ଓଲିଉଡରେ ଝୁଲୁଛି ତାଲା, ଚିନ୍ତାରେ ସିନେ କଳାକାର । ବନ୍ଦ ରହିଛି ସିନେମା ହଲ. କେବେ ଫେରିବ ପୁରଣା ଦିନ ?
କନକ ବ୍ୟୁରୋ : ମହାମାରୀ କରୋନା ଓଡିଆ ଫିଲ୍ମ ଶିଳ୍ପକୁ ବଡ ଧକ୍କା ଦେଇଛି । ସିନେମା ହଲ ବନ୍ଦ, ସୁଟିଂ ବି ବନ୍ଦ । ଫଳରେ ରାଜ୍ୟର ମନୋରଞ୍ଜନ ଶିଳ୍ପରେ ଏକପ୍ରକାର ତାଲା ପଡି ଯାଇଛି । ଏବେ କଳାକାରଙ୍କର ଚାପ ପରେ ସୁଟିଂ ପାଇଁ କଟକଣାକୁ କୋହଳ କରିଛନ୍ତି ସରକାର । ଏହାକୁ ସ୍ୱାଗତ…