Daily Archives

May 27, 2021

ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି…

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଓଡିଶା ଛାଡିସାରିଛି । ଲୋକମାନେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଏବେ ଘରମୁହାଁ । ହେଲେ ଏପରି ସ୍ଥିତିରେ କରୋନା ସଂକ୍ରମଣ ବଢିବାର ଅନେକ ସମ୍ଭାବନା ରହିଛି । ଯାହାକୁ ଆଖି ଆଗରେ ରଖି ଆଜି ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।…

କରୋନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ଗଜବ ଯୁଗାଡ । ବାଇକରେ କିଛି ଏମିତି କଲେ, ଦେଖିଲେ ନହସି ରହିପାରିବେନି ।

କନକ ବ୍ୟୁରୋ : ସାରା ଦେଶ କରୋନା ସଂକ୍ରମଣ ସହ ଲଢେଇ କରୁଛି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ଅନେକ କଟକଣା ମଧ୍ୟ ଜାରି କରାଯାଉଛି । ଆଉ କରୋନାରୁ ବର୍ତିବା ପାଇଁ ଲୋକେ ମୁହଁରେ ମାସ୍କ ପିନ୍ଧୁଛନ୍ତି । ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏବଂ ସରକାରଙ୍କ ଦ୍ୱାରା…

ଡିଆରଡିଓ ପ୍ରସ୍ତୁତ କଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟା ସେଣ୍ଟର । ଏମ୍ସ କରିବ ସଂଚାଳନ

କନକ ବ୍ୟୁରୋ : ଋଷିକେଶ ଠାରେ ଡିଆରଡିଓ ତରଫରୁ ପ୍ରସ୍ତୁତ ହୋଇଥିବା ୫ ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲର ସଂଚାଳନ କରିବ ଋଷିକେଶ ଏମ୍ସ । ଗତ ବୁଧବାର ଠାରୁ ଏହାର ସଂଚାଳନ ଏମ୍ସ ଦ୍ୱାରା ଆରମ୍ଭ ହୋଇଯାଇଛି  । ରାଇଫଲ ମ୍ୟାନ ଜସୱନ୍ତ ସିଂ ରାୱତଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ଏହି…

ଆଜି ସନ୍ଧ୍ୟା ସାଢେ ୫ଟାରେ ‘ୟାସ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ମୁଖ୍ୟଶାସନ ସଚିବ,…

କନକ ବ୍ୟୁରୋ: ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ଆଜି ସନ୍ଧ୍ୟା ସାଢେ ୫ଟାରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ସେ କ୍ଷୟକ୍ଷତି ଆକଳନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଛି ସ୍ପେଶାଲ୍ ପ୍ୟାକେଜ୍ ଘୋଷଣା କରିବା…

ଏଲୋପାଥି ମେଡିସିନକୁ ନେଇ ରାମଦେବଙ୍କ ବିବାଦୀୟ ବୟାନ । ଆଇଏମଏ କହିଲା ରାମଦେବଙ୍କ ଉପରେ ଲାଗୁହେଉ ରାଜଦ୍ରୋହ ମାମଲା ।

କନକ ବ୍ୟୁରୋ : ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି କି କୋଭିଡ-୧୯ର ଉପଚାର ପାଇଁ ସରକାର ଜାରି କରିଥିବା ପ୍ରୋଟକଲ କୁ ଚ୍ୟାଲେଞ୍ଜ କରି ତଥା ଟିକାକରଣ ଉପରେ ଦୁଃପ୍ରଚାର ଅଭିଯାନ ଚଳାଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଉପରେ ତୁରନ୍ତ ରାଜଦ୍ରୋହ…

ନିଜ କ୍ଷେତ୍ରରେ ରିଲିଆନ୍ସ ଆରମ୍ଭ କଲା ମାଗଣା ଟିକାକରଣ । ୮୮୦ ସହରରେ ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ…

କନକ ବ୍ୟୁରୋ : ସାରା ଦେଶରେ ଲୋକମାନଙ୍କୁ କରୋନା ଭୂତାଣୁରୁ ରକ୍ଷା କରିବାକୁ ଚାଲିଥିବା ଟିକାକରଣ ଅଭିଯାନକୁ ପୁଣି ଦ୍ରୁତ କରାଯାଇଛି । ମେ ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଶିଳ୍ପ ସଂସ୍ଥା…