Daily Archives

June 25, 2021

ଡେଲଟା ପ୍ଲସ ଭାରିଏଣ୍ଟ ଦେଶରେ ବଢ଼ାଉଛି ଚିନ୍ତା । ଏ ଯାଏଁ ଦେଶରେ ୪୮ ମାମଲା ଚିହ୍ନଟ । ମହାରାଷ୍ଟ୍ର ଡେଲଟା ପ୍ଲସ…

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀରେ ନୂଆ  ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କମ୍ ହେବାରେ ଲାଗିଛି  ।  ମାତ୍ର ଏବେ ସରକାରଙ୍କ ଚିନ୍ତା ବଢାଇଛି କୋଭିଡର ନୂଆ ଭାରିଏଣ୍ଟ ଡେଲ୍ଟା  ପ୍ଲସ୍ । ଆଉ ମହାରାଷ୍ଟ୍ରରେ ଏହାର ସବୁଠାରୁ  ଅଧିକ ମାମଲା ଚିହ୍ନଟ ହୋଇଛି  ।  ରାଜ୍ୟର  ୭ଟି  ଜିଲ୍ଲାରେ…

କ’ଣ ଥିଲା ଦିଲ୍ଲୀ ଅକ୍ସିଜେନ ଅଭାବର ସତ? ସୁପ୍ରିମକୋର୍ଟ ଅଡିଟ୍ ଟିମର ରିପୋର୍ଟ । ପ୍ରକୃତ ଆବଶ୍ୟକତା ତୁଳନାରେ ଅଧିକ ୪…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ବେଳେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଏକ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା  । ହେଲେ ଜାଣିଶୁଣି ଦିଲ୍ଲୀ ସରକାର ଆବଶ୍ୟକ ଠାରୁ ଅଧିକ ଅକ୍ସିଜେନ କଥା କହୁଥିଲେ ବୋଲି ଏବେ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଗଠିତ ଏକ ଅଡିଟ୍ ଟିମ୍ ଏବେ ଏନେଇ ଏକ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ । ଅର୍ଥ ଠକେଇ ମାମଲାରେ ଇଡିର ଖୋଳତାଡ଼ ।

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ଚଢ଼ାଉ । ମନି ଲଣ୍ଡ୍ରିଂ ମାମଲାରେ ଅନୀଲ ଦେଶମୁଖଙ୍କ ବିଭିନ୍ନ ଠିକଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ସରଗରମ ହୋଇଛି ରାଜନୀତି । ସମୟ ସକାଳ ୮ଟା ସମୟରେ…

ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ସୂଚନା ଦେଲେ ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ ।

କନକ ବ୍ୟୁରୋ: ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇସିଏମଆର ନିର୍ଦ୍ଦେଶକ । ଗର୍ଭବତୀ ମହିଳାମାନେ ଟିକା ନେଇପାରିବେ ଓ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛନ୍ତି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ…

କରୋନା କବଳରେ ମାଓନେତା ହିଡମା । ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୁଲିସ ।

କନକ ବ୍ୟୁରୋ: ମାଓ ସଙ୍ଗଠନକୁ ଦୋହଲାଇ ଦେଇଛି କୋରୋନା । ଅତ୍ୟାଧୁନିକ ଅସ୍ତ୍ର ଧରି ଘଞ୍ଚ ଜଙ୍ଗଲରେ ସୁରକ୍ଷା କର୍ମୀ ଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲାଲବାହିନୀ ଏବେ ଭୁତାଣୁ ଆଗରେ ମୁଣ୍ଡ ନୁଆଇଛି । ଏପରି କି ଟପ ମାଓନେତା ହିଡମା ଏବେ କରୋନା ଆକ୍ରାନ୍ତ ଥିବା ଗୋଇନ୍ଦା ତଥ୍ୟ ମିଳିଛି ।  ଜଙ୍ଗଲରେ…

ହୋଟେଲ ବ୍ୟବସାୟ ପାଇଁ ବଳି ପଡିବ କି ବିଜ୍ଞାନ ଗବେଷଣା । ଆଇଏମଏମଟି ଜାଗା ହଡ଼ପ ପାଇଁ ଚାଲିଛି ଯୋଜନା ।

କନକ ବ୍ୟୁରୋ: ରାଜ୍ୟର ଛାତି ଉପରେ ଛିଡା ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ଆଇଏମଏମଟି)ର ଜମିକୁ ନେଇ ଆରମ୍ବ ହେଲାଣି ବିବାଦ । ଆଇଏମଏମଟି ନିଜ ପରିସରରେ ଥିବା ୩୦ ଏକର ଜାଗାରେ ସାଧାରଣ ଅନୁସନ୍ଧାନ ପ୍ରଯୁକ୍ତିବିଦ୍ୟା ବିକାଶ ହବ୍ ସହ ଅନୁସନ୍ଧାନ…