Daily Archives

June 18, 2021

କରୋନା ଭୂତାଣରୁ ଉତ୍ପତ୍ତି ନେଇ ଚୀନ୍ ଉପରେ ବର୍ଷିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । କହିଲେ…

କନକ ବ୍ୟୁରୋ: କରୋନା ଭୂତାଣୁ ନେଇ ଚୀନ୍ ଉପରେ ବର୍ଷିଥିଲେ ଟ୍ରମ୍ପ  । ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ପାଇଁ ଚୀନ୍ ହିଁ ଦାୟୀ ଓ ଏଥିପାଇଁ ବେଜିଂକୁ ସାରା ବିଶ୍ୱକୁ ଉତ୍ତର ଦେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ  । ଏବେ ପୁଣି ଆଉ ଥରେ କରୋନା ପାଇଁ ଚୀନକୁ ଟାର୍ଗେଟ୍ କରିଛନ୍ତି…

ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ । କାର୍ନିଭାକ୍ କୋଭ୍ ଟିକାର ୧୭ ହଜାର ଡୋଜ୍ ପ୍ରସ୍ତୁତ କଲା ରୁଷ୍ ସଂସ୍ଥା ।

କନକ ବ୍ୟୁରୋ: କରୋନା ବିରୋଧୀ ମୁକାବିଲାରେ ଏବେ ମୁଖ୍ୟ ଅସ୍ତ୍ର ପାଲଟିଛି ଟିକା । ତେଣୁ ଟିକାକରଣ ଉପରେ ସାରା ବିଶ୍ୱରେ ଜୋର ଦିଆଯାଉଛି । ଭାରତ ସମେତ ପ୍ରାୟ ଅଧିକାଂଶ ଦେଶରେ ଟିକାକରଣ ଆଗେଇ ଚାଲିଛି । ତେବେ ଅନେକ ଦେଶରେ ଟିକାର ଅଭାବ କଥା ସାମନାକୁ ଆସୁଛି । ଏସବୁ ଭିତରେ ରୁଷରୁ ଏକ ନୂଆ…

ବୋସୱାନାରେ ମିଳିଲା ବିଶ୍ୱର ତୃତୀୟ ବୃହତ୍ତମ ହୀରା । ୧୦୯୮ କ୍ୟାରେଟର ହୀରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କଲେ…

କନକ ବ୍ୟୁରୋ: ବୋସୱାନାରେ ବିଶ୍ୱର ଅନ୍ୟତମ ବୃହତ ହୀରା ଆବଷ୍କୃତ ହୋଇଛି  । ଏନେଇ ଦେଶର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  । ସିଏନଏନର ରିପୋର୍ଟ ଅନୁସାରେ ୧୦୯୮ କ୍ୟାରେଟର ହୀରା ମିଳିଛି  । ଏହାକୁ ବିଶ୍ୱର ତୃତୀୟ ବୃହତ୍ତମ ହୀରା କୁହାଯାଉଛି  । ବୋସୱାନା ରାଷ୍ଟ୍ରପତି ନିଜେ ଏହାକୁ…

ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ । ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ…

ନନ୍ଦିଗ୍ରାମରେ ନିର୍ବାଚନ ହାରିବା ପ୍ରସଙ୍ଗରେ ହାଇକୋର୍ଟରେ ମମତା ବାନାର୍ଜୀଙ୍କ ଆବେଦନ । ଫଳାଫଳରେ ଅନିୟମିତତା ହୋଇଥିବା…

କନକ ବ୍ୟୁରୋ: ପଶ୍ଚିମବଙ୍ଗର  ନନ୍ଦିଗ୍ରାମ  ସିଟରୁ  ନିର୍ବାଚନ  ହାରିବା  ହାଇକୋର୍ଟଙ୍କ  ଦ୍ୱାରସ୍ଥ  ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ  । ନନ୍ଦିଗ୍ରାମ ଆସନରୁ ଶୁୁଭେନ୍ଦୁ  ଅଧିକାରୀଙ୍କ  ବିଜୟକୁ ଚ୍ୟାଲେଞ୍ଜ କରି ମମତା କୋର୍ଟରେ ଆବେଦନ…

କେବେ ଖୋଲିବ ସ୍କୁଲ? ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭିକେ ପଲ ।

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି  । ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି  । ଅନଲାଇନରେ ଶିକ୍ଷାଦାନ କରିବାକୁ ଉଦ୍ୟମ ହେଉଛି  । ହେଲେ କ୍ଲାସରୁମ୍ରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି  । ଅନେକ ବେଳେ ପିଲାମାନେ ମଧ୍ୟ…