Daily Archives

June 28, 2021

କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ସିରିଜର ଅତ୍ୟାଧୁନିକ ମିଜାଇଲ୍ ଅଗ୍ନି ପ୍ରାଇମର ସଫଳ…

କନକ ବ୍ୟୁରୋ : କ୍ଷେପଣାସ୍ତ୍ର କୌଶଳରେ ଭାରତକୁ ଆଉ ଏକ ସଫଳତା । ନୂଆ ଓ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ କରିଛି ଭାରତ । ଅଗ୍ନି ସିରିଜର ଏହି କ୍ଷେପଣାସ୍ତ୍ରକୁ ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଦିନ ୧୦ଟା ୫୫ରେ ପରୀକ୍ଷଣ କରାଯାଇଛି । କ୍ଷେପଣାସ୍ତ୍ର…

ଉହାନ୍ ଲ୍ୟାବରୁ ବାହାରିଛି କି କରୋନା ଭୂତାଣୁ ? ପ୍ରଥମଥର  ପାଇଁ ସାମ୍ନାକୁ ଆସିଲା ଉହାନରେ କାମ କରୁଥିବା ବିଦେଶୀ…

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଳୟ ସାରା ବିଶ୍ୱକୁ ପ୍ରଭାବିତ କରିଛି  । ଚୀନରେ  ପ୍ରଥମକରି ଦେଖା ଦେଇଥିବା ଏହି ମାରାତ୍ମକ ଭୂତାଣୁ ଉହାନ ଲ୍ୟାବରେ ସୃଷ୍ଟି ହୋଇଥିବା ଆମେରିକା ଅଭିଯୋଗ କରିଆସୁଛି । ଏହାରି ଭିତରେ ଉହାନ ଲାବରେ  କାମ କରୁଥିବା ଜଣେ ବିଦେଶୀ ବୈଜ୍ଞାନିକଙ୍କ ବୟାନ…

ପୁଣି ଆତଙ୍କୀ ଆକ୍ରମଣରେ ଦୋହଲିଲା ପୁଲୱାମା । ଘରେ ପଶି ପୁଲିସ୍ ଅଧିକାରୀଙ୍କ ସମେତ ପତ୍ନୀ ଓ ଝିଅକୁ ବି ମାରିଦେଲେ…

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରେ ପୁଣି ଆତଙ୍କୀ ହମଲା । ଆତଙ୍କୀ ଆକ୍ରମଣରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ହରିପରିଗାମ୍ ଅଂଚଳରେ ଜଣେ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କବାଦୀ ମାନେ ଘଟାଇଛନ୍ତି…

ଓଡ଼ିଶା ଆସିଲା ରୁଷିଆ ଟିକା । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଉଛି ସ୍ପୁଟନିକ୍ ଭି, ୧୧୪୫ ଟଙ୍କାରେ ମିଳିବ…

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇର ସାମିଲ ହେଲା ଆଉ ଏକ ଅସ୍ତ୍ର । ଓଡ଼ିଶାକୁ ଆସିଲା ରୁଷିଆ ଟିକା । ଭୁବନେଶ୍ୱରରେ ସ୍ପୁଟନିକ ଭି ଟିକା ନେଇପାରିବେ । ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି । ୧୧ଶହ ୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ ନେଇପାରିବେ ।…

ମାଟ୍ରିକ ପାସ୍ କରିଛନ୍ତି ରେକର୍ଡ ସଂଖ୍ୟକ ପିଲା, କେଉଁଠି ପଢ଼ିବେ ପ୍ଲସ-୨ ? ମନ୍ତ୍ରୀ କହିଲେ, ଏବେ ଉପଲବ୍ଧ ୬ ଲକ୍ଷ…

କନକ ବ୍ୟୁରୋ : ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିବା ପରେ ଏବେ ଚିନ୍ତା, ଏତେ ପିଲାଙ୍କୁ ଯୁକ୍ତ ୨ରେ ନାମ ଲେଖାଇବାକୁ ସିଟ୍ ମିଳିବ ତ । ଏହି ପ୍ରଶ୍ନର ଉତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ୍…

ରୋଗ କରିଦେଉଛି ସର୍ବସ୍ୱାନ୍ତ । ମେଡିକାଲ ବିଲ୍ ଭରଣା କରି ଗରିବ ହେଉଛନ୍ତି କୋଟି କୋଟି ଭାରତୀୟ, ଆଖି ଭିଜାଇଦେବ ଦୁଇ…

କନକ ବ୍ୟୁରୋ : କୋଟି କୋଟି ଭାରତୀୟଙ୍କୁ ଗରିବୀ ମଧ୍ୟକୁ ଠେଲି ଦେଇଛି ମେଡିକାଲ ଖର୍ଚ୍ଚ । ପରିବାରର କୌଣସି ସଦସ୍ୟଙ୍କ ଦେହ ଖରାପ ହେଲେ, ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ଭାରତୀୟ । ଏଥିପାଇଁ ସେମାନେ ସେମାନଙ୍କର ସମସ୍ତ ପୁଞ୍ଜିକୁ ଲଗାଇ ଦେଇଥାନ୍ତି । ତଥାପି କିଏ ସୁସ୍ଥ ହୋଇ ଘରକୁ…