Daily Archives

June 5, 2021

କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ…

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଟ୍ୱିଟର ଭିତରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଏହି ଯୁଦ୍ଧ ବ୍ୟକ୍ତିଗତ ଟ୍ୱିଟର ଆକାଉଁଟ୍ରୁ ବ୍ଲ୍ୟୁଟିକ୍ ହଟାଇବାକୁ ନେଇ । ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ପ୍ରୋପାଇଲରୁ ବ୍ଲ୍ୟୁଟିକ୍ ଉଠାଇ…

ଟିକାକରଣ ସାର୍ଟିଫିକେଟରେ ଫଟୋକୁ ନେଇ ନୂଆ ବିବାଦ । ମୋଦିଙ୍କ ଫଟୋ ବଦଳରେ ମମତାଙ୍କ ଫଟୋ ରଖିବାକୁ ପଶ୍ଚିମବଙ୍ଗ…

କନକ ବ୍ୟୁରୋ: କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଏବେ ପଶ୍ଚିମବଙ୍ଗ ସରକାର ନିଷ୍ପତି ନେଇଛନ୍ତି, ରାଜ୍ୟ ତରଫରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ଓଡିଶାର ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡିଆ ଭାଷାର ସିନେମା ‘ଦ ମାଉଣ୍ଟେନ…

କନକ ବ୍ୟୁରୋ: ଓଡିଶାର ହକିପ୍ରେମୀଙ୍କ ପାଇଁ ଭଲ ଖବର , ତା ସହ ଓଡିଆ ଫିଲ୍ମ ଜଗତ ପାଇଁ  ମଧ୍ୟ ଏକ ଖୁସିର ଖବର  । କାରଣ ଓଡିଶା ତଥା ଓଡିଆ ଭାଷାର ପ୍ରଥମ ସିନେମା ଭାବରେ ‘ଦ ମାଉଣ୍ଟେନ ମ୍ୟାନ’ ଓଟିିଟି ପ୍ଲାଟଫର୍ମରେ ଶୁକ୍ରବାର ରିଲିଜ ହୋଇଛି । ଏହି ସିନେମାଟି ଡିଜିନି ପ୍ଲସ୍ ହଟଷ୍ଟାର…

କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ପ୍ରଧାମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ବୀମା କମ୍ପାନୀ ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଆସୁଥିବା…

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗଠନ ହେଲା କମିଟି । ୧୪ ଜଣିଆ କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ସ୍ୱତନ୍ତ୍ର କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ଆଜି ସିଏଚଏସଇ ଦ୍ୱାରା ଗଠନ ହୋଇଛି । ଏହି କମିଟି ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ…

ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।

କନକ ବ୍ୟୁରୋ: ଜାତୀୟ ପରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ବୁର୍ଲା ଭୀମସାରରେ ଚିିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ଗତ ୧୦ ଦିନ ଧରି ଆଇସିୟୁ ଚିକିତ୍ସିତ ହେଉଥିଲେ ଆଉ ଆଜି ବିଳମ୍ବିତ ରାତି ୩ଟା ୪୫ ମିନିଟରେ…