Daily Archives

June 7, 2021

ଟିକାକୁ ନେଇ ଆଉ ପାଦେ ଆଗେଇଲା ଚୀନ । ଶିଶୁଙ୍କୁ ଦିଆଯିବାକୁ ଥିବା କରୋନା ଟିକାକୁ ଚୀନର ଅନୁମୋଦନ

କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରରେ ସାରା ବିଶ୍ୱ ଆତଙ୍କିତ । ବିଶ୍ୱରେ ଏବେ ବି କରୋନା ସଂକ୍ରମଣ ଥମିନି । ଏପରି ସମୟରେ ଚୀନ୍ ତୃତୀୟ ଲହର ଆଗରୁ କରୋନା ଟିକାକୁ ନେଇ ଆଉ ପାଦେ ଆଗକୁ ଆସିଛି । ଚୀନର ସାଇନୋଭାକ୍ ବାୟୋଟେକ ଦ୍ୱାରା ନିର୍ମିତ ୩ ବର୍ଷରୁ ଅଧିକ ବୟସ୍କ ଶିଶୁଙ୍କୁ ଦିଆଯାଇ…

ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀର ଏତଲା । ଡୋମିନିକାରୁ ତାକୁ କରାଯାଇଛି ଅପହରଣ । ଘଟଣାରେ ରହସ୍ୟମୟୀ ମହିଳା ଓ ୨…

କନକ ବ୍ୟୁରୋ: ଡୋମିନିକା ପୋଲିସ ହାଜତରେ ଥିବା ଭାରତର ପଳାତକ ହୀରା ବେପାରୀ କରିଛି ନୂଆ ଖୁଲାସା । ଚୋକସୀ କେମିତି ଆସିଲା ଡୋମିନିକା, ଏହି ନାଟକରେ ନୂଆ ମୋଡ ଦେବାକୁ ଉଦ୍ୟମ କରିଛି ମେହୁଲ ଚୋକସୀ । ଆଂଟିଗୁଆରୁ ତାହାର ଅପହରଣ ପଛରେ ଦୁଇ ଜଣ ରହସ୍ୟମୟୀ ମହିଳାଙ୍କ ଭୂମିକା ଥିବା ଆଂଟିଗୁଆ ପୋଲିସ…

ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ । ଔଷଧ ତାଲିକାରୁ…

କନକ ବ୍ୟୁରୋ: ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା କକୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିକୁ ପରିବର୍ତନ କରିଛି କେନ୍ଦ୍ର । ଏ ସଂପର୍କିତ ଟାସ୍କଫୋର୍ସ ଔଷଧ ନିୟାମବଳୀରେ ପରିବର୍ତନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ…

ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ…

କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ ଲିଡର ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ମନୋନୀତ କରିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପରାମର୍ଶରେ ଏହି ପ୍ରକଳ୍ପ କାମ…

ତେଲ ଦରକୁ ନେଇ ବିଜେଡି-ବିଜେପିର ପୁରୁଣା କଳି । କେନ୍ଦ୍ରିୟ ଟିକସ କମାଇବା ପାଇଁ ଦାବି କଲା ବିଜେଡି । ବିଜେପି କହିଲା,…

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢି ଚାଲିଥିବା ବେଳେ ରାଜନୀତିରେ ନିଆଁ ଲଗାଇଛି ତେଲ । ରାଜ୍ୟର ଆଦିବାସୀ ଅଧୁଷିତ ଜିଲ୍ଲାରେ ପେଟ୍ରୋଲ ଦର ସେଂଚୁରୀ ମାରିବା ପରେ ଚିହିଁକି ଉଠିଛି ବିଜେଡ଼ି । ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରୀୟ ଟିକସକୁ ଦାୟି କାରିଛି ଦଳ । ବିଭାଗୀୟ…

ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍…

କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବା ପରେ ଦିଲ୍ଲୀ ସରକାର ଏବେ ଫୋକସ୍ କରିଛନ୍ତି ଭାକସିନେସନ୍ ବା ଟିକାକରଣ ଉପରେ । ଆଗାମୀ ୪ ସପ୍ତାହ ମଧ୍ୟରେ ଅର୍ଥାତ୍ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପ୍ଲାନ…