Daily Archives

June 23, 2021

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି,…

କନକ ବ୍ୟୁରୋ: ଗଲୱାନ ସଂଘର୍ଷ ପରେ ଚୀନକୁ ଏକ ଶିକ୍ଷା ମିଳିଛି । ପିପୁଲସ୍ ଲିବେରେସନ ଆର୍ମି ବା ପିଏଲଏ ଅନୁଭବ କରିଛି ଯେ, ଏହାର ସୈନିକ ମାନେ ପର୍ବତାଞ୍ଚଳ ଲଢ଼େଇରେ ସେତେଟା ସକ୍ଷମ ନୁହଁନ୍ତି, ଆଉ ଏଥିପାଇଁ ସେମାନଙ୍କୁ ଅଧିକ ଉନ୍ନତ ମାନର ତାଲିମ ଦରକାର । ଆଉ ଏହାକୁ ନେଇ ଭାରତୀୟ ଚିଫ୍ ଅଫ୍…

ମହା ଠକଙ୍କ ଠାରୁ ଫେରୁଛି ଟଙ୍କା । ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ ସମ୍ପତି ବ୍ୟାଜାପ୍ତିରୁ…

କନକ ବ୍ୟୁରୋ: ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ କଳା କାରନାମା କାହାକୁ ଅଛପା  ନାହିଁ । ବ୍ୟାଙ୍କକୁ ଚୂନା ଲଗାଇ ହଜାର ହଜାର କୋଟି ଲୁଟି ବିଦେଶରେ କରୁଛନ୍ତି ମଉଜ  ।  ବିଳମ୍ବରେ ହେଉ  ପଛେ  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ  ପଞ୍ଝାରୁ ମୁକୁଳି  ପାରି ନାହାଁନ୍ତି ଏହି ମହାଠକ…

ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ଆସନ୍ତାକାଲି ସର୍ବଦଳୀୟ ଆଲୋଚନା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସ୍ଥିତି ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜୋର କରିଥିବା ବେଳେ ଏନେଇ ଗୁରୁବାର ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଥିବା ବେଳେ ଜମ୍ମୁକାଶ୍ମୀର ଅଧିକାଂଶ ପ୍ରମୁଖ ଦଳ ଯୋଗଦେବାର…

ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଚିନ୍ତା । ୩ ରାଜ୍ୟକୁ ସତର୍କ କଲା କେନ୍ଦ୍ର, ଦେଶର ଏଯାଏଁ ଡେଲଟା ପ୍ଲସ୍…

କନକ ବ୍ୟୁରୋ : ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ୍ ଭାରିଆଂଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଏହି ୩ ରାଜ୍ୟରେ ୪୦ ଜଣ ଡେଲ୍ଟା ପ୍ଲସ ଭାରିଆଂଟ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ସର୍ବାଧିକ ମହାରାଷ୍ଟ୍ରରେ ୨୧ ଜଣ ଡେଲ୍ଟା ପ୍ଲସ…

ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ମାଲକାନିଗିରି ଜିଲ୍ଲାପାଳଙ୍କ ଅଜବ ଯୁକ୍ତି । ବଡ଼ ପ୍ରଶ୍ନ ଟ୍ରେଜେରୀ ଅଫିସଠାରୁ…

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ବାସଭବନ ଅଧିକ ସୁରକ୍ଷିତ ନା ଜିଲ୍ଲା କୋଷାଗାର । ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ଆସିବା ପରେ ଏ ପ୍ରଶ୍ନ ସାମନାକୁ ଆସିଛି । କାରଣ ଟେଣ୍ଡର ବକ୍ସ ସିଲ ହବା ପରେ ଦୁଇଟି ଟେଣ୍ଡର ବକ୍ସକୁ ଜିଲ୍ଲପାଳ ୩ ଦିିନ କାଳ ନିଜ ବାସଭବନରେ…

ସତ୍ୟନଗରରେ ଶଶ୍ମାନରେ ଛାତ୍ର କଂଗ୍ରେସ ଲଗାଇଲା ମୋଦି ଓ ନବୀନଙ୍କ ପୋଷ୍ଟର । ଦଳ କହିଲା, ଯଦି ଟିକାକରଣ କେନ୍ଦ୍ରରେ ଫଟୋ…

କନକ ବ୍ୟୁରୋ : ସତ୍ୟନଗର ଶ୍ମଶାନରେ  ଲାଗିଲା ମୋଦି ଓ ନବୀନଙ୍କ ପୋଷ୍ଟର । ଟିକା  ପ୍ରମାଣପତ୍ରରେ  ଫଟୋ ରହିବା ନେଇ ଚାଲିଥିବା ରାଜନୀତିର ପ୍ରତିବାଦ କରି ଛାତ୍ର କଂଗ୍ରେସ ପକ୍ଷରୁ ଏଭଳି  ପୋଷ୍ଟର ଲଗାଯାଇଛି  ।  ଦଳ ଅଭିଯୋଗ କରିଛି,  କୋଭିଡ ସମୟରେ  ସ୍ୱାସ୍ଥ୍ୟସେବାକୁ  ଗୁରୁତ୍ୱ ନ ଦେଇ  ଫଟୋ…