Daily Archives

June 22, 2021

ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୩୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୩୯୦ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ କମୁଛି, ଆଉ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୩୯ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ଟ୍ୱିଟ୍ କରି ସତର୍କ କରାଇଲା ଆଇଆଇଟି କାନପୁର । ଅକ୍ଟୋବରରେ…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟ ଏଯାଏଁ ଟଳି ନାହିଁ । ତୃତୀୟ ଲହରକୁ ନେଇ ଆକଳନ କରାଗଲାଣି । ତୃତୀୟ ଲହର ସଂପର୍କରେ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର । ଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ । ଆଇଆଇଟି କାନପୁର ଏକ ରିପୋର୍ଟ…

ଟୋକିଓ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ଭାରତୀୟ ଦଳର ଉପ-ଅଧିନାୟକ ହେଲେ ଦିପ ଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା ।…

କନକ ବ୍ୟୁରୋ: ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦିପ ଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ଉଭୟ ଖେଳାଳି ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ…

କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ । ମାତ୍ର ୨ ରନରେ ଅଲଆଉଟ୍ ହୋଇଗଲା ପୂରା ଟିମ୍ ।

କନକ ବ୍ୟୁରୋ : କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏମିତି ଲଜ୍ୟାଜନକ ବ୍ୟାଟିଂ ଦେଖିବାକୁ ମିଳିଛି ଏକ କାଉଣ୍ଟି ମ୍ୟାଚରେ । ଯେଉଁଠି ମାତ୍ର ୨ ରନରେ ଅଲଆଉଟ୍ ହୋଇଯାଇଛି ପୂରା ଟିମ୍ । ଏପରିକି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନାହାନ୍ତି । ବକଡନ୍ କ୍ରିକେଟ୍ କ୍ଲବ ଏବଂ…

ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ । ଭାରତରେ ୨୨ ଜଣ ଡେଲଟା ପ୍ଲସ ଆକ୍ରାନ୍ତ

କନକ ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । ୨୨ କେସରୁ ୧୬ କେସ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ ଓ ମଧ୍ୟପ୍ରଦେଶରେ ଏହି ନୂଆ…

ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି । ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ…

କନକ ବ୍ୟୁରୋ : ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଆଜି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ନେଇ ପୂର୍ବରୁ ଅସନ୍ତୋଷ ତେଜିଥିଲା । ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିଛି ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ…