Daily Archives

May 24, 2021

ପବନ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ…

କନକ ବ୍ୟୁରୋ: ବାତ୍ୟା ୟସର ପ୍ରଭାବରେ ଉତର ଓଡିଶା ଓ ଉପକୂଳ ଓଡିଶାର ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।ଆଗାମୀ ଦୁଇଦିନ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର. କେନ୍ଦ୍ରାପଡା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବାତ୍ୟା ୟାଶ ପ୍ରଭାବିତ କରିବ ବୋଲି…

ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ୟାସ୍ । ୨୬ ତାରିଖରେ କରିବ ଲ୍ୟାଣ୍ଡଫଲ୍ । ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ…

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ । ଗତ ୨୪ ଘଣ୍ଟା ହେଲା ୟାସ୍ ସମୁଦ୍ର ଭିତରେ ୭ କିମି ପ୍ରତି ଘଣ୍ଟାରେ ଆଗକୁ ବଢିବା ସହିତ ବଳ ଗୋଟାଉଛି ବୋଲି ସେ କହିଛନ୍ତି । ସେହିପରି ଏହା ଏବେ…

ଅକ୍ସିମିଟର ନାଁରେ ଚାଲିଛି ଠକେଇ । ଆପ୍ଲିକେସନ୍ ଜରିଆରେ ଅକ୍ସିଜେନର ମାତ୍ରା ଜାଣିବାକୁ ଅନଲାଇନରେ କରାଯାଉଛି ପ୍ରଲୋଭିତ

କନକ ବ୍ୟୁରୋ: କୋଭିଡର ଦ୍ବିତୀୟ ଲହରରେ ଅକ୍ସିଜନ ସାଚ୍ୟୁରେସନର ଅନେକ ଘଟଣା ସାମ୍ନାକୁ ଆସିଛି । ଥର୍ମମିଟର ଭଳି ଏବେ ଅନେକଙ୍କ ପାଇଁ ଅକ୍ସିମିଟର ଜରୁରୀ ଉପକରଣ ହୋଇପଡିଛି । କିନ୍ତୁ ଏହାର ଚାହିଦା ଏତେ ହେଲାଣି ଯେ ଏବେ ବଜାରରେ ମିଳିବା ମୁସ୍କିଲ । କିନ୍ତୁ ଆପ୍ଲିକେସନ ଡେଭଲପର ଅକ୍ସିଜନ…

ବାତ୍ୟା ‘ୟାସ’ ନେଇ ପ୍ରତିକ୍ରିୟା ରଖିଲେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ । କହିଲେ, ବାତ୍ୟାର…

କନକ ବ୍ୟୁରୋ: ସମୁଦ୍ରରେ ବଳ ଯୋଗାଡ କରି ଏବେ ଓଡିଶା ମୁହାଁ ହୋଇ ମାଡିଆସୁଛି ବାତ୍ୟା ୟାସ୍ । ଆସନ୍ତା ୨୬ ତାରିଖରେ ଏହା ଓଡିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଉଛି । ତେବେ ଏହାରି ଭିତରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ ୟାସକୁ ନେଇ…

ବାତ୍ୟା ପାଇଁ ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ସୁରକ୍ଷିତ…

କନକ ବ୍ୟୁରୋ: ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ ୟାଶ । ଏହାକୁ ଦୃଷ୍ଟିରେ ରଖି ଉପରୂଳବର୍ତୀ ଜିଲ୍ଲାଗୁଡିକରେ ପ୍ରସ୍ତୁତି ଜୋରଦୋର ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଜିଲ୍ଲା ଉପରେ ନଜର ରଖିବା ପାଇଁ ୫ ଜଣ…

କୋଭିଡ ସମୟରେ ବାତ୍ୟା ମୁକାବିଲା ପାଇଁ ଓଡିଶାର ବଡ ଧରଣର ପ୍ରସ୍ତୁତି । ମୁତୟନ ହେବେ ୫୨ ଏନଡିଆରଏଫ ଟିମ୍ । ୬୦ ଓଡ୍ରାଫ୍…

କନକ ବ୍ୟୁରୋ: ବିପଦ ବସତି ଆଡକୁ ମାଡ଼ି ଆସୁଛି, ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ଏନଡିଆରଏଫ ଟିମ୍ ରାଜଧାନୀ ଭୁବନେଶ୍ୱରରେ ପହଂଚିବା ପରେ ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରି ଯାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ସମସ୍ତ ଉପକରଣ ଧରି ସର୍ବାଧିକ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା…