Daily Archives

June 21, 2021

ପେଟ ଉପରେ କରୋନା କଟକଣା ମାଡ଼ । ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି ଛୋଟ ବ୍ୟବସାୟୀ, ଦୁର୍ଦ୍ଦିନରେ କଟୁଛି ଦିନ ।

କନକ ବ୍ୟୁରୋ : ମହାମାରୀ ମାଡରେ ମୋଡି ହୋଇଯାଇଛି ମଧ୍ୟବିତ । ଭୂତାଣୁ କେବଳ ମଣିଷ ମାରୁନି ବରଂ ଗରିବ ଲୋକର ପେଟ ବି ମାରୁଛି । ପ୍ରଥମ ଲହର ପରେ ଯେମିତି ସେମିତି କରି ନିଜକୁ ସମ୍ଭାଳି ନେଉଥିବା ଛୋଟ ବ୍ୟବସାୟୀ କରୋନାର ଦ୍ୱିତୀୟ ଲହରିରେ, ଆହୁରି ଅଧିକ ଦୁର୍ଦିନର ସାମ୍ନା କରୁଛି । ଆସନ୍ତୁ…

ୟୁପି ଝିଅ ଓଡ଼ିଶା ପୁଅଙ୍କ ପ୍ରେମବିବାହକୁ ନେଇ ୟୁପି ପୋଲିସ, ଓଡ଼ିଶା ପୋଲିସ ମୁହାଁମୁହିଁ । କୋର୍ଟରେ ଯୁବତୀଙ୍କ ବୟାନ…

କନକ ବ୍ୟୁରୋ : ପ୍ରେମ ଜିତିଲା, ପୁଲିସ ହାରିଲା । ଓଡିଶା-ଉତରପ୍ରଦେଶ ପୁଲିସର ଟଣାଓଟରା ଭିତରେ ପ୍ରେମର ବାଜିମାତ ହୋଇଛି । ପ୍ରେମ ପାଇଁ ୟୁପିରୁ ଓଡିଶା ଚାଲିଆସିଥିବା ଝିଅ ସାବାଳିକା ବୋଲି ପ୍ରମାଣ ପତ୍ର ଦେଖାଇବା ପରେ ସ୍ୱାମୀ ସହ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆଉ ଅପହରଣର ଅଭିଯୋଗ…

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । 

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ବର୍ଷା ସାଜିଛି ବାଧକ । ଆଜି ଚତୁର୍ଥ ଦିନରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଗୋଟିଏ ବି ବଲ୍ ଖେଳାଯାଇପାରିନାହିଁ । ଫଳରେ ଏହି ମ୍ୟାଚ୍ ଏବେ ଡ୍ର ହେବା ନେଇ ଅନେକ କ୍ରିକେଟ୍ ବିଶେଷଜ୍ଞ ଏବେ ଆଗୁଆ…

ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ…

କନକ ବ୍ୟୁରୋ : ଓଡିଶାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢା । କରୋନାରେ ସ୍କୁଲ ଖୋଲିବାରେ ଅନିଶ୍ଚିତତା ଦେଖାଦେବାରୁ ଅନଲାଇନ୍ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ଏହା କେତେଦୂର ସବୁ ଅଂଚଳରେ ପହଂଚି ପାରୁଛି, କେତେ ଛାତ୍ରଛାତ୍ରୀ ଏହାର ସୁଫଳ ପାଉଛନ୍ତି, କନକ ନ୍ୟୁଜ ଏହାର…

ବାରିପଦାରେ ଅଜବ ଘଟଣା । ୫ ମିନିଟ୍ ବ୍ୟବଧାନରେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ୨ଟି ଡୋଜ୍ ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ ।…

କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଚରମ ଅବହେଳା ଅଭିଯୋଗ । ମାତ୍ର ୫ ମିନିଟରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଟିକା ଦେଇ ଦେଲେ ସ୍ୱାସ୍ଥ୍ୟକର୍ମୀ । ଏକାଥରେ ଦୁଇଟି ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଭୁଲ ହୋଇଯାଇଛି କହି, ବିନା ଅବର୍ଜରବେସନରେ ଘରକୁ ପଠାଇ ଦେଇଛନ୍ତି…

୧୦୦ ମିଟର ରେସରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ । ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୦.୦୨ ସେକେଣ୍ଡ ପାଇଁ ଟୋକିଓ…

କନକ ବ୍ୟୁରୋ: ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଆଜି ସେ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ରେସରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି । ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରିବା ସହିତ ରେକର୍ଡ ବୁକରେ ନିଜ ରେକର୍ଡକୁ ନିଜେ ହିଁ…