Daily Archives

June 24, 2021

ଆନ୍ଧ୍ର ବ୍ୟବସାୟୀଙ୍କ ହାତରେ ଓଡିଶା ଖଣି । ମାଲକାନଗିରି ଜିଲ୍ଲାରେ ଠପ ହୋଇଯାଇଛି ଉନ୍ନୟନ କାମ । ଉନ୍ନୟନ କମିଶନରଙ୍କ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ପରେ ଏବେ ଜିଲ୍ଲାରେ ଗୋଡି ପଥରର କୃତ୍ରିମ ଅଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ଉନ୍ନୟନମୂଳକ କାମ ଏକ ପ୍ରକାର ଠପ୍ ହୋଇ ଯାଇ ଥିବା ସହ ଲୋକଙ୍କ ଘର ଦ୍ୱାର ନିର୍ମାଣ କାମ ମଧ୍ୟ ପ୍ରଭାବିତ ହୋଇଛି । ବିଶେଷ…

କୋଲକାତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି । ରାୟ ସଂରକ୍ଷିତ ରଖିଲେ କୋର୍ଟ । ମମତାଙ୍କ ଠାରୁ…

କନକ ବ୍ୟୁରୋ: ନନ୍ଦିଗ୍ରାମ ନିର୍ବାଚନ ମାମଲାରେ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି କୋଲକାତା ହାଇକୋର୍ଟ। ନିର୍ବାଚନରେ ହେରଫେର ଅଭିଯୋଗ ଆଣିଥିବା ମମତାଙ୍କୁ ଜବାବ ମାଗିଛନ୍ତି କୋର୍ଟ। ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନରୁ ମମତା ତାଙ୍କର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବିଜେପିରେ ସାମିଲ…

କାମ କରୁ ନାହିଁ ଚୀନ୍ ଟିକା । ଚୀନ୍ ଟିକା ବ୍ୟବହାର କରୁଥିବା ଦେଶରେ ବଢ଼ୁଛି କରୋନା ସଂକ୍ରମଣ ।

କନକ ବ୍ୟୁରୋ: ଚାଇନା ପ୍ରସ୍ତୁତ କରୋନା ଟିକାକୁ ନେଇ ବଢୁଛି ଦ୍ୱନ୍ଦ । ଟିକା ନେବା ପରେ ବି ବଢି ଚାଲିଛି କରୋନା ସଂକ୍ରମଣ । ଚିନ ଠାରୁ ଟିକା କିଣିଥିବା ଦେଶ ଗୁଡିକରୁ ଏବେ ଏପରି କିଛି ରିପୋର୍ଟ ସାମ୍ନାକୁ ଆସୁଛି । ଚୀନ ଟିକାକୁ ନେଇ ଏବେ ଅନେକ ଦେଶ କିଛି ଏପରି ଦୃôଶ୍ୟ ଦେଖିବାକୁ ମିଳୁଛି ।…

ମାନହାନୀ ମକଦ୍ଦମା କେସରେ କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ । ୨୦୧୯ରେ ଲୋକସଭା ନିର୍ବାଚନ ବେଳେ ଦେଇଥିଲେ ବିବାଦୀୟ…

କନକ ବ୍ୟୁରୋ: ମାନହାନୀ ମକଦ୍ଦମା କେସରେ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୁରଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି ରାହୁଲ । ମୋଦି ସାଙ୍ଗିଆ ଧାରି ବ୍ୟକ୍ତିମାନେ କାହିଁକି ଚୋର ବୋଲି ରାହୁଲ ଦେଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଏହି…

ଦେଶରେ ତୃତୀୟ ଲହରର ଚର୍ଚ୍ଚା ଭିତରେ ଚିନ୍ତା ବଢ଼ାଉଛି ଡେଲଟା ପ୍ଳସ୍ । ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ନୂଆ ଲକ୍ଷଣ, ପେଟ…

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଚର୍ଚ୍ଚା ଭିତରେ ଡେଲଟା ପ୍ଲସ ଭାରିଆଂଟ ଚିନ୍ତା ବଢାଇ ଦେଇଛି । ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରୁ ୪୦ ଜଣ ଡେଲଟା ପ୍ଲସ ଭାରିଆଂଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଡେଲଟା ପ୍ଲସ ଆକ୍ରାନ୍ତଙ୍କ ଠାରେ ନୂଆ ଲକ୍ଷଣ ଦେଖା ଦେଉଛି । ଲଣ୍ଡନ…

ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା । କୃଷ୍ଣ ସାଗରରେ ବ୍ରିଟେନ୍ ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା । ରୁଷ୍ କହିଲା…

କନକ ବ୍ୟୁରୋ: ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ବ୍ରିଟେନର ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା କରାଯାଇଥିବାର ଖବର ପରେ ଏହି ଉତେଜନା ବଢ଼ିଛି । କୃଷ୍ଣ ସାଗରରେ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ରୁଷର କହିବା କଥା କ୍ରିମିଆ ନିକଟରେ ଏହାର ଜଳଭାଗ ମଧ୍ୟକୁ…