Daily Archives

June 29, 2021

ଜୀବିକା ଉପରେ କରୋନା ମାଡ଼, ରାସ୍ତାକୁ ଓହ୍ଲାଇଲେ ଚା’ ଦୋକାନୀ । କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ସଂଘର ଦାବି ।

କନକ ବ୍ୟୁରୋ: ରୋଜଗାର ଛଡାଇ ନେଇଛି ମହାମାରୀ କରୋନା । କଟକଣା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର । ହେଲେ, ପରିବାର ଚଳାଇବାର ବୋଝ ଯୋଗୁଁ ଲୁଚିଛପି ଦୋକାନ ଖୋଲିବାକୁ ବାଧ୍ୟ ହେଉଛନ୍ତି କିଛି ବ୍ୟବସାୟୀ । କିନ୍ତୁ କଟକଣାକୁ ପାଳନ ନକରିବା ଅଭିଯୋଗରେ ପୋଲିସ ସେମାନଙ୍କଠାରୁ ଫାଇନ ଆଦାୟ କରୁଛି ।…

ଚିନ୍ତା ବଢାଉଛି କରୋନାର ନୂଆ ଲକ୍ଷଣ । ମଳରେ ରକ୍ତ ପଡ଼ିବା ସହ ପେଟରେ ହେଉଛି ଅସହ୍ୟ ଯନ୍ତ୍ରଣା, ୫ ଜଣ ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଆଉ ଏକ ନୂଆ ଲକ୍ଷଣ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମଳରେ ରକ୍ତ ପଡ଼ିବା ସହ ପେଟରେ ଯନ୍ତ୍ରଣା ଅନୁଭବର ଖବର ଆସିଛି । ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରୁ ୫ ଜଣ କରୋନା ଆକ୍ରାନ୍ତଙ୍କ ଠାରେ ଏଭଳି ଲକ୍ଷଣ ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ବେଳେ…

ପଞ୍ଜାବ ପାଇଁ ଆମ୍ ଆଦମି ପାର୍ଟିର ବଡ ପ୍ରତିଶୃତି । କେଜ୍ରିୱାଲ କହିଲେ ସରକାରକୁ ଆସିଲେ ଦିଲ୍ଲୀ ଭଳି ପଞ୍ଜାବରେ ଦେବେ…

କନକ ବ୍ୟୁରୋ : ଆପ୍ ଦିଲ୍ଲୀରେ ଦବଦବା ହାସଲ କରିବା ପରେ ଏବେ ଅନ୍ୟ ରାଜ୍ୟରେ ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସ କରୁଛି । ଆଉ ଏବେ ଆମ୍ ଆଦମୀ ପାର୍ଟିର ନଜର ପଂଜାବ ଉପରେ । ଆସନ୍ତାବର୍ଷ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ନିର୍ବାଚନକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି…

କମୁଛି ସଂକ୍ରମଣ ହାର, ସୁଧୁରୁଛି କରୋନା ପରିସ୍ଥିତି । ୧୦୧ ଦିନ ପରେ ୪୦ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା ।…

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଫିକା ପଡୁଥିବା ଦେଖିବାକୁ ମିଳୁଛି । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଆଉ ଗତ ୧୦୧ ଦିନ ଭିତରେ ସବୁଠାରୁ କମ୍ ସଂଖ୍ୟକ କରୋନା ସଂକ୍ରମଣ ସୋମବାର ଚିହ୍ନଟ ହୋଇଛି । ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା…

କରୋନା ବିରୋଧୀ ଲଢ଼େଇରେ ଦେଶକୁ ଆସୁଛି ଆଉ ଏକ ଟୀକା । ମଡର୍ଣ୍ଣା ଟୀକା ଆମଦାନୀ ପାଇଁ ସିପଲାକୁ ଡିଜିସିଆଇର ଅନୁମତି, ୯୦…

କନକ ବ୍ୟୁରୋ : ଭାରତୀୟଙ୍କ ପାଇଁ ଖୁସି ଖବର । କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍ ଭି ପରେ ଦେଶରେ ଏବେ ମିଳିବ ଆଉ ଏକ କରୋନା ଟିକା । ଆମେରିକାର କରୋନା ଟିକା ମଡର୍ଣ୍ଣା ଏବେ ଭାରତରେ ଉପଲବ୍ଧ ହେବ । ମଡର୍ଣ୍ଣାର ଜରୁରୀକାଳିନ ବ୍ୟବହାର ପାଇଁ ସିପ୍ଲାକୁ, ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ…

କାଲି ପ୍ରତିବାଦ ପରେ ଆଜି ସ୍ପଷ୍ଟୀକରଣ ରଖିଲା ବୋର୍ଡ । ହେଲେ ବିବାଦ କମିବା ବଦଳରେ ବଢିଲା ସନ୍ଦେହ । ପିଲାଙ୍କ ମନରେ…

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ବାହାରିବା ପରେ ଭବିଷ୍ୟତ ପାଇଁ ବାଟ ଭାବିବାରେ ଯେଉଁ ସମୟ ସରିବା କଥା, ଏବେ ସେହି ସମୟ ବୋର୍ଡ ବିପକ୍ଷରେ ନାରାବାଜିରେ କଟୁଛି । ମାର୍କକୁ ନେଇ କଳହ ପରେ ଛାତ୍ର ଛାତ୍ରଟିଏ ନିଜ ମନକୁ ପଚାରୁଛି, ଏତିକି ମାର୍କ ପାଇଁ କଣ ମୁଁ ଯୋଗ୍ୟ? ବୋର୍ଡର ନୀତିରେ କିଛି…