Daily Archives

June 14, 2021

ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ନେଇ ଚର୍ଚ୍ଚା । ଉଦ୍ଧବ ହିଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଲେଖିଲା ଶିବସେନା…

କନକ ବ୍ୟୁରୋ: ମହାରାଷ୍ଟ୍ର ମେଣ୍ଟ ସରକାରରେ ସବୁ ଠିକ୍ ଠାକ୍ ଅଛି ତ ? କାହିଁକି ନା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ବୋଲି ଏବେ ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାର କାରଣ ହେଉଛି ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ବୟାନ । ସଂଜୟ ରାଉତ ଶିବସେନା ମୁଖପତ୍ର…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟିର ଅଭିଯୋଗ, ପ୍ରକୃତ…

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆପ୍ ଏବଂ ସମାଜବାଦୀ ପାର୍ଟି । ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଟ୍ରଷ୍ଟ ଦ୍ୱାରା ଏକ ଜମି କିଣାବିକା ବେଳେ ଦୁର୍ନୀତି ହୋଇଥିବା ଉଭୟ ପାର୍ଟି ଅଭିଯୋଗ କରିଛନ୍ତି । ଏପରିକି ସିବିଆଇ…

ଖସୁଛି ସଂକ୍ରମଣ ହାର, କୋହଳ ହେଉଛି କଟକଣା । ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ…

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ଖସିବାରେ ଲାଗିଛି କୋଭିଡ୍ ସଂକ୍ରମଣ ମାମଲା । ଏପ୍ରିଲ ମାସ ପରେ ଏବେ ସବୁଠାରୁ କମ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ଦେଶରେ ୭୦ ହଜାର ୪୨୧ କରୋନା ସଂକ୍ରମଣ କେସ୍ ରେକର୍ଡ ହୋଇଛି । ଏହାରି ସହିତ ଦେଶରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ । ଏବେ ବି ପ୍ରିୟ ଅଭିନେତାଙ୍କୁ ଝୁରି ହେଉଛନ୍ତି ଦର୍ଶକ ।…

କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହରାଜପୁତଙ୍କ ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ତାଙ୍କର ସେ ଆଖିର ଚମକ, ତାଙ୍କର ସେ ହସହସ ମୁହଁ, ତାଙ୍କର ସେ ହୃଦୟ ଖୋଲା କଥା ଆଉ ଅନ୍ୟ ପ୍ରତି ଦରଦ ଏବେ ବି ପଡୁଛି ମନେ । ଚାହୁଁଚାହୁଁ ତାଙ୍କ ମୃତ୍ୟୁକୁ ପୂରଣ…

ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ…

କନକ ବ୍ୟୁରୋ: ୧୨ ବର୍ଷ ପରେ ଇସ୍ରାଏଲକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଦକ୍ଷିଣପନ୍ଥୀ ନେତା ନେଫ୍ଟାଲି ବେନେଟ୍ ହେଲେ ଇଜ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ । ଏହାସହିତ ବେଂଜାମିନ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ପଡିଛି । ନୂଆ ଗଠବନ୍ଧନ ସରକାର ଆଗରେ ବହୁମତ ହାସଲ କରିବାରେ…

ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ । ପଶୁପତି କୁମାର ପାରସ ଲୋକସଭାରେ ଦଳୀୟ ନେତା ନିର୍ବାଚିତ । ଚିରାଗ ପାଶୱାନଙ୍କ…

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟି ବା ଏଲଜେପିରେ ବିଦ୍ରୋହ ଆଉ ଅଣଦେଖା ହୋଇପଡ଼ିଛନ୍ତି ଚିରାଗ ପାଶୱାନ । ଚିରାଗଙ୍କ ଦାଦା ତଥା ସାଂସଦ ପଶୁପତି କୁମାର ପାରସଙ୍କୁୁ ଲୋକସଭାରେ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି ଦଳୀୟ ସାଂସଦ । ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସାଂସଦ…