Daily Archives

June 10, 2021

ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ । ଦୁଇଟି ଡୋଜ୍ ଟୀକା ନେବା ପରେ ବି କରିପାରେ ସଂକ୍ରମଣ ।

କନକ ବ୍ୟୁରୋ : ଚିନ୍ତା ବଢାଇଲା ଡେଲ୍ଟା ଭାରିଆଂଟ । ଏମ୍ସ ଓ ନ୍ୟାସନାଲ ସେଂଟର ଫର ଡିଜିଜ୍ କଂଟ୍ରୋଲର ଭିନ୍ନଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିସିଲ୍ଡ ବା କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିଲେ ମଧ୍ୟ ଡେଲ୍ଟା ଭାରିଆଂଟ ଭୂତାଣୁ ସଂକ୍ରମଣ କରିପାରିବ । ତେବେ ଏହି ପରୀକ୍ଷଣର ଏଯାଏଁ…

ମହାରାଷ୍ଟ୍ରରେ ବର୍ଷା ଆଣିଛି ସଙ୍କଟ । ମଲାଡରେ ଘର ଭୁଷୁଡ଼ି ୧୧ ଜଣଙ୍କ ମୃତ୍ୟୁ, ୭ ଆହତ । ମୌସୁମୀ ପହଁଚିବା ପରେ ଭୀଷଣ…

କନକ ବ୍ୟୁରୋ : ମୁମ୍ବାଇରେ ବର୍ଷା ଆଣିଲା ସଙ୍କଟ । ଘର ଭୁଷୁଡ଼ି ମଲ୍ଲାଡ ଅଂଚଳରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ମହାରାଷ୍ଟ୍ରରେ ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ…

ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟେ ଦିନରେ ସର୍ବାଧିକ ୬,୧୪୮ଜଣଙ୍କ ମୃତ୍ୟୁ, ବିହାରର ପୁରୁଣା  ତଥ୍ୟ…

କନକ ବ୍ୟୁରୋ : ଦେଶରେ ମହାମାରୀ ମୃତ୍ୟୁରେ ଅଲୋଡା ରେକର୍ଡ । ଗୋଟିଏ  ଦିନରେ ପ୍ରଥମ ଥର ପାଇଁ  ୬ହଜାର ଟପିଯାଇଛି ମୃତ୍ୟୁସଂଖ୍ୟା । ବିହାରର ପୁରୁଣା  ତଥ୍ୟ ଯୋଡା ଯାଇଥିବାରୁ ଏପରି ଅଚାନକ ଗୋଟିଏ ଦିନରେ ପ୍ରଥମଥର ପାଇଁ ୬ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା । ବିହାରରେ ପୂର୍ବରୁ ହୋଇଥିବା ୩…

ସରକାରଙ୍କ ସମସ୍ତ ସଚେତନ ସତ୍ୱେ ବି ଟୀକାକୁ ନେଇ ଦୂର ହେଉନି ଲୋକଙ୍କ ଭୟ । ଟିକାକରଣ ଟିମ୍ ପହଁଚିବା ଆଗରୁ ତାଟି କବାଟ…

କନକ ବ୍ୟୁରୋ : ସହରାଞ୍ଚଳରେ କରୋନା ଟିକା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କିନ୍ତୁ ଗାଁ ଗଣ୍ଡାରେ ଏହି ଟିକାକରଣ ପ୍ରକ୍ରିୟା ପ୍ରତି ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ଏପରିକି କରୋନା ଟିକା ଭୟରେ ଗାଁରେ ତାଟିକବାଟ ପକାଇ ଲୋକେ ଜଙ୍ଗଲକୁ ଚାଲିଯାଇଥିବା ଭଳି ସ୍ଥିତି…

ଧରାପଡିଲା ମିଲରଙ୍କ ଚାଲାକି । କମ୍ ଧାନ ମିଲିଂ କରୁଥିବା ନେଇ ଧରାଇଲା ବିଦ୍ୟୁତ୍ ବିଲ୍, ଚାଷୀଙ୍କ ଧାନ ନକିଣି ସିଧା…

କନକ ବ୍ୟୁରୋ : ବଲାଙ୍ଗୀରରେ ଚାଷୀଙ୍କୁ ବୋକା ବନାଉଛନ୍ତି ମିଲର୍ସ । ଚାଷୀଙ୍କ ଠାରୁ ଧାନ ନକିଣି ବାହାରୁ ଚାଉଳ କିଣି ଟାର୍ଗେଟ ପୂରଣ କରୁଛନ୍ତି ମିଲରମାନେ । ମିଲରଙ୍କ ବିଦ୍ୟୁତ୍ ବିଲରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମିଲରମାନେ ଅଧିକ ଧାନ ମିଲିଂ କରୁଛନ୍ତି ବୋଲି କାଗଜପତ୍ରରେ ଦର୍ଶାଉଛନ୍ତି…

କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ଉଠିଲା ସନ୍ଦେହ । ନୟାଗଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସରକାର, ହେଲେ…

କନକ ବ୍ୟୁରୋ : କିଏ କହୁଛି ସତ । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦେଉଥିବା ତଥ୍ୟ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଭିତରେ ରହୁନି ତାଳମେଳ । ଏଭଳି ଏକ ଚାଂଚଲ୍ୟ ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ରାଜ୍ୟ ସରକାର ଦେଇଥିବା ସଂଖ୍ୟାଠାରୁ ୧୦ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ…