Daily Archives

June 22, 2021

କରୋନା କମିଲା, ସୁରଟ ମୁହାଁ ହେଲେ ଗଞ୍ଜାମ ଜିଲ୍ଲାର ଶ୍ରମିକ । ପେଟ ପାଟଣା ପାଇଁ ଗୁଜୁରାଟ ଗଲେ ଶହଶହ ଶ୍ରମିକ । 

କନକ ବ୍ୟୁରୋ: କରୋନା କମିଲା, ସୁରଟ ଫେରୁଛି ଓଡିଆ ଶ୍ରମିକ । କରୋନାର ଭୟାବହତା ଯୋଗୁଁ  ସୁରତରୁ ଗାଁକୁ ଚାଲିଆସିଥିଲେ  ଲୋକେ । କାମଧନ୍ଦା ନଥିବାକୁ  ଘରେ ବସିରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ଫେରିବା ଆରମ୍ଭ କରିଛନ୍ତି । ପେଟପାଟଣା ପାଇଁ ନିଜ…

ଟେଣ୍ଡର ଫିକ୍ସି ନେଇ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ମାଲକାନଗିରି ଜିଲ୍ଲାପାଳ । କହିଲେ, ସୁରକ୍ଷା ଦୃଷ୍ଟିରୁ ଘରକୁ…

କନକ ବ୍ୟୁରୋ: ଖଣି ଖାଦାନରେ ଟେଣ୍ଡର ନେଇ ଦୁର୍ନତୀ ଅଭିଯୋଗ ଆସିବା ପରେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ । କଂଗ୍ରେସର ଅଭିଯୋଗକୁ ସେ ଭିତିହୀନ ବୋଲି କହିଛନ୍ତି । ଗଣାମଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ୟେଦୁଲା ବିଜୟ ପ୍ରତିକ୍ରିୟା ରଖି କହିଛନ୍ତି,…

ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ଲୋଭନୀୟ ଅଫର । ଇନ୍ଦୋରରେ ଟିକା ନେଲେ ମିଳୁଛି ଏହି ସବୁ ଦାମୀ ଉପହାର 

କନକ ବ୍ୟୁରୋ: ଦେଶରେ ଏବେ କରୋନା ମହାମାରୀ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସାର୍ବଜନିନ ଟିକାକରଣ ଜାରି ରହିଛି । ଏପରି ସ୍ଥିତିରେ ଦେଶର ସ୍ୱଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲୋକଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି । ସହରର ବିଭିନ୍ନ…

ଜମ୍ମୁ-କାଶ୍ମୀରରେ ସରଗରମ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ସର୍ବ ଦଳୀୟ ବୈଠକରେ ଯୋଗଦେବେ ଫାରୁକ୍ ଅବଦୁଲ୍ଲା ଓ ମେହବୁବା…

କନକ ବ୍ୟୁରୋ: ଆସନ୍ତା ୨୪ ତାରିଖ ଅର୍ଥାତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ନେତା ମାନଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ଘାଟିରେ ରାଜନୈତିକ ଗହଳି ଚହଳି ବଢି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବେ ଗୁପକାର…

ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ । ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ଜାରି

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ ଓଭର ୨ ବଲ ଖେଳି ନ୍ୟୁଜିଲାଣ୍ଡ ଦଳ…

ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ଆଜି ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରୁଛି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।…