Daily Archives

June 9, 2021

ମହାରାଷ୍ଟ୍ର ଛୁଇଁଲା ମୌସୁମୀ । ଅନେକ ସ୍ଥାନ ଲଗାଣ ବର୍ଷାରେ ବେହାଲ, ପାଣିରେ ବୁଡିଲା ମହାନଗର ମୁମ୍ବାଇ ।

କନକ ବ୍ୟୁରୋ : କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଏବେ ଏହା ଉତରକୁ ଗତି କରି ମହାରାଷ୍ଟ୍ରରେ ପହଁଚି ଗଲାଣି । ଆଉ ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗତ କିଛି ଘଂଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳୁ ମୁମ୍ୱାଇରେ ପ୍ରବଳ ବର୍ଷା ଲାଗି ରହିଛି । ମାୟାନଗରୀର…

କମୁଛି ସଂକ୍ରମଣ ହାର । ଆଜି ବି ୧ ଲକ୍ଷ ତଳେ ରହିଛି କରୋନା ସଂକ୍ରମିତ ସଂଖ୍ୟା, ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି…

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ ହାର । ଲଗାତାର ଦ୍ୱିତୀୟ ଦିନରେ ବି ଦେଶରେ ୧ ଲକ୍ଷ ତଳେ ରହିଛି ନୂତନ ସଂକ୍ରମଣ ସଂଖ୍ୟା । ଆଉ ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥ ହାର । ତେବେ ଗତ କାଲି ତୁଳନାରେ ଆଜି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଛି । ଧିରେ ଧିରେ…

ସାରା ବିଶ୍ୱରେ ଟିକାର ଅଭାବ । ପ୍ରଭାବିତ ହେଉଛି ଡବ୍ଲ୍ୟୁଏଚଓର କୋଭାକ୍ସ କାର୍ଯ୍ୟକ୍ରମ, ୯୨ଟି ଦେଶକୁ ଟିକା ଯୋଗାଇବାରେ…

କନକ ବ୍ୟୁରୋ : ସାରା ବିଶ୍ୱର ଅନେକ ଦେଶରେ ଟିକାର ଅଭାବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଆରମ୍ଭ ହୋଇଥିବା କୋଭାକ୍ସ କାର୍ଯ୍ୟକ୍ରମ ଜରିଆରେ ୯୨ଟି ଦେଶକୁ ଟିକାଯୋଗାଣ ଯୋଜନା ଏବେ ପ୍ରଭାବିତ ହୋଇଛି । ମୁଖ୍ୟତଃ ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଉପରେ ନିର୍ଭର କରାଯାଉଥିବାବେଳେ ଏବେ ଅନ୍ୟ…

ଓଡ଼ିଶାରେ ତଳମୁହାଁ କରୋନା ମିଟର । ୯ ପ୍ରତିଶତ ତଳେ ସଂକ୍ରମଣ ହାର । ଆଜି ୬,୦୧୯ ନୂଆ ଆକ୍ରାନ୍ତ, ୪୩ ମୃତ ।

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ମେ ମାସରେ ଶୀର୍ଷ ଛୁଇଁବା ପରେ ଜୁନ ପହିଲାରୁ ତଳମୁହାଁ ହୋଇଛି । ଏବେ ଓଡିଶାରେ ମହାମାରୀ ଭୁତାଣୁର ସଂକ୍ରମଣ ହାର ବା ପିଜିଟିଭିଟି ରେଟ ସ୍ଥିର ଅବସ୍ଥାରେ ରହିଛି । ଜୁନ ମାସରେ ୧୦ ପ୍ରତିଶତ ତଳେ ରହିଛି କରୋନା ସଂକ୍ରମଣ । ସେପଟେ ଦେଶରେ ୨୪…

ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା । ଶିଶୁରୋଗ ବିଶେଷଜ୍ଞ କହିଲେ, ଅଧିକ ଶିଶୁ ସଂକ୍ରମିତ ହେବାର ରହିଛି…

କନକ ବ୍ୟୁରୋ : ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ରାଜ୍ୟର ଅନେକ ଶିଶୁ ରୋଗ ବିଶେଷଜ୍ଞ ଏନେଇ ନିଜର ମତାମତ ରଖିଛନ୍ତି । ଏହାର ସମ୍ଭାବନାକୁ ସେମାନେ ଏଡାଇ ଯାଇ ନାହାନ୍ତି, ଅର୍ଥାତ୍ ଯଦି ତୃତୀୟ ଲହର ଆସେ, ତେବେ ଶିଶୁମାନେ ପ୍ରଥମ ଓ ଦ୍ୱିତୀୟ…

ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ…

କନକ ବ୍ୟୁରୋ : ପକେଟ ଉପରେ ପେଟ୍ରୋଲ ମାଡ । ଓଡିଶାର ୪ଟି ସହର ପରେ ଆଜି ମୁନିଗୁଡାରେ ଶହେ ଛୁଇଁଛି ପେଟ୍ରୋଲ ଦର । ଏଥିସହ ଆଜି ଓଡିଶାରେ ପ୍ରଥମ ଥର ପାଇଁ ଡିଜେଲ ଦର ବି ଶହେ ଟପିଯାଇଛି । କାଲିମେଳାରେ ଲିଟର ପ୍ରତି ପେଟ୍ରୋଲ ଦର – ୧୦୨ ଟଙ୍କା ୩୬ ପଇସା ମାଲକାନଗିରି - ୧୦୧ ଟଙ୍କା ୪୩ ପଇସା…