Daily Archives

May 17, 2021

ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍…

କନକ ବ୍ୟୁରୋ : କଥାରେ ଅଛି, ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ । ଆଉ କରୋନା କାଳରେ କିଛି ଏମିତି ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ଜଣେ ବ୍ୟକ୍ତି ୪୦୦ ଟଙ୍କାର ଏକ ସାମଗ୍ରୀ ଅର୍ଡର କରି ୧୩୦୦୦ ଟଙ୍କାର ଏକ ଦମଦାର ସ୍ମାର୍ଟଫୋନ୍ ପାଇଛନ୍ତି । କରୋନା ସଂକ୍ରମଣର ଚେନ୍…

ବଢ଼ିଲା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା । ସୁଶୀଲଙ୍କବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ…

କନକ ବ୍ୟୁରୋ : ଭାରତର ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଛତ୍ରସାଲ ଷ୍ଟାଡିୟମରେ ଆକ୍ରମଣ ଓ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଲିମ୍ପିକ୍ ପଦକ…

ଠକିଦେଲେ ମନ୍ତ୍ରୀ… ନିର୍ବାଚନ ପୂର୍ବରୁ ଆମ୍ବୁଲାନ୍ସ ଦେଇଥିଲେ, ନିର୍ବାଚନ ପରେ ଫେରାଇ ନେଇଗଲେ । ପୁରୁଣା…

କନକ ବ୍ୟୁରୋ : ଆମ୍ବୁଲାନ୍ସ ଦେଇ ପୁଣି ନେଇଗଲେ ମନ୍ତ୍ରୀ । ପୁରୁଣା ଆମ୍ବୁଲାନ୍ସର କଲେ ଉଦଘାଟନ୍ । ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ବିହାରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଆଉ ଏଭଳି ସମୟରେ ଆମ୍ବୁଲାନ୍ସ…

ବିନା ଆଧାରକାର୍ଡରେ ବି ନେଇପାରିବେ ଟିକା? ୟୁଆଇଡିଏଆଇ ଆଣିଲା ସମାଧାନର ବାଟ ।

କନକ ବ୍ୟୁରୋ : ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ବଡ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କୋଭିଡ ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏହାସହ ୟୁଆଇଡିଏଆଇ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ…

ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ ।

କନକ ବ୍ୟୁରୋ : ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ । ଲକଡାଉନ୍ ସମୟରେ ଲକ୍ଷ୍ନୌରୁ ଘରକୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦିଆଯାଇଥିବାର ଖବର ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ୫୦୦ ଟଙ୍କା ଚାଲାଣ…

ନାରଦା ଲାଞ୍ଚ ମାମଲାରେ ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ମମତା କହିଲେ ମୋତେ ବି ଗିରଫ କର । 

କନକ ବ୍ୟୁରୋ :  ନାରଦା ଲାଞ୍ଚ ମାମଲା’ରେ ଦୁଇଜଣ ମନ୍ତ୍ରୀ- ଫିର୍‌ହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ ଗିରଫ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ‘ସିବିଆଇ’ ଟିମ୍‌ ଆଜି ସକାଳେ ହଠାତ୍‌ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ…