Daily Archives

June 12, 2021

ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧରେ ପଡିବନି ଜିଏସଟି । କରୋନା ଚିକିତ୍ସା ପାଇଁ ଦରକାର ଔଷଧରେ ମଧ୍ୟ…

କନକ ବ୍ୟୁରୋ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧରେ ଆଉ ପଡ଼ିବନି ଜିଏସ୍ଟି । ସେହିପରି କରୋନା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଔଷଧ ଗୁଡ଼ିକରେ ଟ୍ୟାକ୍ସର ପରିମାଣ କମାଇ ଦିଆଯାଇଥିବା ନେଇ ମଧ୍ୟ…

ଜିଏସଟି କାଉଁସିଲ ବୈଠକରେ ନିଷ୍ପତ୍ତି , ବ୍ଲାକ ଫଙ୍ଗସ୍ ଔଷଧ ଉପରେ ଟ୍ୟାକ୍ସ ଛାଡ, କରୋନା ଟିକା ଉପରେ ଜାରି ରହିଲା ୫…

କନକ ବ୍ୟୁରୋ : କରୋନା ସହ ଜଡିତ ସାମଗ୍ରୀ ଉପରେ ମନ୍ତ୍ରୀ ସମୁହ କରିଥିବା ସୁପାରିଶକୁ ଆଜି ଜିଏସଟି କାଉଁସିଲ ସ୍ୱୀକାର କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉଁସିଲ ବୈଠକରେ ବ୍ଲାକ ଫଙ୍ଗସ୍ ଔଷଧକୁ ଟ୍ୟାକ୍ସମୁକ୍ତ କରାଯାଇଥିବା ବେଳେ କରୋନା ଟିକା…

ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମାଛ ଧରିବାକୁ ନଦୀ ପାରବେଳେ ଟାଣି…

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବାବେଳେ ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି । ଖବର ପାଇ ଗ୍ରାମବାସୀ ଓ ବନବିଭାଗ…

ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ, ଜାଲିଆତି ମାମଲାରେ ହୋଇଥିଲେ ଗିରଫ ।

କନକ ବ୍ୟୁରୋ: ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତେବେ ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ମାମଲାରେ ଗୋପାଳପୁର…

ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପରି ଅନ୍ୟ ଅସହାୟ ରୋଗୀଙ୍କୁ ସହାୟତା ଦେବାକୁ ହାତଯୋଡି ଗୁହାରୀ କଲେ ଅଭିଷେକଙ୍କ…

କନକ ବ୍ୟୁରୋ: ବଦଳିଛି ସ୍ୱର, ବଦଳିଛି ଶବ୍ଦ । ସେଦିନ ଯେଉଁହାତ ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରୁଥିଲା । ଆଜି ସେହି ହାତ ଅନ୍ୟ ଅସହାୟ ରୋଗୀଙ୍କ ପାଇଁ ବି ଗୁହାରୀ କରିଛି । ତାଙ୍କ ସ୍ୱାମୀଙ୍କ ପାଇଁ ଲୋକେ ଯେମିତି ସାହାଯ୍ୟର ହାତ ବଢାଇ ଚିକିତ୍ସା ପାଇଁ କୋଲକାତା ପଠାଇଲେ, ସେମିତି…

ଦିନେ ପଡିଆରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ସୁନାମ । ଆଜି ପେଟ ପାଇଁ ପେଟ୍ରୋଲ ପମ୍ପରେ କରୁଛନ୍ତି…

କନକ ବ୍ୟୁରୋ: ଫୁଟବଲ ପଡିଆରୁ ପେଟ୍ରୋଲ ପମ୍ପ୍ । ସେଲସମ୍ୟାନ ସାଜିଲେ ଓଡିଶାର ଗୌରବ । ଦିନେ ପଡିଆରେ ଫୁଟବଲକୁ କିକ୍ ପରେ କିକ୍ କରୁଥିଲ... ବୀଚକ୍ଷଣ ଖେଳ ଖେଳି ପ୍ରତିପକ୍ଷଙ୍କୁ ଗୋଲ୍ ପରେ ଗୋଲ ଦେଉଥିଲେ । ପଡିଆରେ ଫୁଟବଲ ଗଡିବା ପରି, ସମୟ ସହ ତାଳ ଦେଇ ଗଡୁଥିଲା ଗୁଡିଙ୍କ କ୍ୟାରିୟର । ଆଉ…