Daily Archives

June 12, 2021

ସ୍ନାନଯାତ୍ରାର ନୀତିକାନ୍ତି ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା । ରାତି ଗୋଟିଏରୁ ଶ୍ରୀଜିଉଙ୍କ ପହଣ୍ଡି…

କନକ ବ୍ୟୁରୋ: ସ୍ନାନପୂର୍ଣ୍ଣିମାରେ ନୀତିକାନ୍ତିକୁ ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା ହୋଇଛି । ସେବାୟତଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ । ରାତି ଗୋଟିଏରେ ପହଣ୍ଡି ବିଜେ ନେଇ ବୈଠକରେ ଚର୍ଚ୍ଚା ହୋଇଛି । ଏଥିସହ ରାତି ୪ଟା ସୁଦ୍ଧା ସ୍ନାନମଣ୍ଡପରେ ପହଂଚିବେ ଦାରୁ…

୬ ମାସ ପରେ ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ । ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ ।

କନକ ବ୍ୟୁରୋ: ଡିସେମ୍ବରରେ ଗିରଫଦାରୀ, ଜୁନ୍ରେ ବେଲ୍ । ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଭଳି ମାମଲାରେ ଗିରଫ ହୋଇ ଜେଲରେ ରହିବାର ୬ ମାସ ପରେ ଜାମିନ୍ ପାଇ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହାଇକୋର୍ଟରୁ ସମସ୍ତ ମାମଲାରେ ବେଲ୍ ପାଇବା ପରେ ମୁକୁଳିଛନ୍ତି ଏହି…

ରାଜଧାନୀରେ ବୀଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ବୀଭତ୍ସ ହତ୍ୟାକାଣ୍ଡ । ଆଜି ଭୁବନେଶ୍ୱରର ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କୁ ପଥରେ ଛେଚି ଛେଚି ହତ୍ୟା କରାଯିବା ସହିତ ରାସ୍ତା ଉପରେ ରକ୍ତର ଛିଟା ପଡିଥିବା…

ରାଜ୍ୟରେ କମୁଛି ସଂକ୍ରମଣ, ହେଲେ ଚିନ୍ତା ବଢ଼ାଉଛି ଉପକୂଳ । ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ପଜିଟିଭି ହାର ୧୦% ଉପରେ।

କନକ ବ୍ୟୁରୋ: ତାଲାବନ୍ଦ ବନ୍ଦ ଅବଧି ସରି ଆସୁଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ବି ରେଡ୍ ଜୋନ୍ ଭିତରେ ରହିଛି । ଏହା ଜିଲ୍ଲାରେ ପିଜିଟିଭ୍ ହାର ମଧ୍ୟ ଆଶ୍ୱସ୍ତିକର ନୁହେଁ । ଯାଜପୁରରେ ୧୯.୪୮%, ପୁୁରୀରେ ୧୪.୩୫%, କେନ୍ଦ୍ରାପଡ଼ାରେ ୧୨.୫୯% ଖୋର୍ଦ୍ଧାରେ ୧୧.୫୧%, କଟକରେ ୧୧.୩୧%,…

ବିପଦ ବେଳେ ବିଷ ବେଉସା । ହିମାଚଳ ପ୍ରଦେଶରେ ତିଆରି ହୋଇ କଟକ ଆସିଥିଲା ନକଲି ଔଷଧ ।

କନକ ବ୍ୟୁରୋ: କଟକରେ କିଭଳି ହୋଇଥିଲା ନକଲି ଫାଭିଫିରାଭିର୍ ଔଷଧର କାରବାର ସେନେଇ ବିଶଦ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନରୁ ନକଲି ଔଷଧ ଯୋଗାଣ ନେଇ ସୂଚନା ମିଳିବା ପରେ ପଦକ୍ଷେପ ନେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁସାରେ, ହିମାଚଳ…

ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦୀଅରବ । ବାହାର ଦେଶର ଲୋକଙ୍କ ପାଇଁ ମିଳିବନାହିଁ ଅନୁମତି । କେବଳ ୬୦ ହଜାର…

କନକ ବ୍ୟୁରୋ : ସାଉଦୀଅରବ ପକ୍ଷରୁ କୁହାଯାଇଛି କି, କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କ ଅନୁମତି ମିଳିବ । ସରକାରଙ୍କ ଦ୍ୱାରା ପରଚାଳିତ ସାଉଦୀ ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରଣାଳୟ ଏନେଇ ବୟାନ ଜାରି କରିଛି । ମନ୍ତ୍ରଣାଳୟ ପକ୍ଷରୁ…