Daily Archives

May 23, 2021

ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା । ପାରାଦୀପରୁ ୫୭୦ କିମି ଦୂରରେ ୟାସ୍ । ବାଲେଶ୍ୱରଠୁ ୬୭୦ କିମି ଦୂରରେ…

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହେବା ସହିତ ଗଭୀର ଅବପାତ ବା ଡିପ୍ ଡ୍ରିପେସନରେ ପରିଣତ ହେବ । ତେବେ ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଏବେ…

ଓଡିଶା ମୁହାଁ ବାତ୍ୟା ୟାସ । ୨୬ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଏହି ସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

କନକ ବ୍ୟୁରୋ: ଓଡିଶା ମୁହାଁ ସାମୁଦ୍ରିକ ଝଡ ୟାସ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ସେଥିପାଇଁ ପାଣିପାଗ ବିଭାଗ ତରଫରୁ ରାଜ୍ୟର କିଛି…

ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବୈଠକ । ବାତ୍ୟା ପରେ ପରୀକ୍ଷା ନେଇ ତର୍ଜମା ହେବ କହିଲେ ସ୍କୁଲ ଓ ଗଣଶିକ୍ଷା…

କନକ ବ୍ୟୁରୋ: ସିବିଏସଇ ଯୁକ୍ତ ପରୀକ୍ଷାକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତିି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।  କହିଛନ୍ତି ଦ୍ୱାଦଶ ପରୀକ୍ଷା ନେଇ ଦୁଇଟି ପ୍ରସ୍ତାବ ଦିଆଯାଇଛି । ପ୍ରଥମ ପ୍ରସ୍ତାବରେ ସ୍ଥିତି ସ୍ୱାଭାବିକ…

ବଣ୍ଡାଘାଟିକୁ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ । ଟିକାକରଣକୁ ଜୋରଦାର କଲା ପ୍ରଶାସନ । ନିୟମଗିରିରେ ବଢୁଛି ସଂକ୍ରମଣ,…

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନିୟମଗିରି ପାହାଡ ଉପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଉ ସ୍ୱାସ୍ଥ ବିଭାଗ ପକ୍ଷରୁ ଟେଷ୍ଟିଂ ଟ୍ରେସିଙ୍ଗକୁ ମଧ୍ୟ ଜୋରଦାର କରାଯାଇଛି, ସେପଟେ ମାଲକାନଗିରି ବଣ୍ଡା ଘାଟିରେ କୋରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣରେ ରହିଥିବା ବେଳେ ସେଠାରେ ଗାଁକୁ ଗାଁ…

ଓଡିଶାରେ ଅତିରିକ୍ତ ପିଏସଏ ପ୍ଲାଂଟ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ପିଏମ୍ କେୟାର୍ସ ଫଣ୍ଡରୁ…

କନକ ବ୍ୟୁରୋ: ପିଏମ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା ହେବ । ଏଥିପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ୟାସ୍ । ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ପଢନ୍ତୁ, ବିଭିନ୍ନ ଜିଲ୍ଲାରେ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ୟାସ୍ ଧୀରେ ଧୀରେ ବଳ ଗୋଟାଉଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ । ଏହା ଆଗରୁ ଓଡିଶାର ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ଜୋର ଧରିଛି ବାତ୍ୟା ମୁକାବିଲାର ପ୍ରସ୍ତୁତି । ବାଲେଶ୍ୱର, ମୟୂରଭଂଜ, କେନ୍ଦ୍ରାପଡା ଓ ଭଦ୍ରକ ପରି ଜିଲ୍ଲାରେ ବାତ୍ୟା…