Daily Archives

June 19, 2021

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତପୁଙ୍କ ଦେହାନ୍ତ 

କନକ ବ୍ୟୁରୋ: ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟାରେ ତପୁ ମିଶ୍ରଙ୍କ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତପୁ…

ଜମ୍ମୁକାଶ୍ମୀରରେ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ । ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକ କରିପାରନ୍ତି…

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଆଉ ଏକ ପ୍ରୟାସ କରିବାକୁ ଯାଉଛନ୍ତି । ସେଠାକାର ସବୁ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜମ୍ମୁକାଶ୍ମୀରର ଅଧିକାଂଶ ଦଳର…

ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ…

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଫଳରେ ତଳମୁଣ୍ଡରେ ବନ୍ୟା । ନେପାଳରେ ଗତ କିଛିଦିନ ଧରି ଲାଗି ରହିଥିବା ମୁଶଳଧାରାର ବର୍ଷା ଫଳରେ ଭାରତର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳର ବନ୍ୟା ଜଳରେ ବିହାର, ଉତରପ୍ରଦେଶର ଅନେକ ସ୍ଥାନ ଏବେ ଜଳବନ୍ଦୀ । ନେପାଳରେ ଲାଗି…

ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ । ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେଲେ ଟ୍ୱିଟର…

କନକ ବ୍ୟୁରୋ: ମାଇକ୍ରୋବ୍ଲଗିଂସାଇଟ ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ସରକାର ଟ୍ୱିଟର ଉପରେ କାବୁ କରିବାକୁ ପ୍ରୟାସ କରୁଛି, ଅନ୍ୟପଟେ ଟ୍ୱିଟର କହିଛି, ଆମେ ଆମ ନିୟମ ପାଳନ କରିବୁ । ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଆହୁରି…

ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ…

କନକ ବ୍ୟୁରୋ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ନେଇ ଖୁବଶୀଘ୍ର ଆଗାମୀ ଆଲୋଚନା ହୋଇପାରେ  । ଏନେଇ ପ୍ରକ୍ରିୟା ଜାରି ରହିଛି  । ଏବିଷୟରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ  ଭଦୋରିଆ  । ଦୁଣ୍ଡିଗାଲରେ ବାୟୁସେନା ଏକାଡେମୀରେ ଗ୍ରାଜୁଏସନ ପରେଡରେ ସମ୍ବୋଧନ…

କେବେ ଆସିବ ଦେଶରେ କରୋନାର ତୃତୀୟ ଲହର? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଲେ, କୋଭିଡ ନିୟମ ପାଳନରେ ହେଳା…

କନକ ବ୍ୟୁରୋ: କେବେ ଆସିବ ଦେଶରେ କରୋନାର ତୃତୀୟ ଲହର । ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏପ୍ରସଙ୍ଗରେ ଉତର ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଯଦି ଲୋକ କୋଭିଡ ନିୟମ ପାଳନ ନ କରନ୍ତି ଓ ଖାମଖିଆଲି ବ୍ୟବହାର କରନ୍ତି, ତାହେଲେ ଦେଶରେ ଆସନ୍ତା ୬ରୁ ୮ ସପ୍ତାହ…