Daily Archives

June 13, 2021

କରୋନା ସ୍ଥିତି ଯୋଗୁଁ ବିକ୍ରି ହୋଇପାରୁନି ରାୟଗଡ଼ା ଆମ୍ବ । ଚିନ୍ତାରେ ଆମ୍ବ ଚାଷୀ, ସହାୟତାର ହାତ ବଢ଼ାଇଛି ଜିଲ୍ଲା…

କନକ ବ୍ୟୁରୋ: ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣର ଆମ୍ବ ଉପାôଦନ ହୋଇଛି । ହେଲେ ମହାମାରୀ କରୋନା, ଚାଷୀଙ୍କ ପାଇଁ ପାଲଟିଛି ବଡ଼ ବାଧକ । କରୋନା ଯୋଗୁଁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ନଥିବାରୁ ଜାତୀୟ ବଜାରରେ ପହଁଚି ପାରୁନାହିଁ ଆମ୍ବ । ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି…

ରଙ୍ଗ ତୁଳି ଦେଇଛି ପରିଚୟ ସହ ରୋଜଗାର । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତିଙ୍କ ଚିତ୍ରକଳା ସାଉଁଟୁଛି…

କନକ ବ୍ୟୁରୋ: ରଙ୍ଗ ତୁଳି ଦେଇଛି ପରିଚୟ  । ରୋଜଗାରର ମାଧ୍ୟମ ବି ପାଲଟିଛି ରଙ୍ଗତୁଳି  । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତି ଏବେ ନିଜ ଚିତ୍ରକଳା ପାଇଁ ପ୍ରଶଂସା ସାଉଁଟିବା ସହ ଅଳ୍ପ କିଛି ରୋଜଗାର ମଧ୍ୟ କରୁଛନ୍ତି  । ଚିତ୍ର ଆଙ୍କିବା ନେଇ ତାଲିମ ନେଇଛନ୍ତି ଦିବ୍ୟଜ୍ୱତି …

ଗଛ ଲଗାଇବାର ନିଶା । ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନଙ୍କ ଫଳବଗିଚାକୁ ନେଇ ଚର୍ଚ୍ଚା । ବର୍ଷକୁ ରୋଜଗାର…

କନକ ବ୍ୟୁରୋ: ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନ । ବୟସ ପାଖାପାଖି ୬୨ । ଚକବନ୍ଦିରେ ସରକାରି ଚାକିରି କରୁଥିବା ବେଳେ ୧୯୮୫ ରେ ଚାକରି ଛାଡ଼ି ଆରମ୍ଭ କରିଥିଲେ ଫାର୍ମ । ଗଛ ଲଗାଇବା ନିଶାରେ ବନ୍ଧା ପୀତବାସ । ୧୮ ଏକର ଜମିରେ ଆରମ୍ଭ କରିଥିଲେ ଫାର୍ମ । ଏବେ ତାଙ୍କ ବଗିଚାରେ ଭଳିକି…

ଆମ୍ବ ଶଡ଼ା ଦେଇଛି ରୋଜଗାର । ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାଙ୍କ ଉଦ୍ୟମ । ଆମ୍ବ ତୋଳି ସେଥିରୁ ପ୍ରସ୍ତୁତ…

କନକ ବ୍ୟୁରୋ: ଆମ୍ବ ଅଛି ବଜାର ନାହିଁ । କରୋନା କାଳରେ ସବୁକିଛି ବନ୍ଦ ରହିଥିବା ବେଳେ ଆମ୍ବର ରସରୁ ପ୍ରସ୍ତୁତ ହେଉଥିବା ଆମ୍ବ ସଢ଼ା ଏବେ ଆଦିବାସୀଙ୍କୁ ଯୋଗାଉଛି ରୋଜଗାରର ବାଟ । କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ଆମ୍ବ ଚାଷ ହୋଇଥାଏ । ଏହା କେବଳ ଚାଷୀ ନୁହେଁ, ଏହା ସମ୍ପର୍କିତ ଆହୁରି…

ରାସ୍ତାକୁ ଓହ୍ଲାଇଲେ ଘରୋଇ ବସ କର୍ମଚାରୀ ସଂଘ । କହିଲେ, ଲକଡାଉନରେ ମାଲିକଙ୍କ ପାଇଁ ସୁବିଧା ଅଛି, ହେଲେ ଆମ ପରିବାର…

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ବେକାର ହୋଇ ଘରେ ବସିଛନ୍ତି ଘରୋଇ ବସର ଶହ ଶହ ଡ଼୍ରାଇଭର ଓ ହେଲପର । ରୋଜଗାର ନାହିଁ, ପରିବାର ଚଳାଇବା କଷ୍ଟ ହୋଇପଡୁଛି । ଲକଡାଉନ ପରେ ଶ୍ରମିକ, ଦିନ ମଜୁରିଆଙ୍କୁ ସହାୟତା ଦିଆଯାଇଛି । ହେଲେ ଡ୍ରାଇଭର ହେଲପରଙ୍କୁ କୌଣସି…

କରୋନା କାଳର ‘ରଘୁରାଜପୁର’ । ଶିଳ୍ପୀ ଗାଁରେ ଜୀବନ୍ତ ହେଉଛି ପଟ୍ଟଚିତ୍ର । ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ…

କନକ ବ୍ୟୁରୋ: କରୋନା ଛଡାଇନେଇଛି ଜୀବିକା । ଏଥିରୁ ବାଦ ପଡିନାହିଁ  ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁରାଜପୁରର ଶିଳ୍ପୀ ଗ୍ରାମ । ଆଉ ଏହି ସମୟରେ ଶିଳ୍ପୀଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ପଟ୍ଟଚିତ୍ର ଶିବିର ।  ଗାଁର ପରିବାରର ସମସ୍ତ ସଦସ୍ୟ ନିଜ ଦୁଆରେ ପାମ୍ପାରିକ ଚିତ୍ର ଆଙ୍କୁଛନ୍ତି ।…