Daily Archives

June 17, 2021

ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକାଘଂଟାରୁ ଅଧିକ ସମୟ ଧରି…

କନକ ବ୍ୟୁରୋ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର, ହେଲେ ପରସ୍ପରର ପ୍ରତିଦ୍ୱନ୍ଦୀ ଭାବେ ଗଣାଯାଆନ୍ତି । ଆମେରିକା ଓ ରୁଷ୍ । ଏକଦା ଶୀତଳ ଯୁଦ୍ଧରେ ପରସ୍ପରକୁ ଚେକ୍ ମେଟ୍ କରିବାକୁ ପ୍ରୟାସ କରିଆସୁଥିଲେ ଉଭୟ ଦେଶ । ଆଉ ଯେତେବେଳେ ଏହି ଦୁଇଦେଶର ମୁଖ୍ୟ ପରସ୍ପରକୁ ଭେଟନ୍ତି, ସାରା ବିଶ୍ୱର ନଜର…

ମହାରାଷ୍ଟ୍ର ମେଂଟରେ ଫାଟ ବଢ଼ୁଛି । ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ସଂଜୟ ରାଉତଙ୍କ ବୟାନ । ଭବିଷ୍ୟତରେ…

କନକ ବ୍ୟୁରୋ: ମହାରାଷ୍ଟ୍ର ମେଂଟ ସରକାରରେ ଫାଟ ବଢ଼ି ବଢ଼ି ଚାଲିଛି । ବିଶେଷକରି ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଥିବା ସାମ୍ନାକୁ ଆସୁଛି । ଉଭୟ ଶିବସେନା ଓ କଂଗ୍ରେସର ନେତାଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପଟୋଲୋ ଏକାକି…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ନାହିଁ ଶିଶୁ ।…

କନକ ବ୍ୟୁରୋ: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଚାଲିଛି । ଶିଶୁ ଓ ଛୋଟ ପିଲାଙ୍କୁ ଏହି ଲହର ଅଧିର ପ୍ରଭାବିତ କରିବ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଆଜି ଆସିଥିବା ଖବର ଏକ ଆଶ୍ୱସ୍ତିକର ସୂଚନା ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଦିଲ୍ଲୀ ଏମ୍ସ ପକ୍ଷରୁ ଦେଶରେ ଏକ…

ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି । ଭୁଟାନରେ ୧୦ ମୃତ, ୫ ଆହତ । ସେପଟେ ନେପାଳରେ ୧୦ ନିଖୋଜଙ୍କ…

କନକ ବ୍ୟୁରୋ: ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି ଘଟିଛି । ଭୁଟାନରେ ୧୦ ଜଣଙ୍କ ଜୀବନ ଯିବା ସହ ୫ ଜଣ ଆହତ ହୋଇଥିବାର ଖବର ମିଳିଛି । ସେପଟେ ନେପାଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୦ ଜଣ ଲୋକ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବାର…

ରାଜଧାନୀର ପ୍ରତୀକ ଘୋଡାକୁ ଉଠାଇ ନେବା ପାଇଁ ନିଷ୍ପତି ପରେ ତେଜିଲା ବିରୋଧ । କଂଗ୍ରେସ ଓ ବିଜେପିର ତୀବ୍ର ବିରୋଧ ।…

କନକ ବ୍ୟୁରୋ: ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ରିପୋର୍ଟ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିରୋଧ । ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ଏହି ନିଷ୍ପତିକୁ ବିରୋଧ କରିଛନ୍ତି । କଂଗ୍ରେସ ବିଧାୟକ ସୁର…

ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ…

କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଛି । ଏବଂ ସାଧାରଣ ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଧୀରେ ଧୀରେ ଆରମ୍ଭ ହେଉଛି । ହେଲେ ପୁଣି ସମସ୍ତଙ୍କୁ ଭୟଭୀତ କଲା ଭଳି ମହାରାଷ୍ଟ୍ରର ରିପୋର୍ଟ । ଦେଖନ୍ତୁ କଣ କଣ କହୁଛି ଏହି ରିପୋର୍ଟ । ମହାରାଷ୍ଟ୍ର ରାଜ୍ୟ ଟାସ୍କ…