Daily Archives

June 15, 2021

ଦେଶ ଛାଡିଚାଲି ଯାଉଛନ୍ତି ଧନୀ । ୨୦୧୯ରେ ଦେଶ ଛାଡ଼ି ବିଦେଶରେ ଘର କରିଛନ୍ତି ୭ ହଜାର ଭାରତୀୟ

କନକ ବ୍ୟୁରୋ: ଦେଶ ଛାଡିଚାଲି ଯାଉଛନ୍ତି ଧନି । ବିଦେଶରେ ଯାଇ ବସବାସ କରିବାକୁ ଧନି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ । ନିକଟରେ ଏମିତି ଏକ ରିପୋର୍ଟ ମିଳିଛି ଯାହା ସଭିଁଙ୍କୁ ଚକିତ କରିଛି । ୨୦୧୯ରେ ୭ହଜାର ଧନି ଭାରତ ଛାଡି ବିଦେଶ ଚାଲି ଯାଇଛନ୍ତି । ବିଦେଶ ଚାଲି ଯାଉଛନ୍ତି ଦେଶର ଧନୀ ।…

ଗଲୱାନ ସଂଘର୍ଷକୁ ପୁରଛି ବର୍ଷେ । ସ୍ୱତନ୍ତ୍ର ଭିଡିଓ ଜାରି କରି ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଲା ସେନା । ଗଲୱାନ…

କନକ ବ୍ୟୁରୋ: ଗଲୱାନ ସଂଘର୍ଷକୁ ବର୍ଷେ ପୁରିଥିବା ବେଳେ ଏବେବି ସୀମାରେ ଉତେଜନା ଜାରି ରହିଛି । ପୂର୍ବ ଲଦାଖର କିଛି ଜାଗାରୁ ଉଭୟ ଚୀନ୍ ଓ ଭାରତୀୟ ସେନା ଅପସାରଣ ହୋଇଥିବା ବେଳେ ଏବେ ବି ଅନ୍ୟ କିଛି ଜାଗାରେ ସ୍ଥିତି ଉତେଜନାମୂଳକ ରହିଛି । ପାଙ୍ଗୋଙ୍ଗ ସୋ ଅଂଚଳରେ ଉଭୟ ପକ୍ଷରୁ ସେନା ଅପସାରଣ…

ଦେଶରେ କମିଚାଲିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଂଟାରେ ୬୦ ହଜାର ୪୭୧ ନୂଆ ମାମଲା ଚିହ୍ନଟ । ଲଗାତାର ୮ଦିନ ଧରି ୧…

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଫିକା ପଡୁଥିବା ଦେଖିବାକୁ ମିଳୁଛି । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଆଉ ଗତ ୭୫ ଦିନ ଭିତରେ ସବୁଠାରୁ କମ୍ ସଂଖ୍ୟକ କରୋନା ସଂକ୍ରମଣ ମଙ୍ଗଳବାର ଚିହ୍ନଟ ହୋଇଛି । ସୁସ୍ଥ ହେଉଛି ଭାରତ । ଦ୍ୱିତୀୟ ଲହରରେ…

ପୁଣି ରୂପ ବଦଳାଇଲା କୋଭିଡ ଭାଇରସ । ନୂଆ ଭେରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା । ନାଁ ରହିଛି ଡେଲଟା ପ୍ଲସ

କନକ ବ୍ୟୁରୋ: କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଛି । ଏବେ ଏହି ଭୂତାଣୁର ଆଉ ଏକ ନୂଆ ଭ୍ୟାରିୟାଂଟ ଠାବ କରିଛନ୍ତି ବୈଜ୍ଞାନିକ । ଯାହାର ନାଁ ଦିଆଯାଇଛି ଡେଲଟା ପ୍ଲସ ବା ଏୱାଇ-୧ । ବୈଜ୍ଞାନିକଙ୍କ ମତ ହେଉଛି ଏହି ଭାରିୟାଂଟ ଡେଲ୍ଟା ଭାରିୟାଂଟ ମ୍ୟୁଟେସନରୁ ସୃଷ୍ଟି ହୋଇଛି । ଦ୍ୱିତୀୟ…

ମନ୍ଦିର ନହେଉଣୁ ଜମି ବିବାଦ । ବଢ଼ିବାରେ ଲାଗିଛି ରାମମନ୍ଦିରର ଜମି କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ।…

କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇଥିବା ନେଇ ଆପ୍ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ବିରୋଧୀମାନେ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶିବସେନା । କଂଗ୍ରେସ ମଧ୍ୟ ତଦନ୍ତ…

ନକଲି ଔଷଧର ଲମ୍ବା ଚେର । କେଉଁଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଂଚ । ହିମାଚଳ ପ୍ରଦେଶ ଲେଖାଥିଲେ ବି ଔଷଧ କଂପାନୀର…

କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ କାରବାରର ଗୁମର ଖୋଲିବା ପାଇଁ ଆକ୍ସନ ମୋଡରେ ଆସିଯାଇଛି କ୍ରାଇମବ୍ରାଂଚ ।  କ୍ରାଇମବ୍ରାଂଚ ଏସଟିଏଫର ସ୍ୱତନ୍ତ୍ର ଟିମ ଏ ନେଇ ତଦନ୍ତ ଆରମ୍ଭ  କରିବ । ତେବେ  ତଦନ୍ତ  କେଉଁଠୁ ଆରମ୍ଭ ହେବ ତାହା ନିଶ୍ଚିତରୂପେ କ୍ରାଇବ୍ରାଂଚ ପାଇଁ  ଏତ ଚ୍ୟାଲେଞ୍ଜ ସୃଷ୍ଟି…