Daily Archives

June 26, 2021

ସଂକ୍ରମଣ ରୋକିବ ତ ଟିକା? ଭୂତାଣୁର ନୂଆ ରୂପ ଆସିବା ପରେ ଜୋର ଧରିଲା ଚର୍ଚ୍ଚା ।

କନକ ବ୍ୟୁରୋ: ମହାମାରୀ କରୋନା କବଳରୁ ମାନବ ଜାତିକୁ ବଂଚାଇବା ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଟିକା ବିକଶିତ କରିବାରେ ଲାଗି ପଡିଛନ୍ତି ବିଶ୍ୱର ଏକାଧିକ ରାଷ୍ଟ୍ର । କେତେକ ଟିକା ଆସି ସାରିଛି ଓ ଆଉ କେତେକ ଟିକା ଅପେକ୍ଷାରେ ରହିଛି । କେତେକ ଟିକାକୁ ବ୍ୟବହାର ପାଇଁ ଅନୁମତି…

କାହିଁକି ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟିଲେ ସଞ୍ଜୟ ? ନୂଆ ତାଲିକାରେ ନାହିଁ ଦାସବର୍ମାଙ୍କ ନାଁ… ଦିନେ ପାୱାର…

କନକ ବ୍ୟୁରୋ: ସଂଜୟ ଦାସ ବର୍ମା,... ଏକଦା ବିଜେଡି ପାୱାର କରିଡରରେ ଥିଲେ ଜଣେ ପାୱାରଫୁଲ ନେତା ତଥା ଦଳର କ୍ରାଇସିସ ମ୍ୟାନେଜର । ବିଜେଡି ସଂଗଠନରେ ତାଙ୍କର ଥିବା ପ୍ରଭାବ ଆଉ ପତିଆରା । ନିର୍ବାଚନ ମୈଦାନରେ ବିରୋଧୀଙ୍କୁ ମାତ ଦେବାଠାରୁ ଆରମ୍ଭ କରି ବିଜେଡି ସଂଗଠନକୁ ତୃଣମୂଳସ୍ତରରେ ମଜବୁତ…

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ। ଭୁବନେଶ୍ୱର ୪ ନମ୍ବର ମାଛ ବଜାର ଏବଂ ବାପୁଜୀନଗର ମାର୍କେଟ୍ ଜୁଲାଇ ୧ ଯାଏଁ ସିଲ୍…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନମ୍ବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି…

ମାଟ୍ରିକ ପାସ ପରେ ଏବେ ଯୁକ୍ତ ଦୁଇ ଆଡମିସନ ଚିନ୍ତା । ଏତେ ସଂଖ୍ୟକ ପିଲା କେଉଁଠି ପଢିବେ ପାଠ । ଯୁକ୍ତ ଦୁଇ ନାମଲେଖା…

କନକ ବ୍ୟୁରୋ: କରୋନା କାଳରେ ଚଳିତ ବର୍ଷର ମାଟ୍ରିକ ଫଳ ରାଜ୍ୟ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ବିନା ପରୀକ୍ଷାରେ ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି । ଏତେ ସଂଖ୍ୟକ ପିଲା ପାସ୍ କରିଛନ୍ତି ସତ, ହେଲେ ଏମାନେ ଏବେ ପଢିବେ କେଉଁଠାରେ । ଏହାକୁ ନେଇ ମାଟ୍ରିକ ପାସ୍ ଛାତ୍ରଛାତ୍ରୀଙ୍କ…

ସିରମ ଇନଷ୍ଟିଚ୍ୟୁଟ୍ ଆଣିବ କରୋନା ଟିକା । ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକା ପରୀକ୍ଷଣ, ୯୨୦ ପିଲାଙ୍କ ଉପରେ ପରୀକ୍ଷଣ…

କନକ ବ୍ୟୁରୋ : ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକା ପରୀକ୍ଷଣ କରିବ ସିରମ ଇନଷ୍ଟିଚ୍ୟୁଟ୍ । କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ମାସରୁ କରାଯିବ । ମୋଟ୍ ୯୨୦ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଯୋଜନା ରହିଛି । ୧୨ରୁ ୧୭ ବର୍ଷ ବୟସର ୪୬୦ ପିଲା ଓ ୨ରୁ ୧୧ ବର୍ଷ…

ଅଯୋଧ୍ୟାର ଉନ୍ନତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି । ରାମମନ୍ଦିର ନିର୍ମାଣ କାର୍ଯ୍ୟ ବିଷୟରେ କଲେ ଆଲୋଚନା ।

କନକ ବ୍ୟୁରୋ : ଅଯୋଧ୍ୟାର ଉନ୍ନତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ମାସରେ ଅଯୋଧ୍ୟା ପ୍ରସଙ୍ଗରେ ଦ୍ୱିତୀୟ ବୈଠକ କରିଛନ୍ତି ମୋଦି । ରାମମନ୍ଦିର କାମ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ନିକଟରେ ରାମମନ୍ଦିର ପାଇଁ…