Daily Archives

June 16, 2021

ପୁରୁଣା ବୟାନକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ…

କନକ ବ୍ୟୁରୋ: ପ୍ରାୟ ୩ ମାସ ତଳର ଏହି ପୁରୁଣା ବୟାନ, ଏବେ ପୁଣି ଥରେ ତାଜା ହୋଇଯାଇଛି, ଯେତେବେଳେ ଏହି ବୟାନକୁ ନେଇ କୋଲକତା ପୁଲିସ୍ ଛାନିବିନ୍ ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସୁପରଷ୍ଟାର ମିଥୁନ୍ ଦେଇଥିବା ଭାଷଣ ଏବଂ ନିର୍ବାଚନ ପରବର୍ତୀ ହିଂସାକୁ…

ଦେଶରେ କମୁଛି କରୋନା ଗ୍ରାଫ । ୨୪ ଘଂଟାରେ ୬୨ ହଜାର ନୂଆ ମାମଲା, ୨୫ଶହ ୪୨ ମୃତ । ଲଗାତାର ୯ ଦିନ ହେଲା ଏକ ଲକ୍ଷ ତଳେ…

କନକ ବ୍ୟୁରୋ: କମ ହେବାରେ ଲାଗିଛି କରୋନା ସଂକ୍ରମଣ । ଆଉ ଦେଶରେ କୋହଳ ହେବାରେ ଲାଗିଛି କଟକଣା । ଲଗାତାର ଭାବେ ୯ ଦିନ ଧରି କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ଗତ ୨୪ ଘଂଟାରେ ଦେଶରେ ୬୨ହଜାର ୨୨୪ ନୂଆ ମାମଲା ରେକର୍ଡ ହୋଇଛି । ହେଲେ ସେପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ବି…

ରାମ ମନ୍ଦିର ପାଇଁ ଜମି କିଣା ଦୁର୍ନୀତିକୁ ନେଇ ଆପର ଟାର୍ଗେଟ । ଜମି କିଣାରେ ସାଢେ୧୬ କୋଟି ଟଙ୍କା ଠକେଇର ପ୍ରମାଣ…

କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇନାହିଁ ବୋଲି ଟ୍ରଷ୍ଟର ଦାବି ଓ ଦେଉଥିବା ପ୍ରମାଣକୁ ମିଛ କହିଛନ୍ତି ଆପ ସାଂସଦ ସଂଜୟ ସିଂହ । ଆଜି ଜମି କିଣାର ଦଲିଲ ଦେଖାଇ ସେ କହିଛନ୍ତି । ୨୦୨୧ ମାର୍ଚ୍ଚ ୧୮ରେ କୁସୁମ ପାଠକ ଓ ହରିଶ ପାଠକଙ୍କ ଠାରୁ ୨ କୋଟି ଟଙ୍କାରେ ଜମି କିଣିଥିଲେ…

ଲୋକଜନଶକ୍ତି ପାର୍ଟି ଦୁଇଭାଗ ପାଇଁ ନୀତିଶଙ୍କୁ ଦୋଷ ଦେଲେ ଚିରାଗ । କହିଲେ ସୁବିଧାବାଦୀ ନେତାଙ୍କ ପାଇଁ ଦଳର ଏପରି ଦଶା…

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟିରେ କ୍ଷମତା କନ୍ଦଳ ଭିତରେ ପ୍ରଥମ ଥର ମୁହଁ ଖୋଲି କାକା ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଭାଷାରେ ବର୍ଷିଛନ୍ତି ଚିରାଗ ପାଶୱାନ । କହିଛନ୍ତି ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କୁ ଏଲଜେପି ଶକ୍ତି ଦେଖାଇବାରୁ ଦଳ ଭାଙ୍ଗିବାକୁ ଷଡଯନ୍ତ୍ର ହୋଇଛି…

ଭାରତରେ ବଢିଲା ଟ୍ୱିଟର ଅଡୁଆ । ନୂଆ ଆଇଟି ଆଇନ ନାମାନିବାରୁ ଆଇନଗତ ସୁରକ୍ଷା ହଟାଇ ନେଲେ ସରକାର । ପ୍ରଥମ ରାଜ୍ୟ ଭାବେ…

କନକ ବ୍ୟୁରୋ: ସାମାଜିକ ଗଣମାଧ୍ୟମ ଟ୍ୱିଟରର ବ୍ୟବହାର ନିଜ ମନ୍ତବ୍ୟକୁ ସର୍ବସମ୍ମୁଖରେ ରଖିବା ପାଇଁ କରାଯାଏ । ଆଉ ଯଦି ଟ୍ୱିଟରକୁ ମିଛ ଖବର ପ୍ରଚାର ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଁଚାଇବା ପାଇଁ ବ୍ୟବହାର କରାଯାଏ, ତାହାଲେ ଏଥିପାଇଁ ଦାୟୀ କିଏ ହେବ । ସେମିତି ଏକ ମିଛ ତଥ୍ୟ ହଜାର…

ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ, ଟୁଟୁ ପାତ୍ର । ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ମାମଲା…

କନକ ବ୍ୟୁରୋ: ପୁଣି ଅଡୁଆରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଏକ ମାମଲାକୁ ରଫାଦଫା କରିବାକୁ ଜଣେ ଯୁବତୀଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ । ଚାପ ପକାଉଥିବାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ । ଯଉଁଥିରେ ଦେବାଶିଷ ଯୁବତୀଙ୍କ ପରିବାର ଉପରେ ଏତଲା…