Daily Archives

May 17, 2021

ଗୁଜୁରାଟ ଆଡକୁ ମାଡ଼ି ଚାଲିଛି ବାତ୍ୟା-‘ତାଉ-ତେ’ । ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ପୋର-ବନ୍ଦର ଅତିକ୍ରମ କରିପାରେ…

କନକ ବ୍ୟୁରୋ: ଆଉ କିଛି ସମୟ ପରେ  ଗୁଜରାଟ ସ୍ଥଳଭାଗକୁ ମାଡ କରିବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ‘ତାଉ-ତେ’ ।  ଆଜି ରାତିରେ ‘ତାଉ-ତେ’ ଗୁଜରାଟ ଉପକୂଳ  ଅତିକ୍ରମ କରିବ । ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ଏହା ପୋରବନ୍ଦର ଓ ମହୁବା ଉପକୂଳ ଦେଇ ଅତିକ୍ରମ…

ଆଜି କମିଲା ସଂକ୍ରମଣ, ବଢିଲା ସୁସ୍ଥ । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୮୨୧ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୧ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି…

କରୋନା ମୁକାବିଲା ପାଇଁ ଗାଁକୁ ଗୁରୁତ୍ୱ ଦେଲେ ସରକାର । ୨୪ ମେ’ରୁ ଘର ଘର ବୁଲି ସର୍ଭେ । ସରପଞ୍ଚଙ୍କୁ ପୁଣି…

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ଗାଁକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଗାଁରେ ହୁ ହୁ ହୋଇ କରୋନା ବଢୁଥିବାରୁ ଏବେ ଫୋକସରେ ରହିବ ଗାଁ । ଗତ କିଛି ଦିନ ହେବ ରାଜ୍ୟର ଗାଁ ମାନଙ୍କରେ କରୋନା ଡେଇଁ ଡେଇଁ ଚାଲିଛି ଆଉ ୟାରି ଭିତରେ ଗାଁରେ କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ଗାଁକୁ…

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା…

କନକ ବ୍ୟୁରୋ: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା…

ଭଲ ଖବର: ଭୁବନେଶ୍ୱରରେ ସୁସ୍ଥ ଅଧିକ, ସଂକ୍ରମଣ କମ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୮୬୪ କରୋନା ଆକ୍ରାନ୍ତ । ସେପଟେ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ଭୁବନେଶ୍ୱରରେ ଅଧିକ ସୁସ୍ଥ ହୋଇଥିବା ବେଳେ ସଂକ୍ରମଣ କମ ରହିଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୮୬୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୭୩୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୬…

ବାତ୍ୟା ତୌକତେରେ ତାଣ୍ଡବ । ରାତି ୮ଟା ଯାଏଁ ମୁମ୍ବାଇ ଏୟାରପୋର୍ଟ ବନ୍ଦ

କନକ ବ୍ୟୁରୋ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବାତ୍ୟା ତୌକତେ ତାଣ୍ଡବ ରଚିଛି । ମୁମ୍ବାଇରେ ଆଜି ସକାଳୁ ଜୋରରେ ପବନ ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟାକୁ ନଜରରେ ରଖି ରାତି ୮ଟା ଯାଏଁ ଏୟାପୋର୍ଟକୁ ବନ୍ଦ ରଖା ଯାଇଛି । କେତକ ସ୍ଥାନରେ ଲୋକାଲ ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି ।…