Daily Archives

June 27, 2021

ଗୋଟିଏ ଗଛରେ ଫଳିଛି ୧୦୦ ପ୍ରକାର ଆମ୍ବ । ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଅତାବିରାର ଚାଷୀ ଭି.ଚନ୍ଦ୍ରା ରାଓ ।

କନକ ବ୍ୟୁରୋ: ଗୋଟିଏ ଗଛରେ ଫଳିଛି ୧୦୦ ପ୍ରକାର ଆମ୍ବ । ଏକଥା ଶୁଣିବାକୁ ସତ ଲାଗୁନଥିଲେ ବି ଗୋଟିଏ ଗଛରେ ପ୍ରାୟ ଶହେ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଚାଷୀ ଭି.ଚନ୍ଦ୍ରା ରାଓ । ତାଙ୍କ ବାଡିରେ ଥିବା ପୁରୁଣା ଆମ୍ବ ଗଛରେ କଳମୀ କରି ବିଭିନ୍ନ ପ୍ରକାର…

ନବରଙ୍ଗପୁର ଚାଷୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଛି ରାଣୀ ସପୁରୀ ଚାଷ । ପରୀକ୍ଷାମୂଳକ ରାଣୀ ସପୁରୀ ଚାଷ ହୋଇଛି ସଫଳ,…

କନକ ବ୍ୟୁରୋ : କରୋନା କାଳରେ ନବରଙ୍ଗପୁର ଚାଷୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଦେଇଛି ରାଣୀ ସପୁରୀ ଚାଷ । ନବରଙ୍ଗପୁର ଚାଷୀଙ୍କ ଆୟ ବଢ଼ାଇବା ନେଇ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ରାଣୀ ସପୁରୀ ଚାଷ ଆରମ୍ଭ ହୋଇଥିଲା…

ବେକେରୀ ଫାର୍ମ କରଛି ସ୍ୱାବଲମ୍ବୀ । ସୁବର୍ଣ୍ଣପୁର ଜିଲ୍ଲା ଘୋଡ଼ାଘାଟପଡ଼ାର ଶୁକ୍ଳାମ୍ବର ନିଜେ ରୋଜଗାର କରିବା ସହ ୧୭…

କନକ ବ୍ୟୁରୋ: କରୋନା କାଳରେ ପେଟପାଟଣା ଚିନ୍ତା  । ବ୍ୟବସାୟ ବଣିଜ ବନ୍ଦ ହୋଇପଡ଼ିଛି  । ଏହି ସମୟରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ବଡ଼ କଥା  । ଆଉ  ଏହା କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଘୋଡ଼ାଘାଟପଡ଼ାର ଶୁକ୍ଳାମ୍ବର ପାଣିଗ୍ରାହୀ  । ଛୋଟ ପାନ ଦୋକାନ, ପରେ ଓମଫେଡ…

ଚିନ୍ତାରେ କୋରାପୁଟ କୋଟପାଡ଼ର ମିରିଗାନ ଶାଢି କାରିଗର । ପଡ଼ିରହିଛି ଲକ୍ଷ ଲକ୍ଷ ଟଙ୍କାର ଶାଢ଼ି । ବ୍ୟବସାୟ ନାହିଁ କି…

କନକ ବ୍ୟୁରୋ: ଶାଢ଼ି ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଭିନ୍ନ ଭିନ୍ନ ରଙ୍ଗର ଶାଢ଼ୀକୁ ପିନ୍ଧିିବାକୁ ମହିଳାମାନେ ପସନ୍ଦ କରନ୍ତି । ଆଉ ଯଦି ମିରିଗାନ ଶାଢ଼ୀ ଟିଏ ମିଳିଯାଏ ତାହା ହେଲେ ମହିଳାଙ୍କ ଆନନ୍ଦ କହିଲେ ନ ସରେ । ହାତରେ ବୁଣା ଯାଇଥିବା ଏହି ଲୁଗାର ଏକ…

ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଜିମୂତ ।

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ…

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ, ଟେଣ୍ଡର ଫିକ୍ସିଂକୁ ନେଇ…

କନକ ବ୍ୟୁରୋ : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ । ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ । ଟେଣ୍ଡର ଫିକ୍ସିଂକୁ ନେଇ ବିବାଦ ଘେରକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ…