଭାବରେ ଗଲାଣି ରୋଜଗାର । କେନ୍ଦୁଝରର ଟେରାକୋଟା ଶିଳ୍ପ ଗଭୀର ପ୍ରଭାବିତ । ସାମଗ୍ରୀ ବିକ୍ରିି ନାହିଁ,…

କନକ ବ୍ୟୁରୋ: କରୋନାର ପ୍ରଭାବ ରେ ସାରା ବିଶ୍ୱର ଅର୍ଥନିତୀକୁ ଦୋହଳାଇ ଦେଇଛି । କୋଟି କୋଟି ଯୁବକ ରୋଜଗାର ହରାଇ ଜୀବନ ଜୀବିକା ସହ ସଂର୍ଘଷ କରିଚାଲିଛନ୍ତି । ବିଶେଷ କରି ଘରୋଇ କମ୍ପାନୀ ରେ ଛୋଟ ଛୋଟ ଚାକିରୀ କରିଥିବା ବ୍ୟକ୍ତି ଏବଂ କ୍ଷୁଦ୍ର ଶିଳ୍ପ ବ୍ୟବଦାୟୀ ବହୁ ପରିମାଣରେ ପ୍ରଭାବିତ…

ରାଜ୍ୟ ବାହାରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ । ଜିଲ୍ଲା ପ୍ରଶାସନ ଓ ଓରମାସ୍ ସହଯୋଗରେ କର୍ଣ୍ଣାଟକରେ ବିକ୍ରି ହେଉଛି…

କନକ ବ୍ୟୁରୋ: ଜୀବନ ପରେ ଏବେ ଜୀବିକା କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପାହାଡ଼ି ମଣିଷର ଜୀବିକାର ଉନ୍ନତି ପାଇଁ ବାହାରି ରାଜ୍ୟରେ ଖୋଲିଲା ବେପାର । ଅଦା , ତେନ୍ତୁଳି ଓ ଫୁଲ ଝାଡ଼ୁ ପରେ ଏବେ କୋରାପୁଟର ହଳଦୀ କୁ ମିଳିଛି ଆଉ ଏକ ପରିଚୟ । ବେଙ୍ଗାଲୋର ରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ…

କୋଭିଡ ସ୍ଥିତି ଛଡ଼ାଇ ନେଇଛି ବାଉଁଶ କାରିଗରଙ୍କ ରୋଜଗାର । ବାଉଁଶ ସମାଗ୍ରୀର ବିକ୍ରିବଟା ନାହିଁ । କେମିତି ଚଳାଇବେ…

କନକ ବ୍ୟୁରୋ: ଲକଡାଉନ ସମୟରେ ଚିନ୍ତାରେ ୪୦ ବାଉଁସ କାରିଗର ପରିବାର । ବେପାର ହେଉନି । କିଣି ପାରୁନାହାଁନ୍ତି କଂଚାମାଲ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା କଥା କହିଛନ୍ତି ପରିବାର ସଦସ୍ୟ । ସରକାରି ସହାୟତାକୁ ଅପେକ୍ଷା । ନହେଲେ ବୁଡିବ ବେଉସା । ଘରର କାମଧନ୍ଦା ସାରି ବଳକା ସମୟରେ ବାଉଁଶ…

ଚିନ୍ତାରେ ମାଲକାନଗିରି ଜିଲ୍ଲାର ଚିନାବାଦାମ ଚାଷୀ । ବିକ୍ରି ହୋଇପାରୁନି ଫସଲ, ମୁଣ୍ଡରେ ହାତ ଦେଉଛି ଚାଷୀ ।

କନକ ବ୍ୟୁରୋ: କଥା ରେ ଅଛି ଚାଷ କାମ ଜାହାର, କେଡେ ସୁଖ ତାହାର । ତେବେ ଆଜିକା ଦିନରେ ଚାଷୀଙ୍କ କିନ୍ତୁ ଦୁଖର ଅନ୍ତ ନାହିଁ । ସେ ଧାନ ହୋଉ ବା ଚିନା ବାଦାମ । ମଣ୍ଡି ରେ କଷ୍ଟ ଉପାର୍ଜିତ ଫସଲ ନେଇ ହଟହଟା ହବା କିନ୍ତୁ ସୁନିଶ୍ଚିତ । ମାଲକାନଗିରି ଜିଲ୍ଲାରେ ହଜାର ହଜାର ଚାଷୀ, ଚିନା ବାଦାମ…

ଜାପାନୀ ପୋଦିନା ଚାଷ ଯୋଗାଉଛି ରୋଜଗାର । ନବରଙ୍ଗପୁର ଜିଲ୍ଲାରେ ଜାପାନୀ ପୋଦିନା ଚାଷ ପ୍ରତି ବଢ଼ୁଛି ଆଗ୍ରହ । ଏକର ପିଛା…

କନକ ବ୍ୟୁରୋ: କରୋନା ଭଳି ମହାମାରୀ ସମୟ ରେ ଜାପାନୀ ପୂଦୀନା ଦେଉଛି ଚାଷୀ ଙ୍କୁ ରୋଜଗାର । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ଯେ ଅନେକ ଯୁବ ଚାଷୀ ଙ୍କୁ ଆଶା ଦେଖାଏ ତାହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜାପାନୀ ପୂଦିନା ଚାଷ କରି ଯୁବ ଚାଷୀ ଅନେକ ଙ୍କୁ ଦେଖାଉଛନ୍ତି ନୂତନ…

ଓଡିଶା ମୋ ପରିବାର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର 

କନକ ବ୍ୟୁରୋ: ଓଡିଶା ମୋ ପରିବାରର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କ ପତ୍ନୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଥିବାରୁ ଅକ୍ଷୟ କୁମାର ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହାସହ ଏକ କୃତଜ୍ଞତା ପତ୍ର ଲେଖିଥିଲେ ।…