Daily Archives

June 25, 2021

କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଚିନ୍ତାରେ ବିଶ୍ୱ ସମୁଦାୟ । ପୁଣି ଇସ୍ରାଇଲକୁ ଫେରିଲା ମାସ୍କ କଟକଣା

କନକ ବ୍ୟୁରୋ : ୧୦ ଦିନ ତଳେ ଦେଶରୁ ମାସ୍କ କଟକଣା ହଟାଇ ଦେଇ ବିଶ୍ୱର ପ୍ରଥମ ମାସ୍କ ଫ୍ରି ଦେଶ ଭାବେ ଦାବି କରୁଥିବା ଇସ୍ରାଇଲରେ ପୁଣି ମାସ୍କ କଟକଣା ଲଗାଯାଇଛି । ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା କମି ଆସୁଥିବା ବେଳେ ପୁଣି କରୋନାର ନୂଆ ଡେଲଟା ଭାରିଆଣ୍ଟ ବିଶ୍ୱ ସମୁଦାୟକୁ…

ଶ୍ରୀଜିଉଙ୍କ ଅଣସରକୁ କରୋନା କ୍ୱାରେଂଟିନ୍ ସହ ତୁଳନା କଲେ ଡାକ୍ତର ଗୋପାଳ ନନ୍ଦ । କହିଲେ ଜ୍ୱର ହେବା ପରେ ଏକାନ୍ତବାସରେ…

କନକ ବ୍ୟୁରୋ: ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ହୋଇଛି ଜର । ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪ ଦିନିଆ ଅନବସର । ଏକାନ୍ତବାସରେ ରହି ଚେରମୂଳି ଔଷଧିରେ ଉପଚାର ପରେ ଧିରେ ଧିରେ ସୁସ୍ଥ ହେବେ ବଡ଼ ଠାକୁର । କାହିଁ କେଉଁ କାଳରୁ…

ଦିନ ଗୋଟାଏରେ ବୋର୍ଡ ଅଫିସକୁ ଗଲା ମାଟ୍ରିକ ଫଳ ପୁସ୍ତିକା । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ, ସନ୍ଧ୍ୟା ୬ଟାରୁ…

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳ ସହ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ଦୁଇଟି ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନ୍,…

ଆଜିର ଦିନରେ ଭାରତ ରଚିଥିଲା ଇତିହାସ । ୧୯୮୩ ମସିହାରେ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଥିଲା ଭାରତ ।…

କନକ ବ୍ୟୁରୋ: ଆଜି ସେହି ଦିନ ଯେବେ ଭାରତ ରଚିଥିଲା ଇତିହାସ । ଇଂଲଣ୍ଡ ଛାତି ଉପରେ ଛିଡା ହୋଇ ଉଡାଇଥିଲା ବିଜୟ ବାନା । ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ ହାସଲ କରି ହୋଇଥିଲା ବିଶ୍ୱ ବିଜେତା । ହଁ ଆଜ୍ଞା ଆମେ କହୁଛୁ ୧୯୮୩ ମସିହାର ସେହି ଐତିହାସିକ ମୂହୁର୍ତ୍ତ କଥା । ଯେବେ କପିଳ ଦେବଙ୍କ…

କରୋନା କବଳରେ ମାଓନେତା ହିଡମା : ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୁଲିସ

କନକ ବ୍ୟୁରୋ : କରୋନା କବଳରେ ମାଓନେତା ହିଡମା । ତାଙ୍କୁ ଏବେ ଔଷଧର ଆବଶ୍ୟକତା ରହିଛି । ଗୁଇନ୍ଦା ତଥ୍ୟରୁ ଏହା ଜଣାପଡିଥିବା ଛତିଶଗଡ ପୁଲିସ ଦାବି କରିଛି । ହିଡମା ଆତ୍ମସମର୍ପଣ କଲେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବିଜାପୁର ପୁଲିସ ସୂଚନା ଦେଇଛି । ପୂର୍ବରୁ କରୋନାରେ ଦୁଇ ଟପ୍ ମାଓନେତା…

ରବି ଧାନ କିଣିରେ ଟୋକନ ଅନିୟମିତତା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ଧାରଣା : ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ…

କନକ ବ୍ୟୁରୋ : ଟୋକନ ଅନିୟମିତତା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଧାରଣା । ଏହି ଆନ୍ଦୋଳନରେ ପ୍ରଦୀପ ପୁରୋହିତଙ୍କ ସମେତ ୪ଜଣ ବିଧାୟକ ସାମିଲ ହୋଇଥିଲେ । କୁସୁମ ଟେଟେ, ମୁକେଶ ମହାଳିକ, ନାଉରି ନାୟକ ଓ ସୁବାସ ପାଣିଗ୍ରାହୀ ଏହି ଆନ୍ଦୋଳନରେ…