Daily Archives

May 27, 2021

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆକାଶମାର୍ଗରୁ କରିବେ ସ୍ଥିତି ସମୀକ୍ଷା । 

କନକ ବ୍ୟୁରୋ: ଆସନ୍ତାକାଲି ବାତ୍ୟା ୟାସର କ୍ଷୟକ୍ଷତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଓଡିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆକାଶମାର୍ଗରୁ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ସେଠାରେ ଏକ…

ଅତି ଅମାନୁଷିକ ଭାବେ ବୃଦ୍ଧଙ୍କୁ ପିଟିଲେ ୬ଜଣ : ପ୍ରବଳ ମାଡ଼ ମାରି ହାତଗୋଡ଼ ଭାଙ୍ଗିଦେବା ପରେ ଗାଁ ଲୋକଙ୍କ ହସ୍ତକ୍ଷେପ;…

କନକ ବ୍ୟୁରୋ : ବୃଦ୍ଧଙ୍କୁ ପିଟିଲେ, ହାତ ଗୋଡ ଭାଙ୍ଗି ପୋଲ ତଳେ ଫିଙ୍ଗିଦେଇ ଗଲେ । ଏଭଳି ଅଭାବନୀୟ ଚିତ୍ର ଆସିଛି ବୌଦ୍ଧ ଜିଲ୍ଲାରୁ । ମନମୁଣ୍ଡା ବ୍ଲକ ଗୁଡିଆଳି ଗାଁର ବୃଦ୍ଧ ଜଗନ୍ନାଥ ଦାସଙ୍କୁ ପ୍ରାୟ ୬ ଜଣ ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଜଗନ୍ନାଥ କୌଣସି କାମରେ କୁଣ୍ଡିପଦର ଗାଁକୁ…

ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କଲେ ବିଜେପି ନେତା ବିଷ୍ଣୁ ସେଠି : କହିଲେ ଏତେ ଲୋକଙ୍କୁ…

କନକ ବ୍ୟୁରୋ : ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବିଷ୍ଣୁ ସେଠି । ସେ କହିଛନ୍ତି, ଇନ୍ଦିରା ଆବାସ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୨୫ ହଜାର ଟଙ୍କା ଠାରୁ ଆରମ୍ଭ…

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ : ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା…

କନକ ବ୍ୟୁରୋ : ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଧରି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହା ପୂର୍ବରୁ ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।…

କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଟେଷ୍ଟିଂର ହାର କମିଥିବାରୁ…

କନକ ବ୍ୟୁରୋ : କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସୁଧାର ଆସିଲେ ଡ଼ୋର ଟୁ ଡ଼ୋର ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଂଚଳରେ ଲୋକ ମାନେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଂ ଆରମ୍ଭ…

ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ମାଗିଲା କୃଷି ବିଭାଗ : ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ…

କନକ ବ୍ୟୁରୋ : ବାତ୍ୟା ୟାସ’ ଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲା କୃଷି ବିଭାଗ । ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୮ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗର କ୍ଷତ୍ର…