Daily Archives

May 17, 2021

ମୁଣ୍ଡ ଉପରୁ ହଟିଗଲା ମାଆର ପଣତ… ଜୁଇରେ ଜଳିଗଲା କୁନି ଝିଅର ଆଶା ଆଉ ସ୍ୱପ୍ନ । ଲକଡାଉନ ପାଇଁ ମୁଠେ ଦାନା ଯୋଗାଡ…

କନକ ବ୍ୟୁରୋ: ବିଗତ ବର୍ଷ କୋଭିଡ ମହାମାରୀ ଲାଗି ଅନେକ ଘଟଣା ଘଟିଯାଇଥିଲା । ଅନେକ ଜୀବିକା ହରାଇଥିଲେ ତ ଅନେକ ଜୀବନ ଭି ହରାଇଥିଲେ । ଅନେକ ସଂସାର ଉଜୁଡି ଯାଇଥିଲା । ଦୀର୍ଘ ଦଶମାସ ର କଟକଣା ପରେ ଫେରିଆସିଥିଲା ପୁଣି ସେହି ପୁରୁଣା ଦିନ । ହେଲେ ଚଳିତ ବର୍ଷ ପୁଣି ସେହି ଦିନ ଫେରିଲା ପୁଣି…

ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା…

କନକ ବ୍ୟୁରୋ: ଆଦିବାସୀ ଗାଁରେ ଘରେ ଘରେ ଜ୍ୱର, କାଶ ଓ ମୁଣ୍ଡବ୍ୟଥା  । ଦୀର୍ଘ ୪ ରୁ ୫ ଦିନ ହେବ ପୀଡିତ ଥିଲେ ମଧ୍ୟ ରୋଗୀଙ୍କର କରୋନା ପରୀକ୍ଷା କରାଯାଉ ନାହିଁ । ରାୟଗଡା ଜିଲ୍ଲାର ଆଦିବାସୀ ଗାଁରେ ସଚେତନତା ଅଭାବ ଯୋଗୁଁ ମହାମାରୀକୁ ନେଇ ଆଶଙ୍କା ବଢୁଛି । ଘରେ ଘରେ ଜ୍ୱର-କାଶ । ଭୟଭିତ…

କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଛି ବୈଠକ। ବାଚସ୍ପତି ବୈଠକ ପରିଚାଳନା କରୁଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେଡି…

ସଂସାର ଗଢାହେବା ପୂର୍ବରୁ ଶ୍ମଶାନରେ ଶେଷ ନୂଆ ସମ୍ପର୍କ… କେଉଁଠି ବିବାହର ୫ ଦିନ ପରେ ଲିଭିଛି ମଥାର ସିନ୍ଦୂର ତ…

କନକ ବ୍ୟୁରୋ: ଦୀପୁ, ମାମା... ସଞ୍ଜୟ ସହିତ ମଧୁସ୍ମିତା... ନୂଆ ସମ୍ପର୍କ ଗଢାହେବା ଦିନ କାନ୍ଥରେ ସାକ୍ଷୀଥିଲେ ଏ ପ୍ରିତିଭରା ଲେଖା । କିନ୍ତୁ ଦିନ କେଇଟା ପରେ ଦୂରେଇଗଲେ ଦୀପୁ, ସବୁଦିନ ପାଇଁ ସେପାରିକୁ ଚାଲିଗଲେ ସଞ୍ଜୟ । ଏକାଏକା ରହିଗଲେ ମଧୁସ୍ମିତା, ନୂଆ ସମ୍ପର୍କକୁ ନିଜର କରିବାକୁ…

ବାରମ୍ବାର ବାରଣ ସ୍ୱତ୍ୱେ ଚେତୁ ନାହାନ୍ତି ଲୋକେ । ଜରିମାନା ପରେ ଗଂଜାମ ପୋଲସରାରେ ହେଉଛି ଭୋଜି ଆୟୋଜନ

କନକ ବ୍ୟୁରୋ: ଆଉ କେତେ କଷ୍ଟ ହେଲେ ଲୋକେ ବୁଝିବେ । ମହାମାରୀ ଆଉ କେତେ ମୁଣ୍ଡ ନେଲେ ଗଂଜାମରେ ଲୋକେ ସଚେତନ ହେବେ । ପ୍ରଶାସନ ପକ୍ଷରୁ ବାରମ୍ବାର ଭୋଜି ବନ୍ଦ କରାଯାଉଥିଲେ ବି ଲୋକେ ଚେତୁ ନାହାନ୍ତି । ଆଜି ପୁଣି ଏକ ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ…

ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ । ସିଆରପିଏଫ ଯବାନଙ୍କ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଅଭିଯୋଗ ।

କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ୩ ଗ୍ରାମବାସୀ ମୃତ । ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଆରପିଏଫ ଯବାନଙ୍କ ଗୁଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସିଲଗେର…