Daily Archives

June 22, 2021

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହେଲା କୋଭାକ୍ସିନ । କେନ୍ଦ୍ର ସରକାରଙ୍କୁ ତଥ୍ୟ ହସ୍ତାନ୍ତର କଲା…

କନକ ବ୍ୟୁରୋ: ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ ତାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହୋଇଛି । ଭାରତ ବାୟୋଟେକ ତରଫରୁ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯାଇଛି । ଆଜି ସକାଳେ ଭାରତ ବାୟୋଟେକ ଡିସିଜିଆଇକୁ ଡାଟା ହସ୍ତାନ୍ତର କରିଛି । ତୃତୀୟ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପଞ୍ଚମ ଦିନରେ ବି ବର୍ଷା ସାଜିଲା ବାଧକ । ଖେଳ ଆରମ୍ଭ ହେବାରେ ବିଳମ୍ବ

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିଛି । ଖେଳ ଆରମ୍ଭରୁ ଲାଗି ରହିଛି ବର୍ଷା । ଭାରତ ତାର ପ୍ରଥମ ଇଂନିସ ଖେଳ ଶେଷ କରିଥିବା ବେଳେ ନ୍ୟୁଜିଲାଣ୍ଡ ତାର ପ୍ରଥମ ଇଂନିସ ଅଧା ରଖିଛି । ଅର୍ଥାତ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି । ଆଜି ପଞ୍ଚମ ଦିନରେ ବି…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା?

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ,…

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଲାଞ୍ଚ ନେଇ ଆନ୍ଧ୍ରର ଘରୋଇ କମ୍ପାନିକୁ ପଥର ଖାଦାନ…

କନକ ବ୍ୟୁରୋ : ପୁଣି ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଟେକି ଦେଲେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଦ୍ର ର ଏକ ଘରୋଇ…

ଶିକ୍ଷକ ଫସିଗଲେ ହନିଟ୍ରାପରେ । ଶାରୀରିକ ସମ୍ପର୍କର ପ୍ରଲୋଭନ ଦେଖାଇଲେ ଫେସବୁକ ବାନ୍ଧବୀ, ଟଙ୍କା ପାଇବା ପରେ ଆକାଉଣ୍ଟ…

କନକ ବ୍ୟୁରୋ :  ହନିଟ୍ରାପରେ ଫସି ଜଣେ ଯୁବକ ୬୦ ହଜାର ଟଙ୍କା ହରାଇଛନ୍ତି। ଲୁଟର ଶିକାର ଯୁବକଜଣଙ୍କ ଇନଫୋସିଟି ଅଞ୍ଚଳରେ ଥିବା‌ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ। ନଗ୍ନ ଫଟୋ ଦେଖାଇବା ସହ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ତାଙ୍କଠାରୁ ୩ଟି ପର୍ଯ୍ୟାୟରେ ଏହି ଟଙ୍କା…

ମହାମାରୀ ବେଳେ ନିଆରା ବାହାଘର । ଶଗଡ଼ ଗାଡିରେ ଚଢି ବାହାହବାକୁ ଗଲା ବର ।

କନକ ବ୍ୟୁରୋ : ଆପଣ ଅନେକ ବାହାଘର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ବାହାଘର ବିଷୟରେ କହିବୁ । ଯେଉଁଠି ଦାମୀ ଗାଡି ନୁହେଁ, ବର ଶଗଡରେ ବାହାହବାକୁ ଯାଇଥିଲେ ବର । ଖାଲି ବର ନୁହେଁ, ପୂରା ବରଯାତ୍ରୀ ୩୫ କିଲୋମିଟର ଶଗଡଗାଡିରେ ଯାଇଥିଲେ । ବର ଛୋଟେ ଲାଲ୍ ପାଲ୍ କହିଛନ୍ତି,…